Top Tweets for #BasudevpurABVP
କରଞ୍ଜିଆଡ଼ିଆ ସ୍ଥିତ ନବଘନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବିଭିପି ପକ୍ଷରୁ, ବାସୁଦେବପୁର ନଗର କ୍ରୀଡ଼ା ପ୍ରମୁଖ ସୁଶାନ୍ତ ଦାସ ଓ ମମତା ଜେନାଙ୍କ ଉପସ୍ଥିତିରେ ସଦସ୍ୟତା ଅଭିଯାନ ହୋଇଯାଇଛି।
ଏଥିରେ ନୁଆ କରି ଅନେକ ଛାତ୍ର ଛାତ୍ରୀ ସଦସ୍ୟତା ଗ୍ରହଣ କରିଥିଲେ।
#ABVPOdisha #ABVPBhadrak #BasudevpurABVP

ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ତୃପ୍ତି ମହିଳା ମହାବିଦ୍ୟାଳୟରେ ଏବିଭିପି, ବାସୁଦେବପୁର ନଗର ପକ୍ଷରୁ ସହ ସମ୍ପାଦିକା ମାଧୁରୀ ରାଉତଙ୍କ ଉପସ୍ଥିତିରେ ସଦସ୍ୟତା ଅଭିଯାନ କରାଯାଇଛି।
ଏଥିରେ କଲେଜର ଛାତ୍ରୀମାନେ ବହୁ ସଂଖ୍ୟାରେ ସଦସ୍ୟତା ଗ୍ରହଣ କରିଛନ୍ତି।
#ABVPOdisha #ABVPBhadrak #BasudevpurABVP

ଏବିଭିପି, ବାଲେଶ୍ଵର ବିଭାଗ ପକ୍ଷରୁ ଆସନ୍ତା ମାସରେ ବାସୁଦେବପୁରରେ ହେବାକୁ ଥିବା 'ବିଭାଗ ଅଭ୍ୟାସ ବର୍ଗ'କୁ ସଫଳ କରିବା ପାଇଁ ଏବିଭିପି, ବାସୁଦେବପୁର ନଗର ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅନେକ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
#ABVPOdisha #ABVPBhadrak #BasudevpurABVP

ଛାତ୍ର ଶକ୍ତି - ରାଷ୍ଟ୍ର ଶକ୍ତି
ଏବିଭିପି, ବାସୁଦେବପୁର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସଦସ୍ୟତା ଅଭିଯାନ, କଲେଜ୍ କ୍ୟାମ୍ପସ ୟୁନିଟ ଘୋଷଣା, ରାଷ୍ଟ୍ରୀୟ ସମ୍ପାଦକଙ୍କ ପ୍ରବାସ, ବିଭାଗ ଅଭ୍ୟାସ ବର୍ଗ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
#ABVPOdisha #ABVPBhadrak
#BasudevpurABVP

ଜୟ ହିନ୍ଦ୍
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାସୁଦେବପୁର ନଗର ତରଫରୁ କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ନଗର ଛାତ୍ରୀ ପ୍ରମୁଖ ପୂଜା ରାଣୀ ମଲ୍ଲିକଙ୍କ ଉପସ୍ଥିତିରେ ଭାରତୀୟ ବୀର ଯବାନ ମାନଙ୍କ ପାଇଁ ରାକ୍ଷୀ ସଂଗ୍ରହ କରଯାଇଛି।
#RakhiForSoldiers
#ABVPOdisha #ABVPBhadrak #BasudevpurABVP

ଏବିଭିପି, ବାସୁଦେବପୁର ପକ୍ଷରୁ ନଗର ବୈଠକ ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ରଥଯାତ୍ରା ସେବା କାର୍ଯ୍ୟ/ପ୍ରାନ୍ତ ଅଭ୍ୟାସ ବର୍ଗର ଅନୁଭୂତି, ସଦସ୍ୟତା ଅଭିଯାନ, କ୍ୟାମ୍ପସ ୟୁନିଟ, ଛାତ୍ର ସଂସଦ ନିର୍ବାଚନ, ରକ୍ତଦାନ ଶିବିର ଆଦି ବିଷୟରେ ଆଲୋଚନା ହୋଇଯାଇଛି।
#ABVPOdisha #ABVPBhadrak #BasudevpurABVP

ଏବିଭିପି, ବାସୁଦେବପୁର ନଗର ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଜନ ମତ ପରିଷ୍କାର ଅଭିଯାନ ହୋଇଯାଇଛି।
ଏଥିରେ ଶତ ପ୍ରତିଶତ ମତଦାନ, ରାଷ୍ଟ୍ର ହିତରେ ମତଦାନ, ବିକଶିତ ଭାରତ, ବିକଶିତ ଓଡ଼ିଶା ଆଦି ବିଷୟକୁ ନେଇ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା।
#NationFirstVotingMust #ABVPOdisha #BhadrakABVP #BasudevpurABVP

ବନ୍ଦେ ମାତରଂ
ପରିବର୍ତ୍ତନ ପାଇଁ ପ୍ରୟାସ ଲୋଡ଼ା
ଏବିଭିପି, ବାସୁଦେବପୁର ନଗର ପକ୍ଷରୁ ସାଧାରଣ ନିର୍ବାଚନ ଉପଲକ୍ଷେ ଜନ ସଚେତନତା ଏବଂ ଶତ ପ୍ରତିଶତ ମତଦାନ ପାଇଁ ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ପୋଷ୍ଟରିଂ ହୋଇଯାଇଛି।
#NationFirstVotingMust #Vote4ViksitOdisha #ABVPOdisha #BhadrakABVP #BasudevpurABVP

ଏବିଭିପି, ବାସୁଦେବପୁର ନଗର ପକ୍ଷରୁ ପୌରପାଳିକାର ବିଭିନ୍ନ ୱାର୍ଡରେ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଜନ ମତ ପରିଷ୍କାର ଅଭିଯାନ ହୋଇଯାଇଛି।
..ଆସନ୍ତୁ ଶତ ପ୍ରତିଶତ ମତଦାନ କରିବା..
#NationFirstVotingMust #Vote4ViksitOdisha #ABVPOdisha #BhadrakABVP #BasudevpurABVP

ଏବିଭିପି ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ପକ୍ଷରୁ ଯୁବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହେବା ସହ ପୋଷ୍ଟର ଉନ୍ମୋଚନ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଭିପିର ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ୍ ନାୟକ ଉପସ୍ଥିତ ଥିଲେ।
#NationFirstVotingMust
#VoteForNation
#ABVPOdisha #BhadrakABVP
#BasudevpurABVP

ଏବିଭିପି, ବାସୁଦେବପୁର ନଗର ପକ୍ଷରୁ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକଙ୍କ ଉପସ୍ଥିତିରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।
ଶିକ୍ଷାବର୍ଷ ୨୦୨୪- ୨୫ ବର୍ଷ ପାଇଁ ନଗର ସଭାପତି ଭାବେ ପୁରୁଷୋତ୍ତମ ବେହେରା ଏଵଂ ସମ୍ପାଦକ ଭାବେ ସର୍ବେଶ୍ଵର ବାରିକ ଦାୟିତ୍ୱ ଗ୍ରହଣ କରିଛନ୍ତି।
#ABVPOdisha #BhadrakABVP #BasudevpurABVP

୨୧ ନଭେମ୍ବର...
ABVP ଓଡ଼ିଶା ପ୍ରଦେଶ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଥିବା 'ଛାତ୍ର ହୁଙ୍କାର ସମାବେଶ'କୁ ସଫଳ କରିବା ପାଇଁ ଏବିଭିପି, ବାସୁଦେବପୁରର ବିଭିନ୍ନ ମହାବିଦ୍ୟାଳୟ ପରିସରରେ ପୋଷ୍ଟର ଉନ୍ମୋଚନ ହେବା ସହ ଶୋଭାଯାତ୍ରା ସମ୍ପର୍କରେ ଆଲୋଚନା ହୋଇଯାଇଛି
#ChhatraHunkarSamabesh
#BasudevpurABVP
#BhadrakABVP #ABVPOdisha

ବନ୍ଦେ ମାତରଂ
ଏବିଭିପି ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ସ୍ଥିତ ଅଟଳ ବିହାରୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସହ ସଂଯୋଜିକା ମମତା ମହାକୁଡ଼ଙ୍କ ଉପସ୍ଥିତିରେ ବିରାଙ୍ଗନା ରାଣୀ ଦୁର୍ଗାବତୀଜୀଙ୍କ ୫୦୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି
#GondRaniDurgavati
#BasudevpurABVP #BhadrakABVP #ABVPOdisha

ରକ୍ଷା ବନ୍ଧନ ଉପଲକ୍ଷେ 'ଏବିଭିପି, ବାସୁଦେବପୁର ନଗର' ପକ୍ଷରୁ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମଚାରୀ, ସାମ୍ବାଦିକ ବନ୍ଧୁ , ପୁଲିସ ଅଧିକାରୀ, ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ଏବଂ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ରକ୍ଷା ସୂତ୍ର ବାନ୍ଧି ଶୁଭେଚ୍ଛା ଜ୍ଞାପନ କରାଯାଇଛି
#RakshaBandhan
#basudevpurABVP
#BhadrakABVP #ABVPOdisha

ଏବିଭିପି, ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ପକ୍ଷରୁ ସଦସ୍ୟତା ପ୍ରମୁଖ ମାନଙ୍କର ବୈଠକ ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲା ସହ ପ୍ରମୁଖ ପୁରୁଷୋତ୍ତମ ବେହେରା ଏବଂ ଜିଲ୍ଲା ସଦସ୍ୟତା ସହ ପ୍ରମୁଖ ରାହୁଲ ଦେବ ସାହୁ ଉପସ୍ଥିତ ରହିଥିଲେ
#JoinAbvp #BasudevpurABVP
#BhadrakABVP #ABVPOdisha

ଏବିଭିପି, ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ପକ୍ଷରୁ ନଗର ସମ୍ପାଦିକା ସୁଶ୍ରୀ ରଶ୍ମି ପ୍ରଭା ବଳ ଏବଂ ସଭାପତି ପୁରୁଷୋତ୍ତମ ବେହେରାଙ୍କ ଉପସ୍ଥିତିରେ ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ବିଭିନ୍ନ ସାଙ୍ଗଠନିକ ବିଷୟ ଉପରେ ଆଲୋଚନା କରିଥିଲେ।
#BasudevpurABVP
#BhadrakABVP #ABVPOdisha

ଏବିଭିପି, ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ପକ୍ଷରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ପରୀକ୍ଷା ଦେବାକୁ ଆସିଥିବା ଭାଈ ଭଉଣୀ ମାନଙ୍କୁ ତାଙ୍କ ପରୀକ୍ଷାରେ ସଫଳ ପ୍ରାପ୍ତି ନିମନ୍ତେ ସ୍ଥାନୀୟ ଅଟଳ ବିହାରି ମହାବିଦ୍ୟାଳୟ ପରିସରରେ ଫୁଲ ଚନ୍ଦନ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି
#ABVPForStudents
#BasudevpurABVP
#BhadrakABVP #ABVPOdisha

ଏବିଭିପି, ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୟ ଯୁବ ଦିବସ ପାଳନ ହେବା ସହ ଜିଲ୍ଲା ସହ-ସଂଯୋଜକ ଜ୍ୟୋତି ପ୍ରକାଶ ସାହୁଙ୍କ ଉପସ୍ଥିତିରେ ଆଗମୀ ଜିଲ୍ଲା ସମ୍ମିଳନୀ ପାଇଁ ନଗର ବୈଠକ ମଧ୍ଯ ଅନୁଷ୍ଠିତ ହୋଇଯାଇଛି।
#NationalYouthDay
#BasudevpurABVP
#BhadrakABVP #ABVPOdisha

ଏବିଭିପି, ଭଦ୍ରକ ଜିଲ୍ଲା ବାସୁଦେବପୁର ନଗର ବୈଠକ ନଗର ସମ୍ପାଦିକା ରଶ୍ମିପ୍ରଭା ବଳଙ୍କ ଉପସ୍ଥିତରେ ଅନୁଗୁଳରେ ଆୟୋଜିତ ୪୭ ତମ ରାଜ୍ୟ ଅଧିବେଶନର ଅନୁଭୂତି କଥନ, ଶିକ୍ଷା ସ୍ଥିତି ଓ ରାଜ୍ୟ ସ୍ଥିତି, ଜିଲ୍ଲା ସମ୍ମିଳନୀ, ବନବିହାର୍ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା
#BasudevpurABVP
#BhadrakABVP #ABVPOdisha

ଶ୍ରଦ୍ଧାଞ୍ଜଳି ସଭାରେ ବାଲେଶ୍ଵର ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ବାସୁଦେବପୁର ନଗର ଉପ ସଭାପତି ଅଧ୍ୟାପକ ରାଜ କିଶୋର ନାୟକ ଏବଂ ମୃତ୍ୟଞ୍ଜୟ ବିଶ୍ୱାଳ, ନଗର ଛାତ୍ରୀ ପ୍ରମୁଖ ମମତା ମହାକୁଡ଼ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ମୁତି ଚାରଣ କରିଥିଲେ
#BasudevpurABVP
#BhadrakABVP #ABVPOdisha
(2/2)
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



















