Top Tweets for #BazarHalchal
#୩_ଗୁଣ_ବଢ଼ିଲା_AI_ନିବେଶ
#ଡିଜିଟାଲ୍_ଭାରତ_ପରେ_ଏବେ_AI_ଭାରତ!
AI ରେସରେ ଭାରତର ହାଇଜମ୍ପ, ବର୍ଷକରେ ନିବେଶ ₹୧.୨ ବିଲିୟନ୍ରୁ ବଢ଼ିଲା ୪.୧ ବିଲିୟନ୍ ! | India’s Big AI Leap ; Investment Jumps From $1.2 Billion to $4.1 Billion ! | BAZAR HALCHAL
#AIInvestment #bazarhalchal #AIIndia #IndiaAIRace #AIReadiness #AIInnovation #WorldBank #AIJobs #GlobalAI #GCCIndia #SmallAI #techindia #digitalindia #prameyanews7 #artificialintelligence
#MDR_ଚାର୍ଜ_ଲାଗିଲେ_ଛାଡ଼ିବେ_UPI !
UPI ଟଙ୍କା ନେବାକୁ ମନା କରୁଛନ୍ତି ବ୍ୟବସାୟୀ ! ୦.୪% MDR ଚାର୍ଜକୁ ନେଇ ଦ୍ୱନ୍ଦ୍ୱ, ୮୬% ଗ୍ରାହକ ଛାଡ଼ିବେ UPI, ୮୩% ଦୋକାନୀ ଚାର୍ଜ ଦେବାକୁ ନାରାଜ ! | UPI MDR Charge Under Pressure | BAZAR HALCHAL
#upipayment #MDRCharge #bazarhalchal #DigitalPayment #UPICharges #MerchantPayments #DigitalIndia #CashlessPayment #PaymentNews #ConsumerSurvey #businessnews
ମହଙ୍ଗା ହେବ ଋଣ, ବଢ଼ିପାରେ EMI! ୪ ବର୍ଷ ପରେ RBIର ବଡ଼ ଝଟକା,ରେପୋ ରେଟ୍ ୫.୫୦% ବୃଦ୍ଧି | RBI Hikes Repo Rate to 5.50% | BAZAR HALCHAL #RBIRepoRate #EMI #LoanInterestRates #HomeLoan #CarLoan #PersonalLoan #IndiaEconomy #GDPGrowth #Inflation #MonetaryPolicy #businessnews #bazarhalchal
ଶସ୍ତାରେ ସୁନା କିଣୁଥିଲେ ସାବଧାନ ! ବିନା ରସିଦ୍ରେ କିଣାବିକା, କେମିତି ଚାଲେ ଗଳାବାଟ କାରବାର ? | Illegal Gold Trade Alleged! | BAZAR HALCHAL #GoldMarket #illegaltrade #bazarhalchal #GoldTrade #GoldBuying #GoldFraud #NoBillTransaction #GoldJewellery #ConsumerAwareness #GoldBusiness #JewelleryMarket #CustomerSafety #prameyanews7
#ମେସେଜ୍_ପିଛା_୧୨_ପଇସା !
WhatsApp Business ୟୁଜରଙ୍କୁ ବଡ଼ ଝଟକା ! ମେସେଜ ପିଛା ଲାଗିବ ଚାର୍ଜ, ପ୍ରଭାବିତ ହେବେ କି ୟୁଜର ?| BAZAR HALCHAL
#bazarhalchal #WhatsAppBusiness #WhatsAppUpdate #Meta #WhatsAppCharges #WhatsAppNewRule #BusinessMessaging #WhatsAppIndia #MetaUpdate #WhatsAppPricing #DigitalBusiness #MessagingCharge #prameyanews7 #orderconfirmation #newupdates #features
କୋଣାର୍କଠାରୁ ୪୩ କିମି ଦୂରରେ ଗ୍ୟାସ୍ ଭଣ୍ଡାର, ଓଡ଼ିଶା ଉପକୂଳରେ ONGCର ବଡ଼ ସନ୍ଧାନ | ONGC Discovers Natural Gas Near Odisha Coast | BAZAR HALCHAL
#bazarhalchal #ongc #odisha #naturalgas #mahanadibasin #konark #prameyanews7
ଓଡ଼ିଶାରେ ନିର୍ମାଣ ହେବ ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍, ₹୩,୪୦୬ କୋଟି ନିବେଶ କରିବ ସିକ୍ସେମ୍ | BAZAR HALCHAL #SemiconductorOdisha #sicsem #bazarhalchal #techinvestment #jatani #ithub
UPI ପେମେଣ୍ଟରେ ଚାର୍ଜ ଲାଗିବ! ₹୨,୦୦୦ରୁ ଅଧିକ UPI ପେମେଣ୍ଟରେ ୦.୪% MDR | New UPI MDR Rule | BAZAR HALCHAL #bazarhalchal #mdrrule #upipayments #onlinetransactions #phonepe #gpay #paytm
#ପର୍ଯ୍ୟଟନ_ଶିଳ୍ପ_ପାଇଁ_ବଢୁଛି_ଚିନ୍ତା
ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ନାପସନ୍ଦ ! ବଢୁଛି ଠକେଇ, ଭିସା ଓ ପରିବହନ, ୮.୧% ହ୍ରାସ ପଛରେ କ’ଣ ରହସ୍ୟ? | BAZAR HALCHAL
#bazarhalchal #IndiaTourism #ForeignTourists #tourismcrisis #TourismIndustry #TouristSafety #VisaChallenges #traveltrends #travelindia
ଚାକିରି ବଜାରରେ ନୂଆ ଟ୍ରେଣ୍ଡ; ପଦବୀ ବଡ଼, ଦରମା କମ୍—କର୍ମଚାରୀଙ୍କ ଭିତରେ ବଢ଼ୁଛି ଅସନ୍ତୋଷ | Bazar Halchal #JobMarket #SalaryTrends #EmploymentTrends #IndiaJobs #CareerTrends #WorkplaceTrends #CorporateJobs #SalaryHike #EmployeeTrends #JobMarketIndia #CareerNews #BazarHalchal
#ମିଠା_ସପୁରୀର_ମିଳୁନି_ମୂଲ୍ୟ
ନିୟମଗିରିର ମିଠାସପୁରୀ ମନ ଜିତୁଛି, କିନ୍ତୁ ଡଙ୍ଗରିଆଙ୍କୁ ମିଳୁନି ପରିଶ୍ରମର ଉଚିତ୍ ମୂଲ୍ୟ
#KanakNews #Odisha #bazarhalchal
#ଶାଶୂ_ବୋହୂଙ୍କ_ପିଠା କମାଲ
ମାତ୍ର ୫ ଟଙ୍କାରେ ଓଡ଼ିଆ ପାରମ୍ପରିକ ପିଠା, କୋରାପୁଟ-ସୁନାବେଡ଼ା ରାସ୍ତାକଡ଼ରେ ଜମୁଛି ଭିଡ଼
#KanakNews #Odisha #Bazarhalchal
ନୂଆ ବର୍ଷରୁ ଶସ୍ତା ହେବ CNG ଓ PNG, ନୂଆ ଟାରିଫ ଷ୍ଟ୍ରକ୍ଚରରେ ବଡ଼ ଅଦଳବଦଳ | CNG, PNG Prices to Fall | Bazar Halchal #bazarhalchal #cng #png #india #newtariff #price #pngrb
FMCG ସାମଗ୍ରୀରୁ ହଟିବ ପୁରୁଣା MRP, କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଲା ଖାଉଟି ବ୍ୟାପାର ବିଭାଗ ! | Bazar Halchal #fmcgindustry #gstreforms #prameyanews7 #mrp #pricetag #bazarhalchal #grocery
#ଚାକିରି_ପରେ_ଚାଷ_ଦେଇଛି_ହସ
ଚାକିରିରୁ ଅବସର ପରେ ଚାଷ ପାଲଟିଛି ନିଶା। ୭ ଏକର ଜମିରେ ସୁନାର ଫସଲ ଲଗାଇଛନ୍ତି ଗଞ୍ଜାମ ଖାରିବନ୍ଧ ଗାଁର ବଳଭଦ୍ର । ୧୦ ଜଣଙ୍କୁ ଦେଇଛନ୍ତି କର୍ମ ନିଯୁକ୍ତି।
#Farming #Happiness #Ganjam #BazarHalchal #KanakNews
#କ୍ୟାପ୍ସିକମ୍_ବେପାର_ଦେଉଛି_ରୋଜଗାର
ଗୁଣୁପୁରରେ ମହିଳାଙ୍କୁ ରୋଜଗାର ଦେଉଛି କ୍ୟାପ୍ସିକମ୍ ଚାଷ । ଏକ ଏକର ଜମି ଲିଜ ନେଇ ଚାଷ କରିଛନ୍ତି ମହିଳା । ଦିନକୁ ଉତ୍ପାଦନ ହେଉଛି ୨୦ରୁ ୨୫ କିଲୋ କ୍ୟାପ୍ସିକମ୍।
#CapsicumFarming #BazarHalchal #Gunpur #KanakNews
#ସୁରେନ୍ଦ୍ରଙ୍କ_ବାଡ଼ିରେ_ନାହିଁ_କ’ଣ?
ଯାଜପୁର ରସୁଲପୁର ବ୍ଲକ ମଧୁବନ ଗାଁର ସଫଳ ଚାଷୀ ସୁରେନ୍ଦ୍ର ସାହୁ । ୩ ଏକର ଜମିରେ କରିଛନ୍ତି ବିଭିନ୍ନ ପ୍ରକାରର ଚାଷ । ଫୁଲ, ଫଳ ପନିପରିବାରେ ଭର୍ତ୍ତି ହୋଇଛି କ୍ଷେତ। ନିଜେ ରୋଜଗାର ହେବା ସହ ଅନ୍ୟମାନଙ୍କୁ କରିଛନ୍ତି ଆତ୍ମନିର୍ଭର।
#Jajpur #SuccessfulFarmer #BazarHalchal #KanakNews
#ପଡ଼ିଶା_ବଜାରରେ_ଓଡ଼ିଶା_ସାମଗ୍ରୀ
ବିନା ତାଲିମରେ ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ନଡ଼ିଆ କତାରୁ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ ।
#Odisha #KanakNews #Bazarhalchal
#ଚାକିରି_ଛାଡ଼ିଲି_ଚାକିରି_ଦେଲି
ଗୋଟିଏ ଗାଈରୁ ଆରମ୍ଭ ହୋଇଥିଲା ବ୍ୟବସାୟ । ଏବେ ୪୬ ଜଣଙ୍କୁ ଦେଇଛନ୍ତି ରୋଜଗାର, ବାଲେଶ୍ୱର ଅଙ୍ଗାରଗାଡ଼ିଆ ଅଞ୍ଚଳର ପ୍ରିୟଦର୍ଶୀ । #Odisha #Bazarhalchal #KanakNews
#କମାଲ_କରୁଛି_କପଡ଼ା_ସିଲେଇ_ମେସିନ୍
ରୋଜଗାର ପାଇଁ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ୨୦ରୁ ଅଧିକ ମହିଳା । ୩୦ଟି ଇଲେକ୍ଟ୍ରିକ୍ ମେସିନରେ ଚାଲିଛି କପଡ଼ା ସିଲେଇ । #Odisha #Bazarhalchal #KanakNews
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers

