Top Tweets for #BhadrakUpdate
Crime Surge in Bhadrak: City CCTV Cameras Found Defunct Across Key Locations
ଭଦ୍ରକରେ ବଢ଼ିବାରେ ଲାଗିଛି ଅପରାଧ, ସହରରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଅଚଳ
#BhadrakCrimeAlert #CCTVFailure #OdishaNews #UrbanSafetyCrisis #CrimeSurge #BhadrakUpdate #SecurityLapse #BreakingOdisha #PublicSafety
#BhadrakUpdate
📌ସ୍ବାଧିନତାର ୭୫ ବର୍ଷ ପରେ ଗ୍ରାମକୁ ନାହିଁ ରାସ୍ତା
📌ରାସ୍ତା ନଥିବିରୁ ବିଲ ଭିତରେ ପଶିଲା ଆମ୍ବୁଲାନ୍ସ
📌ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଛଞ୍ଚିଣା ଗ୍ରାମର ଘଟଣା
📌ପ୍ରସୂତୀଙ୍କୁ ମେଡ଼ିକାଲ ନେବାପାଇଁ ଆସିଥିଲା ଆମ୍ବୁଲାନ୍ସ
#Bhadrak #Ambulance #Bhandaripokhari #ZeeOdishaNews
ଭଦ୍ରକ : ବୁଲବୁଲ୍ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ସାରା ରାତି ପବନ ସହ ବର୍ଷା ଜାରି ରହିଛି । ମୁଖ୍ୟତଃ ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ବୁଲବୁଲର ପ୍ରଭାବ ଦେଖିବାକୁ ମିଳୁଛି #KanakNews #BhadrakUpdate #CycloneBulbulUpdate #WeatherUpdate #Odisha

#BhadrakUpdate ତିହିଡ଼ି ଓ ଚାନ୍ଦବାଲି ରେ ମଦ ନେଲା ୬ ଜୀବନ, ୨୭ ଗୁରୁତର,
ମୃତକ-ସାଧୁଚରଣ ନାୟକ, ସର୍ବେଶ୍ବର ଦାସ ଓ ରାମଚନ୍ଦ୍ର ପଡ଼ିହାରୀ, ଶଙ୍କର୍ଷଣ ପରିଡ଼ା, କୃଷ୍ଣଚନ୍ଦ୍ର ନାୟକ ଓ ମନୋଜ ମହାନ୍ତି, ଅନ୍ୟ ୨୬ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି, ମୃତାହତମାନେ ସମସ୍ତେ ତିହିଡ଼ି ବ୍ଲକ୍ ଦଉଲତପୁର ଓ ବିନ୍ଧା ଅଞ୍ଚଳର #Odisha

ମଦ ପିଇ ଭଦ୍ରକ ତିହିଡ଼ି ଅଞ୍ଚଳର ୪ ଜଣଙ୍କ ମୃତ୍ୟୁ ଘଟଣା, ଘଟଣାର ତଦନ୍ତ ପାଇଁ ଅବକାରୀ ସଚିବ ଧଳଙ୍କ ନିର୍ଦେଶ,
ସ୍ବାସ୍ଥ୍ୟ, ରାଜସ୍ବ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ତଦନ୍ତ ହେବ, ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଅବକାରୀ କମିସନରଙ୍କ ତଦନ୍ତ ଜାରି,
ପ୍ରାଥମିକ ତଦନ୍ତ ପରେ ଉଚ୍ଚସ୍ତରୀୟ ତଦନ୍ତ ହେବା ନେଇ ସୂଚନା #BhadrakUpdate

#BhadrakUpdate
ଭଦ୍ରକରେ ମଦ ନେଲା ୪ ଜୀବନ, ୨୩ ଗୁରୁତର, ମୃତକ-ସାଧୁଚରଣ ନାୟକ, ସର୍ବେଶ୍ବର ଦାସ ଓ ରାମଚନ୍ଦ୍ର ପଡ଼ିହାରୀ,
ମେଡିକାଲରେ ଦଉଲତପୁର ଅଞ୍ଚଳର ଶଙ୍କର୍ଷଣ ପରିଡ଼ାଙ୍କ ମୃତ୍ୟୁ, ୨ ଗୁରୁତର ଅସୁସ୍ଥ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ,
ଅନ୍ୟ ୨୧ ଗୁରୁତର ଅସୁସ୍ଥ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି #Odisha

ମୃତାହତମାନେ ସମସ୍ତେ ତିହିଡ଼ି ବ୍ଲକ୍ ଦଉଲତପୁର ଓ ବିନ୍ଧା ଅଞ୍ଚଳର, ବେଆଇନ ମଦ ବିକ୍ରି ପ୍ରତିବାଦରେ ପୀରହାଟରେ ଉତ୍ତ୍ୟକ୍ତଙ୍କ ରାସ୍ତାରୋକ, ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ,
ଭଦ୍ରକ ହସ୍ପିଟାଲରେ ଘଟଣାର ସମୀକ୍ଷା କଲେ ଜିଲ୍ଲାପାଳ ଜ୍ଞାନ ଦାସ #BhadrakUpdate #Odisha

#BhadrakUpdate ମଦ ପିଇବା ପରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ, ମୃତକ-ସାଧୁଚରଣ ନାୟକ, ସର୍ବେଶ୍ବର ଦାସ ଓ ରାମଚନ୍ଦ୍ର ପଡ଼ିହାରୀ, ୨ ଗୁରୁତର ଅସୁସ୍ଥ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ, ଅନ୍ୟ ୧୧ ଗୁରୁତର ଅସୁସ୍ଥ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି #Odisha

#BhadrakUpdate ୨ ଗୁରୁତର ଅସୁସ୍ଥ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ,
ଅନ୍ୟ ୧୦ ଗୁରୁତର ଅସୁସ୍ଥ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି, ଘଟଣା ପ୍ରତିବାଦରେ ପୀରହାଟରେ ଟାୟାର ଜାଳି ଉତ୍ତ୍ୟକ୍ତଙ୍କ ରାସ୍ତାରୋକ, ଭଦ୍ରକ ହସ୍ପିଟାଲରେ ଘଟଣାର ସମୀକ୍ଷା କଲେ ଜିଲ୍ଲାପାଳ ଜ୍ଞାନ ଦାସ #Odisha

Last Seen Hashtags on Sotwe
Ixlii
Seen from United States
XinYunLai
Seen from United States
teenagegirls
Seen from Brazil
ชายเดี่ยวซัพพอร์ต
Seen from Thailand
teenager
Seen from Egypt
เมียร่านควย
Seen from Thailand
ลูกเย็ดแม่
Seen from Thailand
媚黑
Seen from Netherlands
wrecked
Seen from Jordan
LANCHANG
Seen from United States
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.4M followers

Taylor Swift 
@taylorswift13
82.3M followers

Lady Gaga 
@ladygaga
73.8M followers

Virat Kohli 
@imvkohli
71.1M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.9M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers








