Top Tweets for #Brajamohanram

ବାପା ଓଡ଼ିଶାର ରାଜ୍ୟପାଳ ହେବା ଆମ ପାଇଁ ଏବଂ ଝାଡ଼ଖଣ୍ଡବାସୀଙ୍କ ପାଇଁ ଗର୍ବର କଥା: ଶୁଣନ୍ତୁ କ’ଣ କହୁଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମଙ୍କ ପୁଅ, ବୋହୂ
#Odisha #NandighoshaTV #brajamohanram
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଲୋକ ଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି
- ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି ମୋହନ ମାଝୀ
#brajamohanram
#Governor
#CMO
#BREAKING
#odishanewsepaper

ଶପଥ ନେଲେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ
#BrajamohanRam #OdishaGovernor #OathTaking #GovernorOath #Badakhabar #badakhabaratv #Odisha
ଶପଥ ନେଲେ ନୂତନ ରାଜ୍ୟପାଳ ବ୍ରଜମୋହନ ରାମ || Anuj Garg || Brajamohan Ram
#AnujGarg #BrajamohanRam #NewGovernor #OathTaking #PoliticalNews #OdishaNews #BigAlert #StatePolitics #OdishaPolitics #reporterstoday
#ଶପଥ_ନେଲେ_ବିବାଦୀୟ_ରାଜ୍ୟପାଳ
ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବ୍ରଜ ମୋହ��� ରାମ। ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। #thequiver #thequivernews #BrajaMohanRam #odishagovernor #odishanews
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ
#OdishaGovernor #brajamohanram #OdishaNewGovernor #ETVBharatOdisha
https://t.co/e90wwwrHCB
ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ @badakhabarnews https://t.co/n3QvpUw0mO #BrajamohanRam #OdishaGovernor #Odisha #TakeOath #lokabhawan #BadaKhabar #badakhabaratv
ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ, ଲୋକଭବନରେ ସ୍ୱତନ୍ତ୍ର ��ମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି #odishanews #newgoverner #brajamohanram #NewsroomOdisha
https://t.co/fLQWf7rYiV
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ସାଙ୍ଗରେ ଥିଲେ ମାଆ ଓ ପରିବାର
#nandighoshatv #Odisha #newgovernor #brajamohanram
17 OCTOBER 2026 | ଦେଖନ୍ତୁ କହୁଛି ଓଡ଼ିଶା ମୁଖ୍ୟ ସମାଚାର | Kahuchi Odisha News #kahuchiodisha #odisha #OdishaNews #OdishaGovernor #BrajamohanRam #OdishaPolitics #DroupadiMurmu #NarendraModi #AIIMSBhubaneswar #BreastCancerAwareness #BreastSelfExamination #HealthcareIndia
ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ। ବିମାନବନ୍ଦରରେ ତାଙ୍କୁ ସ୍ୱାଗ�� କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି।
#OdishaGovernor #BrajaMohanRam #Bhubaneswar #LokBhavan #GovernorOathCeremony #OdishaGovernment #GuardOfHonour #LokBhavan #OdishaTV #OTV
ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର୍ #odishacmmohancharanmajhi #OdishaNewGovernor #ରାଜ୍ୟପାଳବ୍ରଜମୋହନରାମ #ଭୁବନେଶ୍ବରବିମାନବନ୍ଦର #Governor #brajamohanram #ETVBharatOdisha
ଓଡ଼ିଶା ମାଟିରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ...ଗାର୍ଡ ଅଫ୍ ଅନର ପ୍ରଦାନ
#KanakNews #guardofhonour #NewGovernor #brajamohanram
ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ବିମାନବନ୍ଦରରେ ମୁଖ୍ୟମନ୍ତ୍ର��,ବାଚସ୍ପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ କଲେ ସ୍ୱାଗତ।ଏହା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଆସନ୍ତାକାଲି ପଦ ଓ ଗୋପନୀୟତାର ଶପଥ ନେବେ ବ୍ରଜମୋହନ। #BrajamohanRam @CMO_Odisha @suramapadhybjp #OdishaGovernor #BijuPattnaikAirport #GuardOfHonour
Governor of Odisha: ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଭବ୍ୟ ସ୍ୱାଗତ ସହ ଦିଆଗଲା ଗାର୍ଡ ଅଫ୍ ଅନର
#PrameyaNews7 #OdishaNews #GovernorofOdisha #brajamohanram
https://t.co/aCHm1P1mEn
ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର୍; ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, କାଲି ଶପଥ ଗ୍ରହଣ
#odishacmmohancharanmajhi #OdishaNewGovernor
#ରାଜ୍ୟପାଳବ୍ରଜମୋହନରାମ #ଭୁବନେଶ୍ବରବିମାନବନ୍ଦର #Governor #brajamohanram #ETVBharatOdisha https://t.co/hzpRmkLmcQ
ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ । ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ।
#Kanaknews #Brajamohanram #BhubaneswarAirport #Welcome
#ଭୁବନେଶ୍ୱରରେ_ନୂଆ_ରାଜ୍ୟପାଳ
-ଭୁବନେଶ୍ୱରରେ ପହଁଚିଲେ ନୂଆ ରାଜ୍ୟପ���ଳ ବ୍ରଜମୋହନ ରାମ
-ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି
-ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ
-ପୁରୀରୁ ଫେରି ଭୁବନେଶ୍ୱର ଲୋକଭବନରେ ରହିବେ ରାଜ୍ୟପାଳ
#BrajamohanRam #OdishaGovernor #Badakhabar #Bhubaneswar

ଆଜି ଭୁବନେଶ୍ୱରରେ ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। କାଲି ବ���ଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ରାଞ୍ଚି ଏୟାରପୋର୍ଟରୁ ଭୁବନେଶ୍ୱର ବାହାରିଲେ ବ୍ରଜମୋହନ। ଗତକାଲି ହରିବାବୁ କମ୍ଭମପାଟି ଓଡ଼ିଶାରୁ ନେଇଥିଲେ ବିଦାୟ।
#OdishaGovernor #BrajamohanRam #LokaBhaban

Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers












