Top Tweets for #BurnCase
#ଆଖିବୁଜିଲେ_କନେଷ୍ଟବଳ_ଆଶୁତୋଷ
ବ୍ରହ୍ମପୁର କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ଦେହାନ୍ତି । ବର୍ଣ୍ଣ ୟୁନିଟରେ ଚାଲିଥିଲା ଏମ୍ସରେ ଚିକିତ୍ସା,ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ ଆଶୁତୋଷ ��� ପତ୍ନୀ ଓ ଶାଳକଙ୍କ ବିରୋଧରେ ଦେଇଥିଲେ ବୟାନ
#nandighoshatv #AshutoshMridangia #BerhampurConstable #BurnCase #AIIMSBBSR
#��ିଏ_କହୁଛି_ସତ?
Constable Accuses Wife and Brother-in-Law of Setting Him on Fire in Scary Statement
ପତ୍ନୀ ଓ ଶଳା ମିଶି ମତେ ଜାଳିଦେଲେ, ମେଡିକାଲରୁ କନଷ୍ଟେବଲଙ୍କ ସାଙ୍ଘାତିକ ଅଭିଯୋଗ ପରେ ବଢ଼ିଲା ସସପେନ୍ସ
#Berhampur #ConstableCase #CrimeNews #OdishaNews #BreakingNews #BurnCase #PoliceNews #Investigation #SuspenseStory #LatestNews
ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା, ସଙ୍କଟାପନ୍ନ ଅବସ୍ଥାରେ ମହିଳାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି I କଙ୍କଡାହାଡ଼ ଥାନା ଶାଗବରୀ ଗାଁରେ ଅଘଟଣ
#dhenkanal #burncase #prameyanews7 #kankadahada
#ରାଜଗାଙ୍ଗପୁର_ଟ୍ରାଜେଡି: #୪_ଲକ୍ଷ_ଅନୁକମ୍ପା_ରାଶି
-ରାଜଗାଙ୍ଗପୁର ଦୁଃଖଦ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା
-ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା
#Rajgangpur #BurnCase #Compensation #MohanMajhi #Odisha #OTV

ରାଜଗାଙ୍ଗପୁର ନାବାଳିକା ପୋଡି ଘଟଣା, ପୀଡ଼ିତାଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ | Rourkela Minor Girl Burn Case
#rourkela #rajgangpur #prameyanews7 #mukeshmahaling #burncase
#ବୋହୂକୁ_ଜାଳିଦେଲେ_ଶାଶୂଘର_ଲୋକ
-ନରସିଂହପୁର: ନୂଆକେଶବେରେଣୀ ଗାଁରେ ବୋହୂକୁ ଜାଳି ଦେଇଥିବା ଅଭିଯୋଗ
-ଶାଶୂଘର ଲୋକଙ୍କ ନାଁରେ ବଡ଼ମ୍ବା ଥାନାରେ ଅ��ିଯୋଗ କଲେ ସଂପର୍କୀୟ
-ବୋହୂ ଶରୀରର ୭୦% ପୋଡିଯାଇଛି, ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ
#BurnCase #DowryHarrashment #Narasinghpur #Odisha #OTV

ଦୋକାନରେ ଥିବା ପେଟ୍ରୋଲରେ ପୋଡ଼ିଗଲେ ଯୁବକ, ଦୁର୍ଘଟଣା ନା ଆଉ କିଛି କାରଣ ତଦନ୍ତ କରୁଛି ��ୋଲିସ, ଅନୁଗୋଳ କରଡ଼ାଖମଣ ଗାଁରେ ଅଘଟଣ #angul #prameyanews7 #burncase #petrol
ବାପା ପୁଅଙ୍କ ଝଗଡ଼ା, ଆତ୍ମାହୁତି ଉଦ୍ୟମ କଲା ପୁଅ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି | Brahmapur News
#Brahmapur #prameyanews7 #burncase #fatherson
କଣ୍ଟାବାଣିଆ ଥାନା ମାଣପୁର ଗାଁରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ, ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର, ୭୦% ପୋଡ଼ିଯାଇଥିବା ସୂଚନା #dhenkanal #prameyanews7 #burncase
ଏସିଡ ପୀଡିତାଙ୍କ କଷ୍ଟ ଓ ଧର୍ଯ୍ୟର ପରୀକ୍ଷା | Face To Face With Pramodini Roul | Watch Live at 10.30 PM & 24 Aug at 5:30 PM on News7
#pramodiniroul #facetoface #prameyanews7 #acidattacksurvivor #burncase #struggle #patience #women #lifejourney

ଏସିଡ ପୀଡିତାଙ୍କ କଷ୍ଟ ଓ ଧର୍ଯ୍ୟର ପରୀକ୍ଷା | Face To Face With Pramodini Roul | Watch Live at 10.30 PM & 24 Aug at 5:30 PM on News7
#pramodiniroul #facetoface #prameyanews7 #acidattacksurvivor #burncase #struggle #patience #women #lifejourney
#ଆଖି_ବୁଜିଲେ_ପିପିଲି_ପୀଡ଼ିତା
ଆଖି ବୁଜିଲେ ପୁରୀ ଜିଲ୍ଲା ପିପିଲି ପୀଡ଼ିତା। ଗତ ୧୩ ତାରିଖରେ ସେ ନିଆଁରେ ପୋଡି଼ ହୋଇ ଗୁରୁତର ହୋଇଥିଲେ। ପ୍ରଥମେ ପିପିଲି ଓ ପରେ ଭୁବନେଶ୍ବର ଏମ୍ସ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
#pipili #puri #burncase #NandighoshaTV
🔥 ବାଲିପାଟଣା ➡️ ପାରିବାରିକ କଳହରୁ ନିଆଁ ଜଳି ପୋଡ଼ି ଘଟଣା
➡️ ଗୁରୁତର ଅବସ୍ଥାରେ Capital Hospital ରୁ AIIMS ବର୍ଣ୍ଣ ୱାର୍ଡକୁ ସ୍ଥାନାନ୍ତର
➡️ Jyoti Kumar Mathia ଠାରୁ ବୟାନ ରେକର୍ଡ କରିଛି ପୋଲିସ, ତଦନ୍ତ ଜାରି #Balipatna #BurnCase #FamilyDispute #AIIMS
#ଏବେ_ବି_ସସପେନ୍ସ_ଜାରି
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ । ଏବେ ବି ସସପେନ୍ସ ଜାରି । ହତ୍ୟା ନା ଆତ୍ମହତ୍ୟା ହେଉନି ସ୍ପଷ୍ଟ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ #pattamundei #burncase #investigation #NandighoshaTV
ପୁଣି କେନ୍ଦ୍ରାପଡାରେ ଜଳିଗଲେ ଛାତ୍ରୀ ; ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ, ମୁଁ ନିଜେ ତଦନ୍ତ କରିବି କହିଲେ ଏସପି ! | Kendrapara Burn Case #kendrapara #burncase #prameyanews7 #pattamundai #kathiapada
#ପ୍ରେମିକ_ବ୍ଲାକମେଲ_କରୁଥିବା_ଅଭିଯୋଗ !
କେନ୍ଦ୍ରାପଡାରେ ପୁଣି ଜଳିଗଲେ ଯୁବତୀ, ପଟ୍ଟାମୁଣ୍ଡାଇ ଥାନା ବଡ଼ପଦା ଅଞ୍ଚଳରରେ ଅଘଟଣ | Kendrapara
#kendrapara #pattamundai #prameyanews7 #burncase
ଜଟଣୀରେ ପାରିବାରିକ କଳହରୁ କିରୋସିନ ଢାଳି ନିଆଁ ଲଗାଇଲେ ! ମହିଳାଙ୍କ ଶରୀର ୫୦%ରୁ ଅଧିକ ପୋଡ଼ିଯାଇଥିବା ସୂଚନା, ମହିଳାଙ୍କୁ ଉଦ୍ଧାରକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲେ ଅଗ୍ନିଶମ ବାହିନୀ | Jatani Burn Case #jatani #prameyanews7 #burncase
🚨बागपत ब्रेकिंग
🔹ससुरालियों पर युवक को जलाने का आरोप
🔹70% झुलसे सन्नी की इलाज के दौरान मौत
🔹शव को थाने पर रखकर परिजनों का धरना
🔹आरोपियों की गिरफ्तारी की मांग
🔹पत्नी, सास और एक डॉक्टर पर साजिश का आरोप
@baghpatpolice
#Crime #burncase #upnews #breakingnews #dowrycase #justice #uttarpradesh #primenews
#ନିଜେ_ଜଳିଲା_ମୋ_ନା_ପୋଲିସକୁ_କହିଲା !
#ଜେଲରେ_ଭଗବାନଙ୍କୁ_ଡାକୁଥିଲି !
ସ୍ତ୍ରୀର ମିଛ ବୟାନରୁ ୧୬ ବର୍ଷ ୪ ମାସ ଜେଲ୍ ! ସାକ୍ଷୀ ଅଭାବରୁ ବନ୍ଦ ହୋଇଗଲା ସବୁ ବାଟ, ଏବେ ଜ���ଲରୁ ଫେରି ଗଟଣାର ପର୍ଦ୍ଦାଫାଶ କଲେ ସ୍ୱାମୀ
#burncase #domesticviolence #husbandwife #truth #jail #prisioner #prameyanews7 #subarnapur #justice #falsecase
Last Seen Hashtags on Sotwe
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.4M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.3M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers



