Top Tweets for #Burncase
Raipur: शादीशुदा प्रेमिका को जिंदा जलाने की कोशिश का आरोप, गंभीर हालत में अस्पताल में भर्ती...
#Raipur #ManaThana #RaipurNews #CrimeNews #BurnCase #PoliceInvestigation #Dial112 #Mekahara #ChhattisgarhNews #BreakingNews #GroundReport #IAN24
OMVD କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲାରେ ଭଉଣୀ ଦେଲେ ଚାଚ୍ଚଲ୍ୟକର ବୟାନ। ଶୁଣନ୍ତୁ ସେ କ’ଣ କହିଛନ୍ତି।
#AshutoshMridangia #JusticeForAshutosh #OMVDConstable #OdishaNews #Berhampur #BurnCase #OTV
#ଆଖିବୁଜିଲେ_କନେଷ୍ଟବଳ_ଆଶୁତୋଷ
ବ୍ରହ୍ମପୁର କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ଦେହାନ୍ତି । ବର୍ଣ୍ଣ ୟୁନିଟରେ ଚାଲିଥିଲା ଏମ୍ସରେ ଚିକିତ୍ସା,ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ ଆଶୁତୋଷ । ପତ୍ନୀ ଓ ଶାଳକଙ୍କ ବିରୋଧରେ ଦେଇଥିଲେ ବୟାନ
#nandighoshatv #AshutoshMridangia #BerhampurConstable #BurnCase #AIIMSBBSR
#କିଏ_କହୁଛି_ସତ?
Constable Accuses Wife and Brother-in-Law of Setting Him on Fire in Scary Statement
ପତ୍ନୀ ଓ ଶଳା ମିଶି ମତେ ଜାଳିଦେଲେ, ମେଡିକାଲରୁ କନଷ୍ଟେବଲଙ୍କ ସାଙ୍ଘାତିକ ଅଭିଯୋଗ ପରେ ବଢ଼ିଲା ସସପେନ୍ସ
#Berhampur #ConstableCase #CrimeNews #OdishaNews #BreakingNews #BurnCase #PoliceNews #Investigation #SuspenseStory #LatestNews
ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା, ସଙ୍କଟାପନ୍ନ ଅବସ୍ଥାରେ ମହିଳାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି I କଙ୍କଡାହାଡ଼ ଥାନା ଶାଗବରୀ ଗାଁରେ ଅଘଟଣ
#dhenkanal #burncase #prameyanews7 #kankadahada
#ରାଜଗାଙ୍ଗପୁର_ଟ୍ରାଜେଡି: #୪_ଲକ୍ଷ_ଅନୁକମ୍ପା_ରାଶି
-ରାଜଗାଙ୍ଗପୁର ଦୁଃଖଦ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା
-ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା
#Rajgangpur #BurnCase #Compensation #MohanMajhi #Odisha #OTV

ରାଜଗାଙ୍ଗପୁର ନାବାଳିକା ପୋଡି ଘଟଣା, ପୀଡ଼ିତାଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ | Rourkela Minor Girl Burn Case
#rourkela #rajgangpur #prameyanews7 #mukeshmahaling #burncase
#ବୋହୂକୁ_ଜାଳିଦେଲେ_ଶାଶୂଘର_ଲୋକ
-ନରସିଂହପୁର: ନୂଆକେଶବେରେଣୀ ଗାଁରେ ବୋହୂକୁ ଜାଳି ଦେଇଥିବା ଅଭିଯୋଗ
-ଶାଶୂଘର ଲୋକଙ୍କ ନାଁରେ ବଡ଼ମ୍ବା ଥାନାରେ ଅଭିଯୋଗ କଲେ ସଂପର୍କୀୟ
-ବୋହୂ ଶରୀରର ୭୦% ପୋଡିଯାଇଛି, ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ
#BurnCase #DowryHarrashment #Narasinghpur #Odisha #OTV

ଦୋକାନରେ ଥିବା ପେଟ୍ରୋଲରେ ପୋଡ଼ିଗଲେ ଯୁବକ, ଦୁର୍ଘଟଣା ନା ଆଉ କିଛି କାରଣ ତଦନ୍ତ କରୁଛି ପୋଲିସ, ଅନୁଗୋଳ କରଡ଼ାଖମଣ ଗାଁରେ ଅଘଟଣ #angul #prameyanews7 #burncase #petrol
ବାପା ପୁଅଙ୍କ ଝଗଡ଼ା, ଆତ୍ମାହୁତି ଉଦ୍ୟମ କଲା ପୁଅ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି | Brahmapur News
#Brahmapur #prameyanews7 #burncase #fatherson
କଣ୍ଟାବାଣିଆ ଥାନା ମାଣପୁର ଗାଁରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ, ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର, ୭୦% ପୋଡ଼ିଯାଇଥିବା ସୂଚନା #dhenkanal #prameyanews7 #burncase
ଏସିଡ ପୀଡିତାଙ୍କ କଷ୍ଟ ଓ ଧର୍ଯ୍ୟର ପରୀକ୍ଷା | Face To Face With Pramodini Roul | Watch Live at 10.30 PM & 24 Aug at 5:30 PM on News7
#pramodiniroul #facetoface #prameyanews7 #acidattacksurvivor #burncase #struggle #patience #women #lifejourney

ଏସିଡ ପୀଡିତାଙ୍କ କଷ୍ଟ ଓ ଧର୍ଯ୍ୟର ପରୀକ୍ଷା | Face To Face With Pramodini Roul | Watch Live at 10.30 PM & 24 Aug at 5:30 PM on News7
#pramodiniroul #facetoface #prameyanews7 #acidattacksurvivor #burncase #struggle #patience #women #lifejourney
#ଆଖି_ବୁଜିଲେ_ପିପିଲି_ପୀଡ଼ିତା
ଆଖି ବୁଜିଲେ ପୁରୀ ଜିଲ୍ଲା ପିପିଲି ପୀଡ଼ିତା। ଗତ ୧୩ ତାରିଖରେ ସେ ନିଆଁରେ ପୋଡି଼ ହୋଇ ଗୁରୁତର ହୋଇଥିଲେ। ପ୍ରଥମେ ପିପିଲି ଓ ପରେ ଭୁବନେଶ୍ବର ଏମ୍ସ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
#pipili #puri #burncase #NandighoshaTV
🔥 ବାଲିପାଟଣା ➡️ ପାରିବାରିକ କଳହରୁ ନିଆଁ ଜଳି ପୋଡ଼ି ଘଟଣା
➡️ ଗୁରୁତର ଅବସ୍ଥାରେ Capital Hospital ରୁ AIIMS ବର୍ଣ୍ଣ ୱାର୍ଡକୁ ସ୍ଥାନାନ୍ତର
➡️ Jyoti Kumar Mathia ଠାରୁ ବୟାନ ରେକର୍ଡ କରିଛି ପୋଲିସ, ତଦନ୍ତ ଜାରି #Balipatna #BurnCase #FamilyDispute #AIIMS
#ଏବେ_ବି_ସସପେନ୍ସ_ଜାରି
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ । ଏବେ ବି ସସପେନ୍ସ ଜାରି । ହତ୍ୟା ନା ଆତ୍ମହତ୍ୟା ହେଉନି ସ୍ପଷ୍ଟ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ #pattamundei #burncase #investigation #NandighoshaTV
ପୁଣି କେନ୍ଦ୍ରାପଡାରେ ଜଳିଗଲେ ଛାତ୍ରୀ ; ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ, ମୁଁ ନିଜେ ତଦନ୍ତ କରିବି କହିଲେ ଏସପି ! | Kendrapara Burn Case #kendrapara #burncase #prameyanews7 #pattamundai #kathiapada
#ପ୍ରେମିକ_ବ୍ଲାକମେଲ_କରୁଥିବା_ଅଭିଯୋଗ !
କେନ୍ଦ୍ରାପଡାରେ ପୁଣି ଜଳିଗଲେ ଯୁବତୀ, ପଟ୍ଟାମୁଣ୍ଡାଇ ଥାନା ବଡ଼ପଦା ଅଞ୍ଚଳରରେ ଅଘଟଣ | Kendrapara
#kendrapara #pattamundai #prameyanews7 #burncase
ଜଟଣୀରେ ପାରିବାରିକ କଳହରୁ କିରୋସିନ ଢାଳି ନିଆଁ ଲଗାଇଲେ ! ମହିଳାଙ୍କ ଶରୀର ୫୦%ରୁ ଅଧିକ ପୋଡ଼ିଯାଇଥିବା ସୂଚନା, ମହିଳାଙ୍କୁ ଉଦ୍ଧାରକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲେ ଅଗ୍ନିଶମ ବାହିନୀ | Jatani Burn Case #jatani #prameyanews7 #burncase
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



