Top Tweets for #CMOFileMissing
CMOରୁ ଫାଇଲ୍ ଗାୟବ ଓ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ VHPର ବଡ଼ ଦାବି ‘ : ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ବାଗତ କରୁଛୁ’ : କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇ ସରକାର ବସି ପଡ଼ିଲେ ଚଳିବନି’ ‘ #VHP #CrimeBranch #CMOFileMissing #Kandhamal #SwamiLaxmanananda #KANAKNEWS
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ରୁ ଫାଇଲ ଗାଏବ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ପ୍ରମାଣ। ରିସିଭ୍ ରେଜିଷ୍ଟରରେ ତତ୍କାଳୀନ କିରାଣି ବିଜୟାନନ୍ଦ ମହାରାଣାଙ୍କ ଦସ୍ତଖତ ମିଳିବା ପରେ ଖୋଳତାଡ଼ ଜୋରଦାର ହୋଇଛି।#OdishaNews #CMOFileMissing #CrimeBranchOdisha
-CMOରୁ ନାଇଡୁ କମିଶନ ଫାଇଲ୍ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ଼
-ତତ୍କାଳୀନ CMO କିରାଣି ବି.ଏନ୍ ମହାରଣାଙ୍କ ଘରେ ସ୍ପେଶାଲ୍ ଟିମ୍ର ତଦନ୍ତ
-ପ୍ରାୟ ୫ ଘଣ୍ଟା ଧରି ବି.ଏନ୍ ମହାରଣାଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ
-ଡିଏସପି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ତଦନ୍ତ ଜାରି
#CMOFileMissing #NaiduCommission #CrimeBranch #OdishaNews #BNMaharana #AshutoshMishra #Odisha #Investigation #Dharitri
📲 Follow Dharitri – Odisha’s No.1 Odia Daily 📰✨

#CMOରୁ_ଫାଇଲ_ଗାୟବ; #କିରାଣୀଙ୍କୁ_ଜେରା
-CMOରୁ ନାଇଡୁ କମିଶନ ଫାଇଲ୍ ଗାୟବ ମାମଲାରେ ଖୋଳତାଡ଼
-ତତ୍କାଳୀନ CMOଙ୍କ କିରାଣିଙ୍କ ଘରେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍
-ତତ୍କାଳୀନ କିରାଣି ବି.ଏନ୍ ମହାରଣାଙ୍କୁ ପ୍ରାୟ ୫ ଘଣ୍ଟା ଜେରା
-କ୍ରାଇମବ୍ରାଞ୍ଚ ଡିଏସପି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ଖୋଳତାଡ଼
#CMOFileMissing #NaiduCommission #OdishaNews #CrimeBranchRaid #BNMaharana #AshutoshMishra #FileMissingCase #OTV

#CMOରୁ_ଫାଇଲ୍_ଗାୟବ: କ୍ରାଇମବ୍ରାଞ୍ଚ୍ର
-CMOରୁ ଫାଇଲ୍ ଗାୟବ ଅଭିଯୋଗ ମାମଲା
-ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ
-ପର୍ଯ୍ୟାୟକ୍ରମେ ବିଭିନ୍ନ ଲୋକଙ୍କୁ ହେବ ପଚରାଉଚରା
-ଆବଶ୍ୟକ ହେଲେ ବରିଷ୍ଠ ଅଧିକାରୀଙ୍କୁ ପଠାଯିବ ସମନ୍
#CMOFileMissing #CrimeBranchProbe #OdishaNews #OTV

CMO File Missing Case: CMOରୁ ଫାଇଲ ଗାୟବ ଘଟଣାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ୍; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ୟାପିଟାଲ ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ୍ https://t.co/j9CPab78Cm
#OdishaNews #CrimeBranch #CMOFileMissing #LaxmananandaCase #OdishaPolitics #FileMystery #Investigation #GovernmentFiles #BreakingNews #OdishaUpdates
#କ୍ୟାପିଟାଲ_ଥାନାରେ_କ୍ରାଇମବ୍ରାଞ୍ଚ
CMOରୁ ନାଇଡୁ କମିଶନ ରିପୋର୍ଟ ଫାଇଲ୍ ହଜିବା ମାମଲା
କ୍ୟାପିଟାଲ ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ଫାଇଲ ହଜିବା ଘଟଣାରେ ମାମଲା ମଧ୍ୟ ରୁଜୁ କରିଛି କ୍ରାଇମବ୍ରାଞ୍ଚ
#CMOFileMissing #NaiduCommission #CrimeBranch #CapitalPolice #Odisha #ArgusNews

CMOରୁ ଫାଇଲ୍ ଗାଏବ ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ପ୍ରଶାସକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ନୋଟିସ୍ ହୋଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍ । ଭୁବନେଶ୍ବର ACP ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି ।
#MissingFiles #VKPandian #OdishaPolice #VKPandian #CMOFileMissing #SwamiLakshmanandaSaraswati #KandhamalViolence #ArgusNews
#CMOରୁ_ଫାଇଲ୍_ଗାଏବ:#ମନୋଜ_ମିଶ୍ର_ହାଜର
-CMOରୁ ଫାଇଲ୍ ଗାଏବ ମାମଲା : କ୍ୟାପିଟାଲ ଥାନାରେ ମନୋଜ ମିଶ୍ର ହାଜର
-ଫାଇଲ୍ ଗାଏବକୁ ନେଇ ରାଜେଶ ବର୍ମା ଓ ମନୋଜ ମିଶ୍ରଙ୍କୁ ନୋଟିସ୍
#CMOFileMissing #ManojMishra #CapitalPoliceStation #OdishaNews #OTV

GHAMASAN | କୁଆଡ଼େ ଗଲା ଲକ୍ଷ୍ମଣାନନ୍ଦ ଫାଇଲ୍ ? | Swami Laxmanananda Murder Case ; File Missing Politics #ghamasan #swamilaxmandasjimaharaj #prameyanews7 #berhampur #cmofilemissing #bjpgovernment #bjd #congress
Last Seen Hashtags on Sotwe
欠操
Seen from United States
nolimits(**)***** filter:videos
Seen from Turkey
monkeyapp
Seen from United States
คลิปหลุดล่าสุด
Seen from Thailand
AllMySonsMovingAndStorage
Seen from Ireland
塩釜おでん
Seen from United States
littlesister
Seen from Colombia
VideoCall
Seen from Turkey
แม่ม่าย
Seen from Thailand
榊涼子
Seen from Brazil
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.7M followers

Bill Gates 
@billgates
64.9M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers





