Top Tweets for #CModisha
Exchanged greetings with the Hon’ble Chief Minister of Odisha, Shri Mohan Charan Majhi Ji.
#CMOdisha #Odisha #ChiefMinister #Government #MohanMajhi #AnilJain #Yoga #Health #HealthAdvisor #healthylifestyle #DrAnilJain #Parliament

ଘର ବାରଣ୍ଡାରେ ପାଠପଢା। ପ୍ରଶାସନ ତୁରନ୍ତ ଜମି ପଟ୍ଟା ସମସ୍ୟାର ସମାଧାନକରି ନୂତନ ସ୍କୁଲ କୋଠା ନିର୍ମାଣ କରି କୋମଳମତି ଶିଶୁଙ୍କୁ ପାଠପଢ଼ା ପରିବେଶ ଯୋଗାଇ ଦେଉ।
@CMO_Odisha @NityanandaBJP @bdodaspalla @AdmnNayagada @SMEOdisha @EduMinOfIndia @SecyChief @JanaSunani
@IPR_Odisha #NayagarhNews #cmodisha

ଶିକ୍ଷକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। ଅନଲାଇନ ଡ୍ରାଇଭର ସିନା ଭୁଲ କରିଦେଲେ, ଆଶାୟୀ ଶିକ୍ଷକ କେଉଁ ଭୁଲ କରିଛନ୍ତି ?
#teachersprotest #oav #tgt #pgt #pmg #teachersaspirants #odishateachers
#bhubaneswar #teacherjobs
#odishagoverment #viral #trending #mohanmajhi #cmodisha #trendingnow #nonfollowers
The new #MMDR amendment act is a blow to #federalism and will affect the state and local body financial status.
“We the people of Odisha”request @MohanMOdisha honourable #CMOdisha and @Naveen_Odisha honourable #LOPOdisha to take the matter into consideration.
#stopDelhicontrol

'ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ' (IMPaCT) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଁ ମନୋନୀତ ବିଶିଷ୍ଟ କବି ତଥା ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁସ୍ଥ ଓ ଦୀର୍ଘ ସାରସ୍ୱତ ଜୀବନ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#MohanCharanMajhi #CMOdisha #SaralaPuraskar #BishwasDePruthwi #IndianMetalsPublicCharitableTrust #IMPaCT #IndianMetalsAndFerroAlloysLtd #IMFA #AshutoshParida #OdissiMaestro #DurgaCharanRanbir #Sculptor #DamodarBehera #IlaBansidharPandaKalaSamman #OdiaLiterature #OdiaPoet #Bhubaneswar #Odisha #OTV

ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା | ଜାଣନ୍ତୁ କାହାକୁ କେତେ ମିଳିବ
#OdishaFloods #OdishaFarmers #CMOdisha #FloodReliefPackage
ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ମୋଦୀଜୀଙ୍କ ନେତୃତ୍ଵରେ ଦେଶ ଆଜି ସୁରକ୍ଷିତ
#Sambad #CMOdisha #MohanCharanMajhi #IndependenceDay
https://t.co/ON4p8jX6ZS
#ଆଜି_କ୍ୟାବିନେଟ_ବୈଠକ
-ଲୋକସେବା ଭବନରେ ଆଜି ବସିବ କ୍ୟାବିନେଟ ବୈଠକ
-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ବୈଠକ
-ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇ ବାଜିପାରେ ମୋହର
#CabinetMeeting #OdishaCabinet #CMOdisha #LokasevaBhavan #OTV

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#Sambad #CMOdisha #MohanCharanMajhi
https://t.co/EmH6fSZAa0
#ଓଡ଼ିଶାକୁ_ଫେରୁଛନ୍ତି_ଓଡ଼ିଆ!
ଆରମ୍ଭ ହେଲା ‘ରିଭର୍ସ ମାଇଗ୍ରେସନ୍ ।’ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି—ବିଜେପି ସରକାର ଆସିବା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ରିଭର୍ସ ମାଇଗ୍ରେସନ୍ ।
#ReverseMigration #Odisha #OdishaYouth #Employment #JobsInOdisha #OdishaNews #CMOdisha #KanakNews
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ‘ହର୍ ଘର୍ ତ୍ରିରଙ୍ଗା ’ ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ
#Sambad #HarGharTriranga #CMOdisha #MohanCharanMajhi
https://t.co/ACtUCWJlOL
ଭୁବନେଶ୍ୱରରେ ଆୟୋଜିତ ‘ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#MohanCharanMajhi #CMOdisha #YUVA #ZeroTolerance #NSS #OTV

ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି: ମୁଖ୍ୟମନ୍ତ୍ରୀ
#Sambad #FloodInOdisha #CMOdisha #MohanCharanMajhi #SureshPujari #FloodSurvey #OdishaGovt
https://t.co/stMnSQx8Ep
#ଆକାଶମାର୍ଗରୁ_ବନ୍ୟାଞ୍ଚଳ_ପରିଦର୍ଶନ
ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଦେଖିବେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ସ୍ଥିତି
#Odisha #kanknews #CMOdisha #mkt
#କେନ୍ଦ୍ର_ରେଳମନ୍ତ୍ରୀଙ୍କୁ_ଭେଟିଲେ_ମୁଖ୍ୟମନ୍ତ୍ରୀ
-ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ରାଜ୍ୟରେ ରେଲୱେ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କଲେ
#Odisha #RailwayDevelopment #AshwiniVaishnaw #CMOdisha #MohanMajhi #odishanewsepaper

Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.8M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.7M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers














