Top Tweets for #CartoonScape
#ମହାମେଣ୍ଟ_ଚିତ୍ପଟାଙ୍ଗ୍
ବିହାରରେ ଚକ୍ମା ଦେଲେ ମୋଦୀ, ନୀତୀଶ
#CartoonScape #BiharElectionResults #NDA #Sambad

ଆଗରୁ ମାଆ ମାରିଲେ କୋଳେଇ ନେଉଥିଲା ଆଈ…
ଏବେ କମ୍ପାନୀରୁ ଧକ୍କା ମାରି ଚାକିରି ଛଡ଼େଇ ନେଉଛି ଏଆଇ…
କି ଯୁଗ ହେଲାରେ…!!!!
ଯାହାକୁ ତିଆରି କଲା ମଣିଷ
ତାରି ଭେଳା ବୁଡ଼ିଲାରେ...!!!
#CartoonScape #Artificialintelligence #Ai #Odisha #Sambad

ଆଜି ପରା ଧନତେରସ୍! ଆଜିର ଦିନରେ ସୁନା କିଣୁଥିଲେ ଆମରି ପୂରୁବ ପୁରୁଷ। ମୁଁ କିନ୍ତୁ ଆଜି ଝାଡୁଟିଏ କିଣିଆଣିବି; ଏ ମହଙ୍ଗା ଯୁଗରେ ମୁଁ କିବା ସୁନା କିଣିପାରିବି! ମାଆ ଲକ୍ଷ୍ମୀ ତମେ ରାଗିବନି।
#Dhanteras2025 #Diwali2025 #CartoonScape #Odisha #Sambad

#ଦର_ବଢୁଛି_ଦରମା_ବଢୁନି
ଏଥର ଧନତେରସରେ ସୁନା-ରୁପା ସପନ; ଘରକୁ କିଣି ଆସିବା ଝାଡୁ ଆଉ ବାସନ
#CartoonScape #Dhanteras2025 #Diwali2025 #Odisha #Sambad

#ବିଜେପିକୁ_ଡେଇଁଲେ_ଜୟ_ଢୋଲକିଆ
ନିର୍ବାଚନ ପୂର୍ବରୁ ଖସିଗଲେ ନେତା; କାନ୍ଦୁଛି ବିଜେଡ଼ି, ହସୁଛି ଭାଜପା
#CartoonScape #JayDholakia #BJP #BJD #Congress #Odisha #Sambad



ଗାଡ଼ି ସିନା ଅଛି; ହେଲେ ହସ୍ପିଟାଲ୍ରେ ପହଞ୍ଚିଲେ ତ ...!
#CartoonScape #Ambulance #TrafficJam #Odisha #Sambad

#ସୁରକ୍ଷା_ବାହିନୀ_ଚାପରେ_ଅସ୍ତ୍ରବିରତି_ଆବେଦନ
ମାଓମୁକ୍ତ ହେବ ଭାରତ, ଯବାନ କରିଛନ୍ତି ଶପଥ… ଭୁଶୁଡୁଛି ଲାଲଗଡ଼, ନକ୍ସଲଙ୍କ ଛାତି ଧଡ଼ଧଡ଼
#CartoonScape #Maoist #Ceasefire #Sambad

#ଫୁଲମାଳରୁ_ହାତକଡ଼ି_ପର୍ଯ୍ୟନ୍ତ
ସେତେବେଳେ କହୁଥିଲେ ଲୋକଙ୍କ ସେବା କରିବି...ଆଉ ଏବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ।
#CartoonScape #OdishaVigilance #AswiniKumarPanda #Sambad

ଏଠି ଧନୀ ଓ ମୃତକ ସାଥୀ ହୋଇ ଭାଇ
ବୁହନ୍ତି ରାସନ ଚାଉଳ;
ପ୍ରକୃତ ଗରିବ କିଣି କିଣି ମରେ
କେମିତିକା କୁହ ଏ ଖେଳ?
#CartoonScape #RationCard #Odisha #Sambad

#ଟ୍ରମ୍ପ୍ଙ୍କ_ଦୋମୁହାଁ_ନୀତି
ତମର ଘଡ଼ିକରେ ଘୋଡ଼ା ଛୁଟୁଛି; ତମ କଥା ମୋ ମୁଣ୍ଡରେ ପଶିଲେ ଘାଇଁ ଘାଇଁ ସବୁ ଦିଶୁଛି...
#CartoonScape #DonaldTrump #NarendraModi #India #Sambad

ନେପାଳ ରାଜନେତାଙ୍କ ଉପରେ ପଡିଛି ଶନିଦଶା… ଜଳୁଛି କାଠମାଣ୍ଡୁ, ବଢୁଛି ହିଂସା
#CartoonScape #NepalGenZProtest #NepalViolence

ନେପାଳ ରାଜନେତାଙ୍କ ଉପରେ ପଡିଛି ଶନିଦଶା… ଜଳୁଛି କାଠମାଣ୍ଡୁ, ବଢୁଛି ହିଂସା
#CartoonScape #NepalGenZProtest #NepalViolence #GenZProtest #Sambad

ସହଜ ନୁହେଁ ସୀମାରେ ଜୀବନ: ଏଠି ବିକାଶର ବାଟ ଅଙ୍କାବଙ୍କା, ପ୍ରତିଶ୍ରୁତି ଏଠି ମରୀଚିକା…
#CartoonScape #Odisha #Sambad

ସହଜ ନୁହେଁ ସୀମାରେ ଜୀବନ: ଏଠି ବିକାଶର ବାଟ ଅଙ୍କାବଙ୍କା, ପ୍ରତିଶ୍ରୁତି ଏଠି ମରୀଚିକା…
#CartoonScape #Odisha #Sambad
https://t.co/Q2wrcoh4Bq
ଗଛ କାଟି କରିଥିଲୁ ପ୍ରାସାଦ; ବନ୍ୟା ଆସି ଦେଇଗଲା ବିଶାଦ...
#CartoonScape #Odisha #Sambad
https://t.co/hItsFuha3I
ଥରିଲାଣି ଧରାପୃଷ୍ଟ, ଭାସିଲାଣି ଭୂଇଁ;
ଯୁଦ୍ଧ ପରେ ଯୁଦ୍ଧ ଚାଲେ ଶାନ୍ତି ଟିକେ ନାହିଁ।
ମାଆ ମାଆ ବୋଲି ମୋତେ କହିଲେ ବି ଯେତେ
ମାଆର ସୁରକ୍ଷା ପାଇଁ କିଏ ଅବା ଚିନ୍ତେ?
#CartoonScape #Odisha #Sambad

ଦିନେ ପାଣି ପାଇଁ ଶୋଷରେ ଥିଲା ଓଡିଶା..
ଆଜି ଏତେ ପାଣି ଯେ ଉବୁଟୁବୁ ଓଡିଶା
ଲଗାଣ ବର୍ଷାରେ ବେହାଲ ଓଡିଶା
#CartoonScape #Rain #Odisha #Sambad

ପରୀକ୍ଷା ଦେବାକୁ ପଡ଼ିବ; ଫେଲ୍ ହୋଇଲେ ଚାକିରି ହରେଇ ଇଜ୍ଜତ ଟିକକ ସରିବ...!
#TeacherEligibilityTest #CartoonScape #Odisha #Sambad
https://t.co/AefveuqFrv
Last Seen Hashtags on Sotwe
nolimit() #straightbait
Seen from Spain
รับงานบางวัว
Seen from Thailand
ayamkampus
Seen from Germany
houstongoddess
Seen from United States
ibustw
Seen from Indonesia
林悠悠
Seen from Thailand
liveslip
Seen from Germany
TWINK
Seen from Pakistan
teenager
Seen from United States
raceplay
Seen from Germany
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.4M followers

Taylor Swift 
@taylorswift13
82.3M followers

Lady Gaga 
@ladygaga
73.8M followers

Virat Kohli 
@imvkohli
71.1M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
64M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers

