Top Tweets for #Cencus
વસ્તી ગણતરીમાં ક્યા સવાલો પૂછાશે? scam થી બચવા આ જાણી લો। Daily Dose
#cencus #foreign #વસ્તીગણતરી #Census2026 #ScamAlert #સાવધાન #CyberSafety #FakeCalls #PersonalDataSafety #IndiaCensus #FraudAwareness
"କୋଟିଆରେ ଜନଗଣନା ସରିଛି'
କୋଟିଆରେ ଜନଗଣନା ସରିଛି, ଏହା ଏକକ ପ୍ରକ୍ରିୟା, ତେଣୁ ଆନ୍ଧ୍ର ଅଧିକାରୀ ଜନଗଣନା କଲେ ବି କିଛି ଲାଭ ନାହିଁ : ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ
#KanakNews #SureshPujari #Cencus
#ଜନଗଣନା_କର୍ମଚାରୀଙ୍କୁ_ଗଜପତିରେ_ବିରୋଧ
ପାରଳାଖେମୁଣ୍ଡି ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦ, ଓଡ଼ିଶାର ଜନଗଣନା ଅଧିକାରୀଙ୍କୁ ଆନ୍ଧ୍ର ସପକ୍ଷବାଦୀଙ୍କ ବିରୋଧ
#KanakNews #Gajapati #cencus
दिल्ली पुलिस ने एक वीडियो संदेश जारी करते हुए लिखा: जनगणना के नाम पर ठगों से सावधान!
@DelhiPolice I #Cencus I #Delhi I #Fraud I #PublicSafety I #DelhiPolice I #CencusScam
Census Rajasthan: तैयार हो जाइए! 1 मई से शुरू हो रही राजस्थान में जनगणना
इस बार घर बैठे भर सकते हैं जनगणना फॉर्म, कैसे कर पाएंगे खुद अपनी गिनती?
इस Video में विस्तार से जानिए क्या है प्रोसेस और कहां मिलेगा फॉर्म?
@RajCMO @DIPRRajasthan @INCRajasthan @BJP4Rajasthan #cencus
जनगणनेत एखाद्या व्यक्तीने चुकीची माहिती दिली तर त्याचे काय परिणाम होऊ शकतात? #Cencus https://t.co/MOmIXtGFsL
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ। ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି।
#NandighoshaTV #cencus #security
MP में जनगणना का काउंटडाउन शुरू, गलत जानकारी देने पर होगी जेल, इन 33 सवालों के देने होंगे जबाव
#MPNews #Population #Cencus #ZeeMPCG
https://t.co/AR0Jlfu3B4
#ପ୍ରଥମ_ଦିନରେ_୧୭_ହଜାର_ସ୍ୱଗଣନା
-ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନିଜର ଜନ ଗଣନା
-ଏନେଇ ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ସୂଚନା
-ସ୍ୱଗଣନା ପ୍ରକ୍ରିୟାରେ ଅଧିକ ସାମିଲ ହେବାକୁ ଲୋକଙ୍କୁ ଅପିଲ୍
-ଜନ ଗଣନା ନିର୍ଦ୍ଦେଶକଙ୍କ ସହ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅପିଲ୍
#Cencus #NikhilPawanKalyan #odisha #OTV

#ଆଜିଠୁ_ଡିଜିଟାଲ_ଜନଗଣନା
-ରାଜ୍ୟରେ ଆଜିଠୁ ଆରମ୍ଭ ଡିଜିଟାଲ ଜନଗଣନା
-ପ୍ରଥମେ ରାଜ୍ୟପାଳଙ୍କଠାରୁ ଆରମ୍ଭ ହୋଇଛି ସ୍ବଗଣନା
-ପରେ ବିଏମ୍ସି ମେୟର ତାପରେ ସହରର ଅନ୍ୟତ୍ର ସ୍ଥାନରେ ଗଣନା ହେବ
-ଜନଗଣନା ପାଇଁ ତିଆରି ହୋଇଛି ୩୪ଟି ପ୍ରଶ୍ନ
-ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି
#Cencus #Governor #Odisha #BadaKhabar

#ଆଜିଠୁ_ଡିଜିଟାଲ_ଜନଗଣନା
-ରାଜ୍ୟରେ ଆଜିଠୁ ଆରମ୍ଭ ଡିଜିଟାଲ ଜନଗଣନା
-ପ୍ରଥମେ ରାଜ୍ୟପାଳଙ୍କଠାରୁ ଆରମ୍ଭ ହୋଇଛି ସ୍ବଗଣନା
-ପରେ ବିଏମ୍ସି ମେୟର ତାପରେ ସହରର ଅନ୍ୟତ୍ର ସ୍ଥାନରେ ଗଣନା ହେବ
-ଜନଗଣନା ପାଇଁ ତିଆରି ହୋଇଛି ୩୪ଟି ପ୍ରଶ୍ନ
-ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି
#Cencus #Governor #Odisha #OTV

This is a decent complex we have in St James 🏗️🚧🦺
What are other decent complex in the whole Upland?
#showdown #cencus #Competition #upland

#ଓଡ଼ିଶାରେ_ଏପ୍ରିଲ୍_୧୬ରୁ_ଜନଗଣନା
-ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା
-ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
-ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଘର ଗଣନା
-ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
#Odisha #Cencus #OTV


#ବଢ଼ିବ_ତହସିଲ_ସଂଖ୍ୟା
ଜନଗଣନା ପରେ ରାଜ୍ୟରେ ବଢ଼ିବ ତହସିଲ ସଂଖ୍ୟା
ବଡ଼ ତହସିଲକୁ ବିଭାଜନ କରି ଛୋଟ ତହସିଲ କରାଯିବ
ପ୍ରଥମେ ୨ଟି ପଞ୍ଚାୟତ ପାଇଁ ଗୋଟିଏ RI ସର୍କଲ ରହିବ
ପରେ ପ୍ରତି ପଞ୍ଚାୟତରେ କରାଯିବ RI ସର୍କଲ: ରାଜସ୍ବ ମନ୍ତ୍ରୀ
ଏବେ ରାଜ୍ୟରେ ତହସିଲ ସଂଖ୍ୟା ୩୨୦କୁ ବଢ଼ାଯାଉଛି
#Cencus #odisha #SureshPujari


#ପ୍ରମୁଖ_ଜନଗଣନା_ଅଧିକାରୀ_ନିଯୁକ୍ତ
-ପ୍ରମୁଖ ଜନଗଣନା ଅଧିକାରୀ ନିଯୁକ୍ତ କଲେ ରାଜ୍ୟ ସରକାର
-୨୦୨୭ ଜନଗଣନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ
-ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିଯୁକ୍ତି
-ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି
#Cencus #StateGovt #Odisha #OTV

କାଲିଠୁ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଗଣତି ଆରମ୍ଭ । ଶଣନ୍ତୁ ମେୟର ସୁଲୋଚନା ଦାସଙ୍କ ଠାରୁ ବୁଲା କୁକୁରଙ୍କ ପାଇଁ କ’ଣ କ’ଣ ବ୍ୟବସ୍ଥା କରାଯିବ...#Odisha #Bhubaneswar #StreetDog #cencus #sulachanadas #NandighoshaTV
Last Seen Hashtags on Sotwe
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.2M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.5M followers

Taylor Swift 
@taylorswift13
81.3M followers

Lady Gaga 
@ladygaga
72.8M followers

Kim Kardashian 
@kimkardashian
69.7M followers

Virat Kohli 
@imvkohli
69.6M followers

YouTube 
@youtube
68.7M followers

Bill Gates 
@billgates
63.8M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.3M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.5M followers















