Top Tweets for #CheatFund
"#ତୁଟିଗଲାଣି_ବ୍ୟବସ୍ଥା_ଉପରେ_ଭରସା'
ଗୋଟିଏ ସରକାର ଗଲା, ପୁଣି ଗୋଟିଏ ସରକାର ଅସିଲା, ହେଲେ ଟଙ୍କା ତ ମିଳିଲାନି, କେବଳ ପ୍ରତିଶ୍ରୁତି ମିଳୁଛି : ଜମାକାରୀ
#KanakNews #CheatFund #Odisha
#ଶୀତଳ_ଭଣ୍ଡାରରେ_ଚିଟଫଣ୍ଡ_ତଦନ୍ତ_ମାମଲା
ବନ୍ଦ ହୋଇଗଲା ତଦନ୍ତ, ଜମାକାରୀଙ୍କୁ ମିଳିଲାନି ନ୍ୟାୟ, ବିଧାନସଭାରେ ଆଜି ପର୍ଯ୍ୟନ୍ତ ହୋଇପାରିଲାନି ତଦନ୍ତ ରିପୋର୍ଟର ଉପସ୍ଥାପନ
#KanakNews #CheatFund #Odisha
#କାହାକୁ_ମିଳିବ_ଚିଟଫଣ୍ଡ_ଟଙ୍କା ?
କାହାକୁ ଚିଟଫଣ୍ଡ ଟଙ୍କା ଫେରାଇବେ ସରକାର, ଚିହ୍ନଟ ପ୍ରକ୍ରିୟାରେ ହୋଇଛି କି ବଡ଼ ତ୍ରୁଟି, ଦେଖନ୍ତୁ କିଭଳି ଜମାକାରୀ ଚିହ୍ନଟ କରିଛନ୍ତି ସରକାର
#KanakNews #Cheatfund #Odisha
#୫ଲକ୍ଷ_ଜମାକାରୀ_ପାଇବେ_ଚିଟଫଣ୍ଡ_ଟଙ୍କା
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ସୂଚନା, ଜାନୁଆରୀ ୩୧ ତାରିଖ ସୁଦ୍ଧା ୫ ଲକ୍ଷ କ୍ଷୁଦ୍ର ଜମାକାରୀ ଫେରିପାଇବେ ଜମା ଟଙ୍କା
#KanakNews #CheatFund #Odisha
#ପୁଣି_ଚିଟଫଣ୍ଡ_ମାମଲାରେ_ଚଢ଼ାଉ
ଚିଟଫଣ୍ଡ ମାମଲାରେ ପୁଣି ଆକ୍ସନମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆଦର୍ଶ ଗ୍ରୁପ୍ ଚିଟଫଣ୍ଡ କମ୍ପାନି ନିର୍ଦ୍ଦେଶକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ
#KanakNews #Cheatfund #ED
#ପଶୁଙ୍କ_ନାଁରେ_୧୦୦_କୋଟି_ଚଳୁ
କେନ୍ଦ୍ରାପଡ଼ାରେ ପୁଣି ଚିଟଫଣ୍ଡ କେଳେଙ୍କାରୀ, ଗୁହପାଳିତ ପଶୁଙ୍କ ନାଁରେ ଲୁଟିନେଲେ ୧୦୦ କୋଟି, ଟଙ୍କା ଫେରି ନପାଇ ନିରାଶ ଜମାକାରୀ
#KanakNews #Kendrapada #cheatfund
"#୪ମାସରେ_ମିଳିବ_ଚିଟଫଣ୍ଡ_ଟଙ୍କା'
ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବଢିଲା ଆଶା, ୪ ମାସରେ ୫ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା
#KanakNews #CMMohanMajhi #Cheatfund
"#ମିଥ୍ୟାର_ଆଶ୍ରୟ_ନେଉଛି_ବିଜେପି'
୨୪ଘଣ୍ଟାରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ, ସରକାରଙ୍କୁ ୧୧ ମାସ ପୂରିଲାଣି , ଏବେ ପୁଣି ୪ ବର୍ଷ ସମୟ ମାଗୁଛନ୍ତି : ଜୟନ୍ତ ଦାସ, ଜମାକାରୀ ମଞ୍ଚ ସଭାପତି
#KanakNews #cheatfund
"#ତହସିଲ_ମାଧ୍ୟମରେ_ଜମାକାରୀ_ଚିହ୍ନଟ_କରାଯାଉ'
ଯଦି ସରକାର ଜମାକାରୀଙ୍କ କାଗଜପତ୍ର ପାଉନାହାନ୍ତି ତେବେ ତହସିଲ ମାଧ୍ୟମରେ ଆଉଥରେ ଜମାକାରୀ ଚିହ୍ନଟ କରନ୍ତୁ : ଜମାକାରୀ
#KanakNews #Cheatfund
#କୁଆଡେ_ଗଲା_ଚିଟଫଣ୍ଡ_ଫାଇଲ ?
ରାଜ୍ୟ ରାଜନୀତିକୁ ଫେରିଲା ଚିଟଫଣ୍ଡ ତାତି । ମନମୋହନ ସାମଲ କହିଲେ ମିଳୁନି ଜମାକାରୀଙ୍କ କାଗଜପତ୍ର, ବିରୋଧୀ କହିଲେ, ଟଙ୍କା ଫେରାଇବା ସରକାରଙ୍କ ଦାୟିତ୍ୱ
#KanakNews #cheatfund #Odisha
"#କେତେ_ଦିନ_ଆଉ_୨୪_ବର୍ଷ_କଥା_କହିବ'
ଚିଟଫଣ୍ଡ ନେଇ ମନମୋହନ ସାମଲଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି, ବିଧାୟକ ଅରୁଣ ସାହୁ କହିଲେ, ସବୁ କଥାରେ ୨୪ ବର୍ଷକୁ ଦୋଷ ଦେଲେ ହେବନି, ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ ସରକାର
#KanakNews #ArunSahoo #BJD #Cheatfund
"#କାଗଜ_ମିଳିଲେ_ମିଳିବ_ଟଙ୍କା'
ପୂର୍ବ ସରକାର ଚିଟଫଣ୍ଡ କାଗଜପତ୍ର ହେରଫେର କରିଛନ୍ତି, କାଗଜ ମିଳିଲେ ଟଙ୍କା ବଣ୍ଟନ ଆରମ୍ଭ ହେବ : ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି
#KanakNews #ManmohanSamal #Cheatfund
"#ପୂର୍ବ_ସରକାର_ଚିଟଫଣ୍ଡ_କାଗଜ_କେଉଁଠି_ରଖିଛନ୍ତି'
ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ବିଜେପି ରାଜ୍ୟସଭାପତିଙ୍କ ନୈରାଶ୍ୟଜନକ ବୟାନ, କହିଲେ ପୂର୍ବ ସରକାର ରଖିଛନ୍ତି କାଗଜପତ୍ର, ହେଲେ ଫେରାଇବୁ ଚିଟଫଣ୍ଡ ଟଙ୍କା
#KanakNews #ManmohanSamal #cheatfund
#ଲୋଭ_କରିଦେଲା_କାଙ୍ଗାଳ
ଅଧିକ ସୂଧ ପାଇବା ଲୋଭରେ ଚିଟଫଣ୍ଡ ସଂସ୍ଥାରେ ଲଗାଇଥିଲେ ଟଙ୍କା । ଠକି ଦେଇ ଚାଲିଗଲା କମ୍ପାନୀ, ମୁଣ୍ଡରେ ହାତଦେଇ ବସିଛି ଜମାକାରୀ
#KanakNews #Cheatfund
Odia series #CheatFund S1 (2024) by #MayankSatapathy, now streaming on @tarangplusodia.
Ft. Sarthak, Mira, Biranchi Nayak, Swetadha, Kalyan, Umakanta Sahoo and Soumya Ranjan Jena.

Tarang Plus Web Series Cheat Fund: ରିଲିଜ୍ ହେଲା ତରଙ୍ଗର ନୂଆ ୱେବ୍ ସିରିଜ୍ ‘ଚିଟ୍ଫଣ୍ଡ’ର ଟ୍ରେଲର୍
#Odisha #TarangPlus #CheatFund #OTV https://t.co/YbVr4QITMD
#ଖୁବଶୀଘ୍ର_ଫେରିବ_ଚିଟଫଣ୍ଡ_ଟଙ୍କା !
ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଫେରିପାରେ ଚିଟଫଣ୍ଡ ଟଙ୍କା । ଟଙ୍କା ଫେରାଇବାକୁ ଯୋଜନା କରୁଥିବା କହିଲେ ମନମୋହନ ସାମଲ
#KanakNews #Cheatfund #ManmohanSamal
"#ବିଜେଡିକୁ_୧୦ବର୍ଷ_ଦେଇଛୁ_ବିଜେପିକୁ_୧୦ମାସ_ଦେବୁ'
ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ତେଜିଲା ରାଜନୀତି । ଜମାକାରୀ କ୍ଷତିଗ୍ରସ୍ଥ ମଞ୍ଚ କହିଲା, ବିଜେଡି ସରକାରକୁ ଦେଇଥିଲୁ ୧୦ ବର୍ଷ ସମୟ, ବିଜେପି ସରକାରକୁ ୧୦ ମାସ ଦେଇଛୁ
#KanakNews #CheatFund #Odisha
#ବିରୋଧୀରେ_ଥିବା_ବେଳେ_ହଟ୍ଟଗୋଳ
#ସରକାରକୁ_ଆସିବା_ପରେ_ଦୁର୍ବଳ
ରାଜ୍ୟ ରାଜନୀତିରେ ପୁଣି ଉଠିଲା ଚିଟଫଣ୍ଡ ତାତି । ନିଜେ ଠକେଇରେ ଶିକାର ହୋଇଥିବା ମୁଖ୍ୟମନ୍ତ୍ରୀ କହିବା ପରେ କେବେ ସାଧାରଣ ଲୋକ ପାଇବେ ଟଙ୍କା ତାକୁ ନେଇ ଉଠିଲା ପ୍ରଶ୍ନ
#KanakNews #CheatFund #OdishaCM
#ଜଗତସିଂହପୁରରେ_ଚିଟଫଣ୍ଡ_ଠକେଇ
ଋଣ ଦେବା ନାଁରେ ଶତାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖେରସରେ ଏପରି ଘଟଣା ସାମ୍ନାକୁ ଆସିଛି ।
#jagatsinghpur #cheatfund #Scam #Odisha #KanakNews
Last Seen Hashtags on Sotwe
GODOŞ
Seen from Turkey
سكس
Seen from Netherlands
momson()*******+filter:native_video
Seen from Japan
Momson
Seen from Brazil
abelladanger video nsfw
Seen from Turkey
ometv video*
Seen from United States
teeNager
Seen from Austria
รับงานกระทุ่มแบน
Seen from Thailand
spit in mouth
Seen from Singapore
momson filter:videos
Seen from Korea
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.5M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.9M followers

CNN 
@cnn
61.8M followers

X 
@x
60.8M followers


