Top Tweets for #Coldwaveodisha
ରେକର୍ଡ ଭାଙ୍ଗୁଛି ଜାନୁଆରୀ ଥଣ୍ଡା...ମଞ୍ଜଥରା ଶୀତରେ ଜୀବନ କଲବଲ...ଶିମିଳିପାଳରେ ଶୂନ ଡିଗ୍ରୀ ତଳେ ପାରଦ...୧୦ ଡିଗ୍ରୀ ତଳେ ଟ୍ବିନସିଟିରେ ରାତି ତାପମାତ୍ରା...ଆସନ୍ତା ୧୧ ତାରିଖ ଯାଏଁ ଜାଡ଼ରୁ ନିସ୍ତାର ନାହିଁ..
#ColdWaveOdisha #RecordBreakingCold #OdishaWinter2026 #SimilipalFreezes #TwinCityChills #OTV
ରାଜ୍ୟରେ ଘନକୁହୁଡି। ଉପଗ୍ରହ ସୂଚନା ଅନୁଯାୟୀ, ଉପକୂଳ ତଥା ଉତ୍ତର ଓଡିଶାର ଅନେକ ସ୍ଥାନ ସହ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ୨୦୦ରୁ କମ୍ ଦୃଶ୍ୟମାନ ଦୂରତା ରେକର୍ଡ ସହ ଘନ କୁହୁଡ଼ିର ଆସ୍ତରଣ !
#OdishaFog #DenseFog #LowVisibility #OdishaWeather #WinterFog #ColdWaveOdisha #OTV #Odisha

#ରାଜଧାନୀରେ_ପ୍ରବଳ_କୁହୁଡ଼ି
-ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି
-ଭୁବନେଶ୍ୱରରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ
#OdishaFog #DenseFogOdisha #ColdWaveOdisha #BhubaneswarFog #PuriJagannathTemple #OdishaWinter #ShrimandirFog #OdishaWeather #ChristmasFog2025 #OdishaColdWave #OTV
#ଦାଉ_ସାଜୁଛି_ହାଡ଼ଭଙ୍ଗା_ଶୀତ
ଉତ୍ତର ଓଡ଼ିଶାରେ ଖସୁଛି ପାରଦ ବଢ଼ୁଛି ଶୀତ। ସନ୍ଧ୍ୟା ଠୁ ସକାଳ ଯାଏଁ ଶୀତରେ ଥରହର ଲୋକେ। ବିଶେଷ କରି ରାତି ତମାମ ଉଜାଗର ରହି ପେଟ ପାଟଣା ପାଇଁ କାମ କରୁଥିବା ଲୋକେ ହେଉଛନ୍ତି ଅଧିକ ହନ୍ତସନ୍ତ। ବାଲେଶ୍ଵର ରେଳ ଷ୍ଟେସନ୍ ଆଗରେ ନିଆଁ ଜାଳି ପୋଇଁ ହେଉଛନ୍ତି ଅଟୋ ଚାଳକ।
#Balasore #ColdWaveOdisha #OTV
ଶୀତରେ ଥରହର ସାରା ଓଡ଼ିଶା। ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ର ।
#OdishaColdWave #OdishaWinter #ColdWaveOdisha #OdishaWeather #HarabhangaSheet #OdishaShivers #IMDOdisha #WinterInOdisha #OdishaChill #OTV
16/17ପରେଓଡ଼ିଶାରେ ଶୀତ ରେ କମି, ରାତି ତାପମାତ୍ରା ରେ 3-4.ଡ଼ିଗ୍ରୀ ବୃଦ୍ଧି ଓ 24/25ଯାଇଁ କିଛି କିଛି ଜିଲ୍ଲା ରେ ବର୍ଷା ସ୍ଥିତି ସମ୍ଭାବନା.
ଆଜି-କାଲି ଉତ୍ତର/ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି କିଛି ଜିଲ୍ଲା ରେ ଶୀତ ଲହରୀ (ସ୍ୱାଭାବିକ ରାତି ତାପମାତ୍ରା ରୁ 5-6ଡ଼ିଗ୍ରୀ କମ) ସମ୍ଭାବନା.
#Odishawinter
#Coldwaveodisha
Last Seen Hashtags on Sotwe
mersinesc
Seen from Turkey
TCMParty
Seen from United States
zonguldakpasif
Seen from Turkey
no panties
Seen from Turkey
moodchallengemoodchallenge
Seen from Pakistan
Istanbultravesti
Seen from Turkey
mallupoorikal
Seen from Oman
Momson video
Seen from Kenya
ringofkerry
Seen from Kuwait
esinçepni
Seen from Turkey
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.5M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.4M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers


