Top Tweets for #CuttackMP
‘ରେଭେନ୍ସା ବିବାଦରୁ ରାଜନୈତିକ ବ୍ୟକ୍ତି ଦୂରେଇ ରହିବା ଭଲ’ ! କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ... | Ravenshaw Dispute to Be Resolved Soon, Says Cuttack MP Bhartruhari Mahatab #BhartruhariMahatab #RavenshawUniversity #RavenshawRow #CuttackMP #CuttackNews #RavenshawDispute #OdishaPolitics #UniversityDispute #RavenshawTeachers #HostelWarden #OdishaEducation #EducationNews #prameyanews7
#ଚାରବାଟିଆରେ_ବି_ଏୟାରପୋର୍ଟ_ହେଉ
ପୁରୀରେ ଏୟାରପୋର୍ଟ ହେବା ପାଇଁ ପୂର୍ବରୁ ପ୍ରସ୍ତାବ ଥିଲା । ଏବେ ଗ୍ରିନ୍ ସିଗ୍ନାଲ ମିଳିଛି । ପୁରୀରେ ବହୁତ ଲୋକ ଇନ୍ଭେଷ୍ଟ କରିଛନ୍ତି, ତେଣୁ ସେମାନେ ଚାହାନ୍ତି ପୁରୀରେ ଏୟାରପୋର୍ଟ ହେଉ : ଭର୍ତ୍ତୃହରି ମହତାବ, କଟକ ସାଂସଦ
#CuttackMP #Odisha #KanakNews
#ମେଟ୍ରୋ_କଥା_କମ୍_କହିଲେ_ରାସ୍ତା_କଥା_ଅଧିକ_କହିଲେ
ଆଜି ଇଚ୍ଛା କଲେ କାଲି ହେବନି ମେଟ୍ରୋ । ୮ରୁ ୧୦ ବର୍ଷ ଲାଗିବ : ଭର୍ତ୍ତୃହରି ମହତାବ, କଟକ ସାଂସଦ
#Metro #Odisha #KanakNews #CuttackMP
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ | ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । Cuttack MP Meets Odisha CM to Discuss Transformative Development Projects |
#CuttackMP #BhrtruhariMahatab #OdishaCM #DevelopmentProjects #CuttackDevelopment #OdishaPolitics #PublicWelfare #UrbanDevelopment #OdishaNews #PoliticalMeetings #prameyanews7
"#ସିନ୍ଦୂର_ପରେ_ମେହେନ୍ଦି_ହେବ'
ପାକିସ୍ତାନ ନସୁଧୁରିଲେ ସିନ୍ଦୂର ପରେ ଭାରତୀୟ ସେନା ଅପରେସନ ମେହେନ୍ଦି ଆରମ୍ଭ କରିବ : ଭତ୍ତୃହରୀ ମହତାବ
#KanakNews #BhatruhariMahatab #CuttackMP
ଆମେରିକାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଭର୍ତ୍ତୃହରିଙ୍କ ଦାବି #lokasabha #bhartruharimahtab #swaminarayantemple #bharatsarkar #foreignrelations #usa #cuttackmp #indiausrelations #templesecurity #religionpractice #attackontemple #prameyanews7
ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା #ravenshawuniversity #ravenshaw_name_change #bhartruharimahtab #cuttackmp #bjpleader #odishapolitics #prameyanews7
#Delhi: BJP MP Bhartruhari Mahtab arrives for the NDA Parliamentary party meeting.
#NDAMeeting #CuttackMP #Odisha

-ଦରଘାବଜାର ଥାନାରେ ଏତଲା ପରେ ପୋଲିସ ତଦନ୍ତ କରିଥିଲା
-ଅଭିଯୋଗ ଓ ଚାର୍ଜଫ୍ରେମ୍ ସଂପର୍କରେ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିନି
#BhartruhariMahtab #CuttackMP #MP #OTV
-୨୦୧୧ ମସିହା ଜାନୁଆରୀ ୨୩ରେ ମାଡ଼ ଅଭିଯୋଗ ହୋଇଥିଲା
-ତତ୍କାଳୀନ SI, ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ଅଭିଯୋଗ କରିଥିଲେ
-ଭର୍ତ୍ତୃହରି ତାଙ୍କୁ ଚାପୁଡ଼ା ମାରିଥିବା ନେଇ ଏତଲା କରିଥିଲେ ଅମିତାଭ
#BhartruhariMahtab #CuttackMP #MP #OTV
ନୂଆ ରୂପ ପାଇବ କଟକ ରେଲୱେ ଷ୍ଟେସନ, ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କଟକ ସାଂସଦ || Cuttack railway station will get a new look #Cuttacknews #CuttackRailwayStation #cuttackmp #DevelopmentProjects #PrameyaNews7
5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପ୍ରସଙ୍ଗ; ସାଂସଦ ଭର୍ତ୍ତୃହରି କହିଲେ ‘’ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ସ୍ବାଭାବିକ ପ୍ରକ୍ରିୟା’’
#PrameyaNews7 #OdishaNews #CuttackMP
https://t.co/BUD0O4QYYb
କେଉଁ ୪ଟି ପ୍ରସଙ୍ଗ କହିବେ ଭର୍ତ୍ତୃହରି ? #Odisha #BhartruhariMahtab #CuttackMP #BJD https://t.co/TD6zNTnzYE
ହସ୍ପିଟାଲରେ ସାଂସଦ ଭର୍ତ୍ତୃହରି ମହତାବ, ଜଣେ ମନ୍ତ୍ରୀଙ୍କୁ ଦିଲ୍ଲୀ ପଠାଇଲେ ନବୀନ
#BhartruhariMahatab #CuttackMP @SriDebiMishra @bjd_odisha
https://t.co/ScPx7MIwKS
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.7M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers





