Top Tweets for #CuttackProtest
#ବାଲିକୁଦା_ତ୍ରିଶୁଳିଆ_ରାସ୍ତା_ଅବରୋଧ
-କଟକ: କାଜିପାଟଣାରେ ବାଲିକୁଦା-ତ୍ରିଶୁଳିଆ ରାସ୍ତା ଅବରୋଧ
-ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
-କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
-ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ି
#BalikudaTrishuliaRoadBlock #CuttackProtest #HitAndRun #JusticeForVictim #RoadBlockOdisha #OTV

ଥାନାରେ ଥାର୍ଡ ଡିଗ୍ରୀ! ଯୁବକଙ୍କ ଅବସ୍ଥା ଗୁରୁତର, ଥାନା ପରିସରରେ ଫୋର୍ସ ମୁତୟନ
#cuttackprotest #barangpolicestation #CustodialTorture #Odisha #OTV
https://t.co/LlL52EEWEV
ଏସସିବି ଅଗ୍ନିକାଣ୍ଡ ଘଟଣା ନେଇ କଟକ ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିବାଦ; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସିଏମସି ମେୟର | SCB Fire Incident Sparks Protest in Cuttack; Mayor Demands Health Minister’s Resignation
#SCBFire #CuttackProtest #OdishaPolitics #BJDProtest #HealthMinisterResignation #CMCMayor #HospitalSafety #OdishaNews #Accountability #publicoutcry
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୩ ନେତା ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ଓ ସୋଫିଆ ଫିର୍ଦ୍ଦୋସଙ୍କୁ କଟକରେ ଘୋର ବିରୋଧ
#CuttackProtest #RajyaSabhaCrossVoting #BJDCrossVoting #OTV
କଟକ ବାରବାଟୀ ମହିଳା ବିଜେଡି ପକ୍ଷରୁ ଗ୍ୟାସ ଦର ବୃଦ୍ଧି ଓ ଗ୍ୟାସ ସଙ୍କଟକୁ ନେଇ ପ୍ରତିବାଦ। LPG ଅଭାବକୁ ନେଇ ଗର୍ଜିଲେ କଟକ ମେୟର ସୁବାସ ସିଂହ...
#GasCrisis #CuttackProtest #SubhasSingh #LPG #OTV
#ଶୈଳବାଳାକୁ_ଜମି_କେଁ !
ଶତାୟୁ କଲେଜ ଶୈଳବାଳାକୁ ଆଉ କେବେ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା । ଯେଉଁ ପ୍ରଶ୍ନକୁ ନେଇ ପ୍ରାୟ ମାସେ ହେଲାଣି କଲେଜର ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଏବେ ସେମାନଙ୍କୁ ମିଳିଛି ପୁରାତନ ଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ସମର୍ଥନ ।
#_ShailabalaCollege #CuttackProtest #StudentMovement_ #UniversityRecognition #CuttackBandhWarning #AlumniSupport #EducationPolicy #OTV
କଟକ ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରୀ। ଦାବି ପୂରଣ ନହେଲେ କଟକ ବନ୍ଦ ଡାକରା ଚେତାବନୀ।
#ShailabalaCollege #UniversityStatus #CuttackProtest #OdishaEducation #WomensEducation #ShailabalaVarsityDemand #OdishaNews #OTV
Last Seen Hashtags on Sotwe
نارو_naroiq
Seen from Turkey
bloodygamex
Seen from Vietnam
xlii or #exny or #nolimit() +filter:native_video
Seen from United States
mersingay
Seen from Turkey
Teenagee()+filter:media
Seen from Egypt
菊池大二郎
Seen from United States
momsonn
Seen from Denmark
omegle()+filter:media() - filter:images
Seen from Italy
腹肌
Seen from United States
Mikahlynn
Seen from Germany
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers

