Top Tweets for #CuttackRTO
ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ.. ବିନା ଫିଟନେସ ଓ ପରମିଟରେ ଚାଲୁଥିବା ୩ଟି ସ୍କୁଲ ବସ୍ ଜବତ.. କଟକ RTO ଓ OMVD ପକ୍ଷରୁ ଚେକିଂ ସମୟରେ ବାଙ୍କୀରେ ରେଡ୍.. ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ସ୍କୁଲ ବସକୁ ଜବତ କରାଯାଇଛି..
#SchoolBus #BusSeized #CuttackRTO #Banki #OMVD #OTV
#୩ଟି_ସ୍କୁଲ_ବସ୍_ଜବତ
-ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ
-ବିନା ଫିଟନେସ ଓ ପରମିଟରେ ଚାଲୁଥିବା ୩ଟି ସ୍କୁଲ ବସ୍ ଜବତ
-କଟକ RTO ଓ OMVD ପକ୍ଷରୁ ଚେକିଂ ସମୟରେ ବାଙ୍କୀରେ ରେଡ୍
-ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ସ୍କୁଲ ବସକୁ ଜବତ କରାଯାଇଛି
#SchoolBus #BusSeized #CuttackRTO #Banki
#StudentSafety #OMVD #OTV

Biswajit Dash, RTO-Cuttack | ଫିଟନେସ୍ ନଥିଲେ ଜବତ ହେବ ଗାଡ଼ି, RC ସସପେଣ୍ଡ ଓ ପରମିଟ୍ ବାତିଲ ନେଇ RTOଙ୍କ ସୂଚନା #CuttackRTO #RTOStatement #VehicleFitness #RoadSafety #TransportDepartment #OdishaNews #VehicleChecking #PermitViolation #TrafficRules #UnfitVehicles #BreakingNews #CuttackNews
#କଟକରେ_ଆମ_ବସ୍_ଯାଞ୍ଚ
-ଭୁବନେଶ୍ବରରେ ‘ଆମ ବସ୍’ ଦୁର୍ଘଟଣା ପରେ କଟକରେ ତତ୍ପରତା
-ନରାଜ ସ୍ଥିତ ଡିପୋରେ RTO ପକ୍ଷରୁ ‘ଆମ ବସ୍’ ଡ୍ରାଇଭରଙ୍କୁ ଯାଞ୍ଚ
-ନିଶା ସେବନ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ଯାଞ୍ଚ
#CuttackRTO #NarajDepot #RoadSafetyOdisha #AmaBus #TransportSafety #OTV

#ବସକୁ_ବଡ଼_ଫାଇନ୍
ଯାତ୍ରୀବାହୀ ବସକୁ ୧୦ ଲକ୍ଷ ଟଙ୍କା ଫାଇନ୍, ବିନା ପରମିଟ୍ ଓ ଫିଟନେସରେ ଗଡୁଥିଲା ବସ୍ , ଫାଇନ୍ କାଟିଲା କଟକ RTO #Bus #TaxEvasion #OdishaNews #IndiaNews #CuttackRTO #FINE #passengerbus #odishagovt #challan
ଆକ୍ସନରେ ଆର୍ଟିଓ, ଯାତ୍ରୀବାହୀ ବସ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା
#PrameyaNews7 #RTOoffice #cuttackrto #OdishaNews
https://t.co/81SfmKW1tD
#ଯାତ୍ରୀବାହୀ_ବସକୁ_ଦଶ_ଲକ୍ଷ_ଫାଇନ୍
- ଯାତ୍ରୀବାହୀ ବସକୁ ଦଶ ଲକ୍ଷ ଟଙ୍କାର ତଣ୍ଡ
- ଜରିମାନା କଲେ କଟକ ଆରଟିଓ
- ଶିବ ଶଙ୍କର ନାମକ ବସ ଉପରେ ହେଲା ଜରିମାନା
- ବିନା ପରମିଟ ଫିଟନେସରେ ଗଡୁଥିଲା ବସ
- ବସର ନଥିଲା ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ
#passengerbus #fine #cuttackrto #nandighoshatv

#ବସ୍କୁ_୧୦_ଲକ୍ଷ_ଫାଇନ୍
ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଶିବ ଶଙ୍କର ବସ୍ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ ଆରଟିଓ । ଗାଡିର ନଥିଲା ପରମିଟ୍ ଓ ଫିଟ୍ନେସ୍ ସାର୍ଟିଫିକେଟ୍
#CuttackRTO #KanakNews #Odisha
Last Seen Hashtags on Sotwe
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.2M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers








