Top Tweets for #CuttackUpdate
କଟକ ନରାଜ ନିକଟ ମହାନଦୀରେ ଅଘଟଣ! ୩ ଜଣ ଭାସିଗଲେ, ୨ ଜଣ ଉଦ୍ଧାର, ଜଣେ ଏବେବି ନିଖୋଜ | Mahanadi Tragedy #Cuttack #Naraj #MahanadiRiver #Accident #MissingPerson #Rescue #OdishaNews #BreakingNews #RiverAccident #CuttackUpdate #Emergency #PrameyaNews7
#ଭୁସୁଡ଼ିଲା_ନିର୍ମାଣାଧୀନ_ଚରିଲେନ୍_ରାସ୍ତାର_ସାଇଡ_ୱାଲ୍
-କଟକ ଭୁଆସୁଣୀ ପଠା ନିକଟରେ ନିର୍ମାଣାଧୀନ ରାସ୍ତାର ସାଇଡ ୱାଲ୍ ଭୁସୁଡ଼ିଛି।
-ପାଖାପାଖି ୫୦ ମିଟର ଭୁସୁଡ଼ିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।
#Cuttack #RoadCollapse #Infrastructure #OdishaNews #BreakingNews #CuttackUpdate #RoadProject #ConstructionNews #OdishaUpdate #AccidentNews

#ଟାଓ୍ବାର_ଉପରେ_ଯୁବକଙ୍କ_ଉତ୍ପାତ
କଟକ: ୩୩ କେଭି ବିଦ୍ୟୁତ୍ ଟାୱାର ଉପରେ ଚଢ଼ିଗଲା ଯୁବକ
୫୦ ଫୁଟ ଉଚ୍ଚ ଟାୱାରରେ ଚଢ଼ି ଉତ୍ପାତ ମଚାଇଲା ଯୁବକ
ଟାଓ୍ବାରରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ
କଟକ ମଧୁପାଟଣା ଥାନା ପୋପରଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ
#Cuttack #OdishaFireService #HighVoltageDrama #CuttackUpdate #RescueOperation #ArgusNews
#ମୋ_ବନ୍ଧୁକ_ପୋଡ଼ିଯାଇଛି
'ସକାଳୁ ସକାଳୁ ବନ୍ଧୁକ ଥୋଇ ଗୁଳି ନେଇ ଘରକୁ ଯାଇଥିଲି। ଆସିଲା ବେଳକୁ ଦେଖିଲି ମୋ ବନ୍ଧୁକ ପୋଡ଼ିଯାଇଛି।' - LIC ଅଫିସର ସିକ୍ୟୁରିଟି ଗାର୍ଡ଼
#CuttackFire #LICFireIncident #OdishaNews #BreakingNews #FireAccident #GroundReport #CuttackUpdate #Cuttack #OTV
#LIC_ଅଫିସରେ_ଅଗ୍ନିକାଣ୍ଡ
କଟକ ଲିଙ୍କ୍ ରୋଡ୍ ସ୍ଥିତ LIC ଅଫିସରେ ଅଗ୍ନିକାଣ୍ଡ ।ଅଗ୍ନିଶମବାହିନୀର ଏକାଧିକ ଟିମ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।
#CuttackFire #LICOfficeFire #OdishaNews #FireAccident #BreakingNews #OdishaFire #CuttackUpdate #OTV
କାମଳ କବଳରେ କଟକ, ନ୍ୟୁଜ୭ ରେ ବାଜିଲା ଖବର, ଚେତିଲା ପ୍ରଶାସନ | Cuttack in the grip of Yellow Fever #CuttackNews #News7Odisha #OdishaUpdates #AdministrationAlert #BreakingNews #OdishaPolitics #LocalNews #OdishaEvents #CuttackUpdate
BMC Conducts Major Eviction Drive in Bhubaneswar | ଭୁବନେଶ୍ୱର ମାଳିସାହି କବାଡି ବସ୍ତିରେ ବୁଲିଲା ବୁଲଡୋଜର; ୟୁନିଟ ୮ ଅଞ୍ଚଳରେ ବଡ ଧରଣ ଉଚ୍ଛେଦ କରିଛି ବିଏମସି #CuttackUpdate #PostCurfewScenes #OdishaNews #DargahBazaar #PolicePatrol #CityBuzz #CivicAlert #OdiaNews #UrbanOdisha #BreakingOdisha
#ଟ୍ରାକ୍_କୁ_ଫେରୁଛି_କଟକ
Cuttack Springs Back to Life Post-Curfew; Police Patrols Continue Across Dargah Bazaar
କର୍ଫ୍ୟୁ ପରେ ଚଳଚଞ୍ଚଳ କଟକ ସହର, କର୍ମକ୍ଷେତ୍ରକୁ ଫେରିଲେ ଲୋକେ..ଦରଘା ବଜାରର ବିଭିନ୍ନ ଛକରେ ପୋଲିସର ପଇଁତରା
#CuttackUpdate #PostCurfewScenes #OdishaNews #DargahBazaar #PolicePatrol #CityBuzz #CivicAlert #OdiaNews #UrbanOdisha #BreakingOdisha
Cuttack violence Update | କଟକରେ ଫେରୁଛି ଶାନ୍ତି...ସାଧା ପୋଷାକରେ ବୁଲୁଛି ପୋଲିସ | PrameyaNews7 #cuttackclash #cuttackviolence #CuttackPeace #OdishaNews #DurgaPujaClash #CuttackUpdate #InternetBanOdisha #CuttackBandh #prameyanews7
#କାଲି_୧୦ଟା_ଯାଏଁ_କର୍ଫ୍ୟୁ
Cuttack Situation Improving Gradually; Curfew to Remain Till Tuesday 10 AM
ଧୀରେ ଧୀରେ ସୁଧୁରୁଛି କଟକର ସ୍ଥିତି, ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ..ଅତ୍ୟାବଶ୍ୟକ ସେବାକୁ ଅନୁମତି
#CuttackCurfew #OdishaNews #CuttackUpdate #CurfewExtended #OdishaAlert #CivicOrder #CuttackRecovery #OdishaBreaking
କଟକରେ ଆଉ ୨୪ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ପାଇଁ ପ୍ରସ୍ତାବ; ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି #CuttackUpdate #InternetBan #OdishaNews #DistrictAdministration #DigitalShutdown #OdiaAlert #BreakingNews #CivicControl
Cuttack Clash Update | କଟକ ଗଣ୍ଡଗୋଳ ଘଟଣାରେ ୮ଜଣ ଗିରଫ; ଆଗକୁ ବଢ଼ିପାରେ ଗିରଫଦାରୀ ସଂଖ୍ୟା #CuttackClash #OdishaCrime #CuttackUpdate #PoliceAction #OdiaNews #BreakingNews #CivicUnrest #CrimeReport
#କଟକରେ_ଶୋଭାଯାତ୍ରାକାରୀ_ଅଣାୟତ୍ତ
➥ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସର ଲାଠିଚାର୍ଜ
➥ପୋଲିସ ପକ୍ଷରୁ ଲୁହ ଵୁହା ଗ୍ୟାସ ପ୍ରୟୋଗ କରାଯାଇଥିଵା ସୂଚନା
#CuttackUpdate #VHPRally #Lathicharge #BhasaniClash
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.4M followers

Taylor Swift 
@taylorswift13
82.3M followers

Lady Gaga 
@ladygaga
73.8M followers

Virat Kohli 
@imvkohli
71M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.9M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers


