Top Tweets for #CycloneDanaLandfall
କାହିଁକି ଦୁର୍ବଳ ହେଲା 'ଦାନା' ? ଦୁଇଟି ଗୁରୁଚାପ ମଝିରେ ଚେପା ହୋଇଗଲା ବାତ୍ୟା । ଦମ୍ ଦେଖାଇବା ଆଗରୁ 'ସାଣ୍ଡୱିଚ୍' ବନିଗଲା ଦାନା
#CycloneDanaEffect #CycloneDanaLandFall #Odisha #OTV
ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ହବାଳିଖଟିରେ ହେଲା ଲ୍ୟାଣ୍ଡଫଲ୍ । ୯ ଘଣ୍ଟା ଧରି ରଚିଲା ତାଣ୍ଡବ, ଓଟିଭିରେ କଏଦ ହେଲା ଚିତ୍ର
#Odisha #CycloneDanaEffect #CycloneDanaLandFall #OTV
Centre must extend comprehensive support to affected states: Congress after #CycloneDanalandfall
#CycloneLandfall #cyclone_Dana
https://t.co/Vx9XPzYdPb
#ଲ୍ୟାଣ୍ଡଫଲ_ବେଳକୁ_ଭୀଷଣ_ହୋଇଥିଲା_ବାତ୍ୟା
ବାତ୍ୟାର ଲ୍ୟାଣ୍ଡଫଲ ବେଳକୁ ଭୀଷଣ ରୂପ ନେଇଥିଲା ବାତ୍ୟା । ସେତେବେଳେ ଚିତ୍ର ଥିଲା ପୂରା ଅଲଗା । ଏବେ ବାତ୍ୟାର ପ୍ରକୋପ କମି ଯାଇଛି ।
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
#ବଗପାଟିଆରେ_ପସିଛି_ଜୁଆର_ପାଣି
#୫୭୧_ପରିବାର_ଏବେ_ପାଣି_ଘେରରେ
ବୁଡିଲା ସାତଭାୟାର ଥଇଥାନ୍ ସ୍ଥଳି । ବଗପାଟିଆରେ ପସିଛି ଜୁଆର ପାଣି । ୫୭୧ ପରିବାର ଏବେ ପାଣି ଘେରରେ ।#CycloneUpdate #CycloneDana #Odisha #OTV #CycloneDanaLandFall #Bagapatia #Kendrapada
#ଗଛ_ଓପାଡିଲା_ଘର_ଭାଙ୍ଗିଲା
ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ବାତ୍ୟା ଦାନା। ଭାଙ୍ଗିଲା ଟିଣ ଛପର, ମାଟିରେ ମିଶିଲା ଗଛ। ଦେଖନ୍ତୁ ଦୃଶ୍ୟ...
#CycloneUpdate #CycloneDana #Odisha #OTV #CycloneDanaLandFall
ଏବେ ଶେଷ ପର୍ଯ୍ୟାୟରେ ରହିଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପେଣ୍ଠ ଓ ଭିତରକନିକାର ଅନେକ ଅଞ୍ଚଳରେ ଭାଙ୍ଗି ପଡିଛି ଗଛ । #CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Pentha
#ପବନରେ_ଲୋଟିଲା_ଗଛ
ଚାଲିଛି ବାତ୍ୟା ଦାନାର ଲ୍ୟାଣ୍ଡ��ଲ୍ ପ୍ରକ୍ରିୟା। ଆସିଲା ସକାଳ ସମୟର ଭୟଙ୍କର ଦୃଶ୍ୟ ।
#CycloneUpdate #CycloneDana #Odisha #OTV #CycloneDanaLandFall
ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା ହେବା ସହ ପବନ ହେଉଛି । ଭଦ୍ରକ ବାସୁଦେବପୁରର ଏ ଦୃଶ୍ୟ । #CycloneUpdate #CycloneDana #Odisha #OTV #CycloneDanaLandFall #Basudevpur
Cyclone Dana landfall in Odisha, West Bengal to continue for next 2 hours, says IMD
#danacyclone #cyclone #cyclonedana #cyclonedanalandfall #odisha #imd
https://t.co/odWdqN7C3D
Cyclone Dana: Gusty Winds, Heavy Rain Lash Parts Of Odisha Amid Landfall Process
#CycloneDana #CycloneDanaAlert #CycloneDanaLandfall
https://t.co/N23ninmWgF
କେନ୍ଦ୍ରାପଡ଼ା: ବାତ୍ୟା ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ମୃତ୍ୟୁ
-ରାଜନଗର ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ବୃଦ୍ଧା ମୃତ
-ବାଙ୍କୁଆଳ କଲ୍ୟାଣମଣ୍ଡପ ବାତ୍ୟା ଆଶ୍ରୟସ୍ଥଳୀରେ ଅସୁସ୍ଥ ହୋଇ ପଡ଼ିଥିଲେ
-ଆଶ୍ରୟସ୍ଥଳୀରୁ ବୃଦ୍ଧାଙ୍କୁ ଘରକୁ ନେବା ବେଳେ ମୃତ୍ୟୁ ସୂଚନା
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara

#ସତର୍କ_କଲେ_ମୋହନ
ବାତ୍ୟା ପାଇଁ ଚିନ୍ତା ନକରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ପ୍ରଶାସନ ପ୍ରସ୍ତୁତ ଅଛି ।
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
ଭିତରକନିକାରେ ଦେଖିବାକୁ ମିଳିଲା ବାତ୍ୟାର ଉଗ୍ର ରୂପ
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
-ଧାମରାରେ ବାତ୍ୟା 'ଦାନା' ତାଣ୍ଡବ; ବଢ଼ୁଛି ପବନର ବେଗ
-ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଲା, ଉଡ଼ିଗଲା ଆଜବେଷ୍ଟସ୍
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara

-ବାତ୍ୟା ଅପ୍ଡେଟ୍ ନେଇ IMD ଡିଜିଙ୍କ ସୂଚନା
-ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ଆରମ୍ଭ ହୋଇଛି
-ପୂର୍ବାନୁମାନ ଅନୁ��ାରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍
-ଆସନ୍ତା ୩/୪ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
ଏବେଠୁ ସକାଳ ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ । ଧିରେ ଧିରେ ବଢ଼ୁଛି ପବନ । ବର୍ଷାର ମାତ୍ର ବି ବଢ଼ୁଛି ।
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
ବାତ୍ୟାରେ ଫସିଯାଇଛି ବିଲୁଆ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଧାମରାରେ ।
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
ଆମ ଛୁଆ ବାତ୍ୟାରେ ଜନ୍ମ ହୋଇଛି । ତେଣୁ ତା ନାଁ ଆମେ ’ଦାନା’ ରଖିବୁ ।
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
ଭିତରକନିକାରେ ପବନର ବେଗ ବଢ଼ିବାରେ ଲାଗିଛି । ଏବେ ପବନର ବେଗ ୧୦୦ରୁ ୧୨୦ କିମି ରହିଛି । ୩ ଘଣ୍ଟା ପରେ ପବନ ସମ୍ପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ବେଗ କମିବ ।
#CycloneUpdate #CycloneDana #Odisha #OTV #CycloneDanaLandFall #Vitarkanika #Dhamara
Last Seen Hashtags on Sotwe
赛马娘
Seen from United States
bokep ai
Seen from Indonesia
momandson
Seen from Canada
minichat
Seen from Turkey
สวนจอหอ
Seen from Thailand
minichatt()********* filter:videos
creampie
Seen from Peru
minichat (*) Filter:videos
Seen from United Kingdom
muslimcuckold
Seen from India
latina #cheating
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers





