Top Tweets for #Cyclone_alert
#ଗୋପାଳପୁରରେ_୩_ଦିନ_ହୋଟେଲ_ମନା
-ଗୋପାଳପୁରରେ ୩ ଦିନ ପାଇଁ ହୋଟେଲ ଆସିବା ମନା
-୨୭, ୨୮, ୨୯ର ସବୁ ବୁକିଂ ବାତିଲ ପାଇଁ ନିର୍ଦ୍ଦେଶ
-ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
#Gopalpur_Beach #Ganjam #Brahmapur #Cyclone_Alert #Odisha #OTV

୨୮ ସନ୍ଧ୍ୟାରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ
୨୮ ତାରିଖ ସନ୍ଧ୍ୟାରୁ ୨୯ ସକାଳ ମଧ୍ୟରେ ବେଶୀ ପ୍ରଭାବ
ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ଲ୍ୟାଣ୍ଡଫଲ୍
#IMD_DG #MrutyunjayMohapatra #Cyclone_Alert #Odisha
‘ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସହିତ ୨୭ ସନ୍ଧ୍ୟାରୁ ପବନ, ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡ଼ିଶାରେ ବର୍ଷିବ’- ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି
#Heavy_rain #Cyclone_alert #Odisha #Weather_update #Odisha #OTV
#କାଲିଠୁ_ପ୍ରବଳ_ବର୍ଷା
ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡ଼ିଶାରେ ବର୍ଷିବ
ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତିଙ୍କ ସୂଚନା
୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପବନ ବହିବ
୯୦ରୁ ୧୦୦କିମି ବେଗରେ ପବନ ସହ ଝଟ୍କା ପବନର ବେଗ ୧୧୦ କିମି ବହିବ
#Odisha #Weather #HeavyRain #Cyclone_Alert
‘ବାତ୍ୟା ପାଇଁ ସରକାର ସଜାଗ ରହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ତଦାରଖ କରୁଛନ୍ତି’ - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
#KrushnaChandraMohapatra #Cyclone_Alert #Odisha #OTV
#ବନ୍ଦ_ରହିବ_ଅଙ୍ଗନବାଡ଼ି_କେନ୍ଦ୍ର
-ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର
-ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
#CycloneAffectedAreas #AnganwadiClosed #Cyclone_alert #PravatiParidab #Odisha #OTV

ସମ୍ଭାବ୍ୟ ବାତ୍ୟାକୁ ନେଇ ଧାମରା ଚାନ୍ଦିନୀ ପାଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀଵୀଙ୍କୁ ସତର୍କ କରାଯାଉଛି। ଗଭୀର ସମୁଦ୍ରକୁ ମାଛ ମାରିବାକୁ ଗଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଛି।
#Bhadrak #Dhamara #Cyclone_Alert #Awareness #Odisha #OTV
#କୂଳକୁ_ଫେରୁଛନ୍ତି_ମତ୍ସ୍ୟଜୀବୀ
ସମ୍ଭାବ୍ୟ ବାତ୍ୟା ଖବର ପାଇବା ପରେ ଏବେ ସେମାନେ କୂଳକୁ ଫେରି ବୋଟ୍ ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବା ଆରମ୍ଭ କରିଛନ୍ତି..
#Balesore #FishermenReturn #Cyclone_Alert #Odisha #OTV
ପୁରୀ: ସମ୍ଭାବ୍ୟ ବାତ୍ୟା ନେଇ ୩ ଦିନ ସମୁଦ୍ରରେ ଗାଧୋଇବା ମନା..୨୭, ୨୮, ୨୯ ତାରିଖରେ ସମୁଦ୍ର ସ୍ନାନ ଉପରେ କଟକଣା..
#Puri #Cyclone_Alert #Odisha #OTV
#BreakingNews | ரெமல் புயல் - மீனவர்களுக்கு எச்சரிக்கை
Click Link: https://t.co/5r0UhYVc4V
#Newstamil24x7 | #Remal_cyclone | #Fishermen | #Chennai | #Cyclone_alert

#BreakingNews | ரெமல் புயல் - விமானம் ரத்து
Click Link: https://t.co/5r0UhYVc4V
#NewsTamil24x7 | #Dubai | #Spicejet | #flightcancelled | #passengers | #Remalcyclone | #cyclone_alert

#Newsupdate | தீவிர புயலானது 'ரெமல்'
Click Link: https://t.co/5r0UhYVc4V
#NewsTamil24x7 | #Remal_cyclone | #Bayofbengal | #Cyclone_alert

#Newsupdate | 9 துறைமுகங்களில் புயல் எச்சரிக்கை கூண்டு
Click Link: https://t.co/5r0UhYVc4V
#NewsTamil24x7 | #Bayofbengal | #Cyclone_alert | #Remelcyclone

#Newsupdate | 1-ம் எண் புயல் எச்சரிக்கை கூண்டு
Click Link: https://t.co/5r0UhYUEfn
#NewsTamil24x7 | #Puducherry | #Tamilnadu | #Cyclone_alert | #Remel_cyclone

અંબાલાલ પટેલની મોટી આગાહી; ગુજરાત પર બિપરજોય જેવા જ વાવાઝોડાનો ખતરો
#BreakingNews #Cyclone #Cyclone_Alert #Biparjoy
ଜଖାଉରେ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ, ୩ ରାଜ୍ୟକୁ ହାଇଆଲର୍ଟ..୧୧୫ରୁ ୧୨୫ କି.ମି ବେଗରେ ବହୁଛି ପବନ | Cyclone News #cyclone_biparjoy #high_alert #cyclone_alert #Cyclone_update #Mumbai #Goa #weatherforecast #Biparjoy_landfall #Cyclone_landfall #Gujarat_cyclone_news #Jakhau #GujaratCyclone
ବାତ୍ୟା 'ବିପର୍ଯ୍ୟୟ'ର ପ୍ରଭାବ, ଉପୁଡିଲା ଗଛ | Rescue work underway as cyclone Biparjoy makes landfall #cyclone_biparjoy, #cyclone_alert, #Cyclone_update, #weatherforecast, #Biparjoy_landfall, #Cyclone_landfall, #Gujarat_cyclone_news
#Cyclone_Alert #Stay_safe Evolving Cyclone in Bay. Heavy Rainfall over Coastal TN More in https://t.co/Xw8ToPkcRK

Trends for you
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.4M followers

Narendra Modi 
@narendramodi
107M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.1M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.5M followers

Virat Kohli 
@imvkohli
70.6M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.1M followers

Neymar Jr 
@neymarjr
63.4M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.2M followers

X 
@x
60.8M followers






