Top Tweets for #DeepSense
ମୋତେ ଲାଗେ ମୋର ଏକ ସ୍ପର୍ଶରେ
ତୁମେ ମୋତେ ସାମ୍ନାହୁଅ
ମୋର କୁତ୍ରିମ ପରିକଳ୍ପନାରେ
କିନ୍ତୁ ପ୍ରକୃତ ଭଲପାଇବାରେ ।
#deepsense🥀🥀🥀
ତୁମେ କିଛି କୁହ ନାହିଁ
ମୁଁ ବୁଝିଯାଏ
ହେଲେ ସେ ବୁଝିବାରେ
ତୁମେ କାହିଁକି ଅବୁଝା
ତୁମେ କିଛି ଦେଖନାହିଁ
ମୁଁ ଲେଖିଯାଏ
ହେଲେ ତୁମେ ସେ ଲେଖାରେ
କାହିଁକି ନାୟିକା ।
ହଁ ତୁମେ ଚାହଁ ନାହଁ
ମୁଁ ଦେଖିନିଏ
ହେଲେ ତୁମେ
ମୋ ସାମ୍ନାରେ କାହିଁକି ଯେ
#ଅଚାନକ
#deepsense🥀🥀🥀

ତୁମେ ଯେଉଁଠି ନାହ ସେଠି
ତୁମ ଛବି ଅଛି 🖼️✨
ଯେଉଁଠି ତୁମେ ଥିବା କଥା
ସେଠି ଛବି କାହିଁକି ଅଛି ।। 🤔
ତୁମେ ଯେଉଁଠି ଅଛ
ସେଠି ସ୍ମୃତି ଅଛି 🕯️💭
ଯୋଉଠି ସ୍ମୃତି ଅଛି
ସେଠି ତୁମେ କାହିଁକି ନାହଁ ❓💔
ତୁମେ ଯେଉଁଠି ରହିବ କଥା
ସେଠି ତୁମ ଭଲପାଇବା ଅଛି ❤️🌱
ଯେଉଁଠି ଭଲପାଇବା ଅଛି
ସେଠି ତୁମେ କାହିଁକି ନାହଁ 😢🌧️
#deepsense🥀🥀🥀

ତୁମେ ଯେମିତି ନିଜର ପରିଚୟ
ତିଆରିବାକୁ ଚାହିଁବ
ସେମିତି ତୁମକୁ ତୁମର ସୁବିଧା __।
ସମୟ ଯୁଗେଇଦେବ ।
ପସନ୍ଦ ତୁମର ହାତରେ।।
#ମଣିଷ
#deepsense🥀🥀🥀
ତୁମେ ଯେବେ ସନ୍ଧରେ
ସଳିତା ହୋଇ ଜଳ
ମୋତେ ଲାଗେ ତୁମେ
ଶେଷ ହୋଇଯିବ ବୋଲି
ହଁ ଲିଭେଇଦିଏ
ତୁମେ ସବୁଦିନ ପାଇଁ
ଆଲୋକ ଦିଅ
ନଚେତ୍ ମୁଁ
ଦୁନିଆକୁ ଦେଖିବି କେମିତି ??।।
#Deepsense🥀🥀🥀
ସେବେଠାରୁ ଏବେ ଯାଏଁ
ତୁମ ଠାରୁ ମୋ ଯାଏଁ
ଦୂରତା ତ ନିଛିତ୍ ଅଛି ।
କିନ୍ତୁ ତୁମେ ଚୁପ୍ ରହି
ମାଇଲ ମାଇଲ ଦୂରତା
ସୃଷ୍ଟିକରୁଛ ମୋ ପାଇଁ
ଭାବନାରେ ମୋ ପାଖରେ ରହି ।।
#deepsense🥀🥀🥀
ତୁମେ ପରିକଳ୍ପନାର ଦୁନିଆର,
ଅବାସ୍ତବ ପ୍ରେମିକା… 🌫️💭
ମୁଁ ଅସ୍ଥିର ମନା,
ଅନାବଶ୍ୟକ ଭାବନା — କୁ ନିରାଧାର ବାହାନା। 🌪️🫥
ଅଭିମାନ ବି କଳ୍ପନାରେ,
ବିଷାଦ ବି ମୋ ଶିର୍ଜନା। 🖤🎭
ତୁମେ ଚିନ୍ତା, ମୋ ଅନିଶ୍ଚିତ ଦୁନିଆର… 🤔🌌
ମୁଁ (ଯଦି) ମୁଁ ନୁହେଁ—
ତୁମେ, ତୁମେ, କେମିତି କହିଲ? 🥀🙏
#deepsense🥀🥀🥀

Any age, any stage — you’re amazing. No gaps, no limits. Let society try to name you; you just keep glowing.✨
#deepSense🥀🥀🥀

ସରିଯାଛି ସେ କାହାଣୀ
ରହିଯାଇଛି ସେ ପ୍ରତିକୋଣରେ
ହଜିଯାଇଛି ସେ ମୁହଁ ସବୁ
ଲିଭିଯାଇଛି ସେ ଖୁସିର ଦୀପ
ନୂଆଁ ଦୁନିଆରେ ନୂଆ କାହାଣୀ
ବାଧ୍ୟ କରିଛି ଚୁପ୍ ଚାପ୍ ଘରେ
ଗୋଟେ କୋଠରୀରେ ରହିବା ହେବୁ ।
#ସବୁଦିନ ପାଇଁ ହଜିଲାଡ଼ିନକୁ ମନେପକେଇ ଅଜିମଧ୍ୟ 😟
#deepsense 🥀🥀🥀
ତୁମେ ଦୁନିଆକୁ ଆଖି ଦେଖାଉଛ,
ମୁଁ ତୁମ ଆଖିକୁ ରହିଛି ଚାହିଁ ।
ତୁମ ଦୁନିଆରେ ଅନେକ ଭକତ,
ମୁଁ ତୁମ ଆଶୀର୍ବାଦ ପାଇବା ପାଇଁ ।
ଅନେକ ଦୂରରୁ ଆସୁଛନ୍ତି କିଏ,
ମୁଁ ତୁମ ପୂଜାରେ ନିମଗ୍ନ ଥାଇଁ ।
ସବୁ ଆସିର୍ବଦ ତାଙ୍କୁ ଦିଅ ପ୍ରଭୁ,
ମୁଁ ତୁମ ନିକଟରେ ରହିବା ଚାହେଁ,
ଜୀବନର ଦୀପ ଲିଭିବା ଯାଏଁ ।
#deepsense🥀🥀🥀
デビュタン…
社交界デビューする娘
(また🔰デビューを意味する仏語)
#DeepSense のデビュタンは
可愛いいアジさんとダンス❣️
私自身も
初ひとりぼっちで
#太田屋 さんデビュタン💕
心細かったけど
先輩方が温かく手伝って下さり
釣る事が出来ました‼️
🙌皆様に感謝です🙌
#エバーグリーン

The AI battle is heating up with DeepSense & OpenAI leading the charge. But here's the twist—Agentic AI is the future. It adapts, learns, and makes decisions on its own. 🔥 Forget basic models, we're talking next-level AI that runs the game.
Are you ready? #AI #DeepSense #OpenAI
The newest recording session - R4PLIF3 (Prod. Tomy)
#kingst0nmusic #recording #artists #makinglyrics #originaltrap #deepsense
Pre-birthday party! #Deepsense

➡️ #Deepsense, empresa de #Paterna especialista en desarrollo de Software, consigue el premio #DigitalTourist 👏🏻
Esta empresa del Parc Científic ha desarrollado el estudio de usos de la tarjeta turística y el comportamiento de los compradores.
https://t.co/4j2jvnPq2P
Jak wiecie, w zeszły czwartek 16.02 (#TłustyCzwartek) odbyło się spotkanie onsite w coworku @BLPoznan #Maraton w Poznaniu pt. "Biuro przyszłości - wyzwania i rozwiązania dla sektora IT" 💪 Załączamy kilka zdjęć z tego eventu! ☕️ #beetalents #businesslink #deepsense #obiekty

It's #graduation season! Congratulations to #DeepSense Alumni, Kaya & Mirerfan, for completing their MCS with @dalfcs!
And we have some grads on our team! Congrats to Mahbubur (MPA) and Sophie (BCom) from @DalManagement and Lucija (MSCom) from @LUSciComm!


Well-deserved victory at #ETBrandDisruption Awards 2022! @classmatebyitc & #Deepsense, you have won Silver Award under the 'Education' category. Many Congratulations👏
Last Seen Hashtags on Sotwe
エミルス
Seen from United States
ノブエイト
Seen from Japan
nolimit teenage
Seen from Germany
stripsearch
Seen from Korea
jerkinginpublic
Seen from Thailand
momson teenage*
Seen from Belgium
ควยคนหล่อ
Seen from Thailand
nsfwtwt
Seen from Turkey
HappyBangChanDay
Seen from France
türbanlızelal
Seen from Netherlands
Trends for you
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110M followers

Narendra Modi 
@narendramodi
107M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.3M followers

Taylor Swift 
@taylorswift13
81.2M followers

Lady Gaga 
@ladygaga
72.7M followers

Kim Kardashian 
@kimkardashian
69.6M followers

Virat Kohli 
@imvkohli
69.4M followers

YouTube 
@youtube
68.6M followers

Bill Gates 
@billgates
63.7M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.1M followers

CNN 
@cnn
61.9M followers

X 
@x
60.9M followers

Selena Gomez 
@selenagomez
60.4M followers















