Top Tweets for #DhamnagarAssemblyConstituency
ଦିବଂଗତ ଜନନେତା ସ୍ବର୍ଗତଃ ବିଷ୍ଣୁସେଠୀଙ୍କ ବିଧାୟକ ପାଣ୍ଠିରୁ ନୂତନ ଭାବେ ନିର୍ମିତ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ କ୍ଲବର ଶୁଭ ଉଦଘାଟନ ଉତ୍ସବରେ ଯୋଗଦାନ କରି ଉତ୍ସାହୀ ଯୁବବନ୍ଧୁ ଓ ଅଞ୍ଚଳବାସୀଙ୍କ ସହ ମିଶିବାର ଅବସର ପ୍ରାପ୍ତ କଲି ।
#dhamnagarmoparibar #dhamnagarassemblyconstituency
#dhamnagarmla

ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency #ServiceAtDoorstep #dhamnagarmoparibar

ଧାମନଗର ନିର୍ବାଚନ ମଣ୍ଡଳୀର ଖଡ଼ିପଦା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ଅବସରରେ ।
#dhamnagarassemblyconstituency #dhamnagarmoparibar #Dhamnagar

ଧାମନଗର ନିର୍ବାଚନ ମଣ୍ଡଳୀର ପାଳସାହି ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency #ServiceAtDoorstep #dhamnagarmoparibar

ଧାମନଗର ନିର୍ବାଚନ ମଣ୍ଡଳୀର ବୋଡକ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency
#ServiceAtDoorstep #dhamnagarmoparibar

"ଘରଟିଏ କରିବା ପାଇଁ ଗରିବ ପରିବାରଟିଏ ଦେଖିଥିବା ସ୍ବପ୍ନ ଯେମିତି ଭାଙ୍ଗି ନ ଯାଏ, ତାହାର ଉତ୍ତରଦାୟିତ୍ଵ ଏ ଧାମନଗର ସେବକର"
#dhamnagarmoparibar #PMAY #dhamnagarassemblyconstituency

ଅସୁରାଳି ସ୍ଥିତ ମାଆ ରଟନ୍ତିକାଳୀଙ୍କ ପୂଜା ମହୋତ୍ସବର ତୃତୀୟ ଦିବସରେ ମାଆଙ୍କ ଦର୍ଶନ କରି ଅଂଚଳବାସୀଙ୍କ ଶ୍ରୀ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି ।
#dhamnagarmoparibar #dhamnagarassemblyconstituency

ଧାମନଗର ନିର୍ବାଚନ ମଣ୍ଡଳୀର ରାଧାବଲ୍ଲଭପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency
#ServiceAtDoorstep #dhamnagarmoparibar

ଧାମନଗର ନିର୍ବାଚନ ମଣ୍ଡଳୀର ରାଧାବଲ୍ଲଭପୁର ପଞ୍ଚାୟତ ଷୋଳଗାଁ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ସମସ୍ୟା ସମ୍ବନ୍ଧରେ ଶିକ୍ଷକଙ୍କ ସହିତ ଆଲୋଚନା କରିବା ସହ ପିଲାମାନଙ୍କ ପାଠପଢା ଠିକ ଭାବରେ ଚାଲିଛି କି ନାହିଁ ମଧ୍ୟ ପଚାରି ବୁଝିଲି ।
#DhamnagarAssemblyConstituency
#ServiceAtDoorstep #dhamnagarmoparibar

ଧାମନଗର ନିର୍ବାଚନ ମଣ୍ଡଳୀର ବାରୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency #ServiceAtDoorstep #dhamnagarmoparibar

ଧାମନଗର ନିର୍ବାଚନ ମଣ୍ଡଳୀର ବାରୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency
#ServiceAtDoorstep #dhamnagarmoparibar

ଧାମନଗର ନିର୍ବାଚନ ମଣ୍ଡଳୀର ଖପରପଦା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଲି ।
#DhamnagarAssemblyConstituency #ServiceAtDoorstep #dhamnagarmoparibar

#ବିଜେଡି_ଷ୍ଟାର୍_ପ୍ରଚାରକ
ଘୋଷଣା ହେଲା ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଷ୍ଟାର୍ ପ୍ରଚାରକ ତାଲିକା ।
Congratulations to all #BJD_StarCampaigners💐🙏
#StarCampaigners #BijuJanataDalOdisha
#DhamnagarByeElection
#DhamnagarAssemblyConstituency #Odisha
@Naveen_Odisha @pranabpdas @bjd_odisha

Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





































