Top Tweets for #EarthAgainConference
#ସରିଲା_ଅଭିଯାନ_ସରିନାହିଁ_ଆନ୍ଦୋଳନ
ସମ୍ବାଦ ଗ୍ରୁପର ୬୦ଦିନିଆ ଅଭିଯାନ ସଫଳ । ଶେଷ ଦିନରେ ସାମିଲ ହୋଇ ଗଛ ଲଗାଇଲେ ମନ୍ତ୍ରୀ । ପରିବେଶ ସୁରକ୍ଷା ପାଇଁ ସରିନାହିଁ ଆନ୍ଦୋଳନ, ଆଗାମୀ ୧୨ ବର୍ଷ ଯାଏଁ ଚାଲିବ ଜନଜାଗରଣ । #PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow
#EarthAgainConference ~ with @KVSinghDeo1 Ji 🙏
Both embracing the heritage of #OdishaHandloom, sporting Pasapalli, symbolizing our shared commitment to tradition & sustainability.
His vision 4 agriculture & energy is truly inspiring. 🌿⚡️
#SustainableFuture #OdishaPride

ପୁନଶ୍ଚ ପୃଥିବୀ ଭଳି ବିଶାଳ ଜନ ସଚେତନତା କାର୍ଯ୍ୟକ୍ରମ ଆମକୁ ଉତ୍ସାହିତ କରୁଛି । ଏହା କେବଳ ଥରକରେ ନ ସୀମିତ ରହି ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୨ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ଆନ୍ଦୋଳନରେ ପରିଣତ କରିବୁ : ତନୟା ପଟ୍ଟନାୟକ, ସମ୍ବାଦ ସମ୍ପାଦକ
#PunaschaPruthibi #EarthAgainConference #KanakNews #Sambad
‘#ଜନ୍ମଦିନରେ_ବଡ଼_ଉପହାର’
ଗୋଟେ ଭଲ ଗଣମାଧ୍ୟମର ଦାୟିତ୍ୱ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା । ଲୋକଙ୍କୁ ସଚେତନ କରିବା ପାଇଁ ପୁନଶ୍ଚ ପୃଥିବୀ ଅଭିଯାନ ଆରମ୍ଭ ହୋଇଛି । ସାଧାରଣ ଲୋକଙ୍କ ଏନେଇ ସମର୍ଥନ ବି ରହିଛି : ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ ସମ୍ପାଦକ
#PunaschaPruthibi #EarthAgainConference #KanakNews #Sambad
‘#ଗଣମାଧ୍ୟମ_ଉପରୁ_ଲୋକଙ୍କ_ଭରସା_କମୁଛି’
ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଲେ ଦ ପ୍ରିଣ୍ଟ ଇଣ୍ତିଆର ଏଡିଟର ଇନ୍ ଚିଫ୍ ଏବଂ ଅଧ୍ୟକ୍ଷ ଶେଖର ଗୁପ୍ତା । ସେ କହିଛନ୍ତି, ଦିନକୁ ଦିନ ଗଣମାଧ୍ୟମ ଉପରେ ଲୋକଙ୍କ ଭରସା କମିବାରେ ଲାଗିଛି ।
#PunaschaPruthibi #EarthAgainConference #KanakNews #Sambad
'#କ୍ଲାଇମେଟ_ଚେଞ୍ଜ_ଉପରେ_ଟ୍ରେନିଂ_ଦରକାର'
ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ଲେଖକ ଦିନେଶ ଚନ୍ଦ୍ର ଶର୍ମା । ସେ କହିଛନ୍ତି, ବର୍ତ୍ତମାନ ସମୟରେ କ୍ଲାଇମେଟକୁ ନେଇ ମିଛ ଖବର ପ୍ରସାରଣ ହେଉଛି ।
#PunaschaPruthibi #ClimatePanchayat #EarthAgainConference #KanakNews #Sambad
ପୁନଶ୍ଚ ପୃଥିବୀ ମହାସମ୍ମିଳନୀରେ ରାଜ୍ୟପାଳ ସାମିଲ । ସବୁ ଜିଲ୍ଲାପାଳଙ୍କୁ କ୍ଲାଇମେଟ୍ ପଞ୍ଚାୟତ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ।
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad https://t.co/uqzFIT4Zbm
ଓଡ଼ିଆ ସମ୍ବାଦପତ୍ର ନ ବଞ୍ଚିଲେ ଓଡ଼ିଆ ଅସ୍ମିତାର ରକ୍ଷା ହୋଇପାରିବନାହିଁ: ସୌମ୍ୟରଞ୍ଜନ
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #UnitedForABetterFuture #KanakNews #Sambad @SoumyaSambad
https://t.co/KibwmKXPI5
ଐତିହ୍ୟ ସମ୍ପନ୍ନ ସମ୍ବାଦପତ୍ରଗୁଡ଼ିକ ପ୍ରକୃତ ସାମ୍ବାଦିକତାକୁ ବଞ୍ଚାଇ ରଖିଛନ୍ତି : ଶେଖର ଗୁପ୍ତା
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #UnitedForABetterFuture #KanakNews #Sambad
https://t.co/ZDGxBTHMRq
At the "Youth and Climate - Shaping the Future" session, Ms Deepsha Dhal, Ms Jennifer Larson and Mrs Karuna Singh honored The Earth Again Conference with the powerful notion that the world is safe in the hands of the youth.
#EarthAgainConference @sambad_odisha

ସମ୍ବାଦ ଓ କନକ ନ୍ୟୁଜର ବାର୍ଷିକ ଉତ୍ସବରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଲେ ବରିଷ୍ଠ ସାମ୍ବାଦିକ ଓ ଲେଖକ @dineshcsharma । କ୍ଲାଇମେଟ ପଞ୍ଚାୟତକୁ କଲେ ପ୍ରଶଂସା । କହିଲେ, ଏହା ଏକ ଅଭିନବ ପଦକ୍ଷେପ । ଏହାକୁ ନିରନ୍ତର ଜାରି ରଖିବାକୁ ପଡିବ ।
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

Hon'ble Governor Raghubar Das highlighted 'Punascha Pruthibi' initiative's potential to combat climate change. Sri Kanak Vardhan Singh Deo and Sri Suresh Pujari stressed that climate protection must not be compromised for development.
@sambad_odisha #EarthAgainConference

ଶିଳ୍ପପତିମାନେ ଯେଉଁଭଳି ଭାବେ ଖବର କାଗଜ ଓ ଟିଭି ଚ୍ୟାନେଲକୁ ଦଖଲ କରୁଛନ୍ତି, ଏହା ମିଡିଆ କ୍ଷେତ୍ର ପାଇଁ ବଡ ବିପଦ: ଶେଖର ଗୁପ୍ତା, ଦ ପ୍ରିଣ୍ଟ୍ ଏଡିଟର ଇନ୍ ଚିଫ୍ ଏବଂ ଅଧ୍ୟକ୍ଷ
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad @ShekharGupta
ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଲେ @ThePrintIndia ଏଡିଟର ଇନ୍ ଚିଫ୍ ଏବଂ ଅଧ୍ୟକ୍ଷ @ShekharGupta । କହିଲେ, ସାଇନ୍ସକୁ ବୁଝି ନପାରିଲେ ତମେ ପରିବେଶକୁ ବୁଝିପାରିବନି । କାରଣ ବିଜ୍ଞାନ ଓ ପରିବେଶ ପରସ୍ପର ସହ ଜଡିତ ।
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ତୃତୀୟ ଦିନରେ ଯୋଗଦେଲେ ‘ଦ ପ୍ରିଣ୍ଟ୍’ର ମୁଖ୍ୟ ସମ୍ପାଦକ ତଥା ଚେୟାରମ୍ୟାନ୍ ଶେଖର ଗୁପ୍ତା ଏବଂ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଦିନେଶ ଚନ୍ଦ୍ର ଶର୍ମା।
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #UnitedForABetterFuture #KanakNews #Sambad @ShekharGupta @dineshcsharma

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦଯାପନୀ ଉତ୍ସବରେ ସାମିଲ ହେଲେ @ThePrintIndia ଏଡିଟର ଇନ୍ ଚିଫ୍ ତଥା ଅଧ୍ୟକ୍ଷ @ShekharGupta ଏବଂ ବରିଷ୍ଠ ସାମ୍ବାଦିକ ତଥା ଲେଖକ @dineshcsharma । ଗଛରେ ଜଳଦାନ କଲେ, ସମ୍ବର୍ଦ୍ଧିତ ହେଲେ ।
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ତୃତୀୟ ଦିନରେ ଯୋଗଦେଲେ ଆର୍ଥ ଡେ ନେଟୱର୍କର ଆଞ୍ଚଳିକ ନିର୍ଦ୍ଦେଶିକା କରୁଣା ସିଂ ଏବଂ ହାଇଦ୍ରାବାଦସ୍ଥିତ ଆମେରିକାର କନସୁଲ ଜେନେରାଲ ଜେନିଫର ଲାର୍ସନ।
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #UnitedForABetterFuture #KanakNews #Sambad

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ତୃତୀୟ ଦିନ, କିଛି ବିଶେଷ ମୁହୂର୍ତ୍ତ...
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

ନିଜ ପାଇଁ ହିଁ ଚିନ୍ତା କରନ୍ତୁ, ଭବିଷ୍ୟତର ପିଢ଼ି ପାଇଁ ଚିନ୍ତା କରୁଛନ୍ତି ବୋଲି ଭାବନ୍ତୁ ନାହିଁ: କରୁଣା ସିଂହ
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #UnitedForABetterFuture #KanakNews #Sambad
https://t.co/hdHVhw99FI
ପୁନଶ୍ଚ ପୃଥିବୀ ଅଭିଯାନ ଏବେ ଆନ୍ଦୋଳନରେ ପରିଣତ ହୋଇଛି, ଗାଁଠୁ ସହରୀ ଲୋକ ଏବଂ ଶିଳ୍ପପତିଙ୍କଠୁ ଆରମ୍ଭ କରି ସରକାରଙ୍କୁ ଏଥିରେ ସାମିଲ କରିବା ଏକ ପ୍ରଶଂସନୀୟ ଉଦ୍ୟମ- ହାଇଦ୍ରାବାଦସ୍ଥିତ ଆମେରିକାର କନସୁଲ ଜେନେରାଲ
@USCGHyderabad
#PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

Last Seen Hashtags on Sotwe
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.1M followers

Narendra Modi 
@narendramodi
107M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.4M followers

Taylor Swift 
@taylorswift13
81.2M followers

Lady Gaga 
@ladygaga
72.8M followers

Kim Kardashian 
@kimkardashian
69.7M followers

Virat Kohli 
@imvkohli
69.5M followers

YouTube 
@youtube
68.7M followers

Bill Gates 
@billgates
63.7M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.2M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.5M followers




















