Top Tweets for #ElectionUpdatesWithZEEOdisha
ପାଟନା: ସାହିବ ବିଧାନସଭା କ୍ଷେତ୍ରର ରାଜକୀୟ କନ୍ୟା ମାଧ୍ୟମିକ ବିଦ୍ୟାଳୟର ୩୨୬ ନମ୍ୱର ବୁଥରେ ମତାଅଧିକାର ସାବ୍ୟସ୍ତ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
#ElectionUpdatesWithZEEOdisha #AbkiBaarKiskiSarkar #VotingRound7
#LokSabhaElections2019

ବିହାରର ପାଟଳିପୁତ୍ର ଲୋକସଭା କ୍ଷେତ୍ରରେ ମତାଅଧିକାର ସାବ୍ୟସ୍ତ କଲେ ବିଜେପି ନେତା ରାମ କ୍ରିପାଲ ଯାଦବ । #ElectionUpdatesWithZEEOdisha #AbkiBaarKiskiSarkar #VotingRound7
#LokSabhaElections2019

ରାଜ୍ୟରେ ୩୪ଟି ବୁଥ୍ରେ ଚଲିଛି ସାନି ମତଦାନ । ଆଠଗଡ ୧୩୭ ନମ୍ୱର ୧୩୮ନମ୍ୱର ବୁଥ୍ ଆଗରେ ଉତ୍ତେଜନା । ପୋଲିସ ଓ ଉତ୍ତେଜନାକାରୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି । ବୁଥ୍ ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । #ElectionUpdatesWithZEEOdisha #OdishaElection2019 #AbkiBaarKiskiSarkar #VotingRound7

ମଧ୍ୟ ପ୍ରଦେଶର ଇନ୍ଦୋର୍ ମତଦାନ କେନ୍ଦ୍ରରେ ମତାଅଧିକାର ସାବ୍ୟସ୍ତ କଲେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । #ElectionUpdatesWithZEEOdisha #AbkiBaarKiskiSarkar #VotingRound7
#LokSabhaElections2019

ବିଶୃଙ୍ଖଳା, ବୁଥ୍ ରିଗିଂ ଓ ଇଭିଏମ୍ ତ୍ରୁଟି ଅଭିଯୋଗ ପାଇଁ ରାଜ୍ୟରେ ୩୪ଟି ବୁଥରେ ପନର୍ବାର ହେଉଛି ମତଦାନ । ୧୮୭ ନମ୍ବର ବୁଥରେ ମତଦାନ ଆରମ୍ଭ । ୧୮୯ ନମ୍ବର ବୁଥରେ ଇଭିଏମ୍ ତ୍ରୁଟି ପାଇଁ ମତଦାନ ଆରମ୍ଭ ହୋଇ ପାରିନାହିଁ ।#ElectionUpdatesWithZEEOdisha #OdishaElection2019 #AbkiBaarKiskiSarkar #VotingRound7

ରାଜ୍ୟରେ ୩୪ଟି ବୁଥ୍ରେ ଆଜି ସାନି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ଏହି ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ବିଶୃଙ୍ଖଳା, ବୁଥ୍ ରିଗିଂ ଓ ଇଭିଏମ୍ ତ୍ରୁଟି ଅଭିଯୋଗ ପାଇଁ ପନର୍ବାର ହେଉଛି ମତଦାନ । #ElectionUpdatesWithZEEOdisha #OdishaElection2019 #AbkiBaarKiskiSarkar #VotingRound7

#GeneralElections2019 | ମେ ୨୩ରେ ଭୋଟ ଗଣତିକୁ ନେଇ ସମସ୍ତଙ୍କ ମନେର ଛନକା ପଶିଛି, ଅନ୍ୟପଟେ କ୍ଷମତାକୁ ଆସି ପାରିବୁ ନାହିଁ ବୋଲି ହାତ ଟେକିସାରିଲାଣି କଂଗ୍ରେସ ।
#ElectionUpdatesWithZEEOdisha
#OdishaElection2019
@BJP4Odisha @bjd_odisha @INCOdisha
@NPatnaikOdisha @dpradhanbjp @Naveen_Odisha
#GeneralElections2019 | ୩୪ଟି ବୁଥରେ ହେବ ସାନି ମତଦାନ, ଏନେଇ କିପରି ରହିଛି ପ୍ରସ୍ତୁତି । ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ ।
#ElectionUpdatesWithZEEOdisha
#OdishaElection2019
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers

