Top Tweets for #ElectionWithSambad
ସରକାରୀ ନିର୍ବାଚନ ଆୟୋଗର ଟ୍ରେଣ୍ଡ ଅନୁଯାୟୀ ବିଜେପି ୯ଟି ଆସନରେ , ଜେଡିୟୁ ଏବଂ ଆରଜେଡି ପ୍ରତ୍ୟେକ ୫ଟି ଲେଖାଏଁ ଆସନରେ ଆଗୁଆ ରହିଥିବାବେଳେ , କଂଗ୍ରେସ ୩ଟି ଆସନରେ ଏବଂ ବିକାଶଶୀଳ ଇନସାନ ପାର୍ଟି ୧ଟି ଆସନରେ ଆଗୁଆ ରହିଛି।
#ElectionWithSambad #BiharByElection2020 #BiharElectionResults2020 #Sambad
୮ଟି ଆସନରେ ବିଜେପି, ୩ଟି ଆସନରେ ଜେଡିୟୁ ଏବଂ ଆରଜେଡି, ଗୋଟିଏ ଲେଖାଏଁ ଆସନରେ କଂଗ୍ରେସ ଏବଂ ବିକାଶଶୀଳ ଇନସାନ ପାର୍ଟି ରହିଛି ଆଗୁଆ
#ElectionWithSambad #BiharByElection2020 #BiharElectionResults2020 #Sambad

ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନର ଅର୍ଦ୍ଧଶତକ
କିଏ ହେବ ବିହାରରେ ବାଜିଗର? ପ୍ରାରମ୍ଭିକ ଟ୍ରେଣ୍ଡରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ । ୧୦୮ ଆସନରୁ ୬୮ରେ ମହାଗଠବନ୍ଧନ ଆଗୁଆ, ନୀତିଶଙ୍କୁ କଡା ଝଟକା । ମାତ୍ର ୩୬ ଆସନରେ ଆଗୁଆ ରହିଛି ଏନଡିଏ । #ElectionWithSambad #BiharByElection2020 #BiharElectionResults2020

ବିହାରରେ ମ୍ୟାଜିକ ଦେଖାଉଛି ମହାଗଠବନ୍ଧନ
ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ଆଗୁଆ । ୭୫ ଆସନରୁ ୫୦ ଆସନରେ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ଆଗୁଆ ଥିବା ବେଳେ ୨୩ ଆସନରେ ଏନଡିଏ ଆଗୁଆ । ମାତ୍ର ୨ ଆସନରେ ଅନ୍ୟାନ୍ୟ ଦଳ ଆଗୁଆ ରହିଛି ।
#ElectionWithSambad #Bihar #BiharElectionResults #BiharElections2020 #Sambad

ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ । ବିହାରରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଏନଡିଏ ଓ ମହାଗଠବନ୍ଧନକୁ ୧୦ ଲେଖାଏଁ ଆସନରେ ଆଗୁଆ । #ElectionWithSambad #BiharElectionResults #BiharElection2020 #Sambad

ବାଲେଶ୍ୱରରେ ଆରମ୍ଭ ହେଲା ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ, ବାଲେଶ୍ୱରରେ ୧୬୩୧ଟି ପୋଷ୍ଟାଲ ବାଲାଟ ରହିଛି । #ElectionWithSambad #Odisha #Baleswar #ByElection #Odisha

୮ଟା ବାଜିଲା, ଭୋଟ ଗଣତି ଆରମ୍ଭ ହେଲା । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ଖୋଲିବ ଇଭିଏମ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି । #ElectionWithSambad #Bihar #Baleswar #Tirtol #ByElection2020

ଇଣ୍ଡିଆ ଟୁଡେ ଏଗଜିଟ୍ ପୋଲରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିହାରବାସୀଙ୍କ ପ୍ରଥମ ପସନ୍ଦ ତେଜସ୍ୱୀ ଯାଦବ । ତେଜସ୍ୱୀଙ୍କୁ ୪୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପସନ୍ଦ କରୁଥିବା ବେଳେ ନୀତିଶଙ୍କୁ ୩୫ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । #ElectionWithSambad #Bihar #BiharElectionResults #BiharElection2020

ବିହାରରେ ନରେନ୍ଦ୍ର ମୋଦୀ, ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ପାଇଁ ବଡ଼ ପରୀକ୍ଷା । କୋଭିଡ ସମୟରେ କାହାକୁ ବାଛିବେ ଜନତା, ସକାଳ ୮ଟାରେ ଆରମ୍ଭ ହେବ ଭୋଟ ଗଣତି । ସର୍ଭେ ରିପୋର୍ଟରେ ମହାଗଠବନ୍ଧନକୁ ମିଳିଛି ବହୁମତ । #ElectionWithSambad
#BiharElection2020 #BiharElections2020 #BiharElectionResults #Sambad

ଏନଡିଏର ନେତା ନିର୍ବାଚିତ ହେଲେ ମୋଦି । ସେପଟେ ଓଡିଶାର ବିଜୟୀ ସାଂସଦ ଭେଟିଲେ ମୋଦିଙ୍କୁ #ElectionWithSambad #Election2019 #Politics #NarendraModi
ପରାଜୟକୁ ନେଇ ମୁହଁ ଖୋଲିଲେ ମହେଶ୍ୱର । କହିଲେ, ତିନୋଟି କାରଣ ପାଇଁ ନିର୍ବାଚନରେ ହାରିଗଲି, ମୋ ପ୍ରତି ବିଶ୍ୱାସଘାତକ ହୋଇଛି #ElectionWithSambad #Election2019Results #OdishaElection2019 #Puri #MaheswarMohanty
କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପ୍ରସ୍ତାବକୁ ଖଣ୍ଡନ କଲା ସିଡବ୍ଲ୍ୟୁସି ।ସୁରଜେୱାଲା କହିଲେ, ଏହା ମିଥ୍ୟା ଖବର #ElectionWithSambad #Election2019Results #LokSabhaElectionResults2019 #RahulGandhi
ଆଜି ବସୁଛି ବିଜେପି ସଂସଦୀୟ ଦଳ ଏବଂ ଏନଡିଏ ବୈଠକ । ଏନଡିଏ ସାଂସଦଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ଦିଆଯିବ ମାର୍ଗଦର୍ଶନ #ElectionWithSambad #Election2019Results #LokSabhaElectionResults2019 #NDA
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇସ୍ତଫା ପତ୍ର ଦେବା ପରେ ଦେଶବାସୀଙ୍କ ପାଇଁ ମୋଦିଙ୍କ ବାର୍ତା । ଟୁଇଟ୍ କରି କହିଲେ, ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ହେବ ପୂରଣ #ElectionWithSambad #Election2019 #NarendraModi
କଂଗ୍ରେସ ପାଇଁ ବ୍ୟାଡଲକ୍ ସାଜିଲେ ପ୍ରିୟଙ୍କା ଗାନ୍ଧୀ ! ଯେଉଁ ଯେଉଁ ସ୍ଥାନରେ ପ୍ରିୟଙ୍କା କଲେ ପ୍ରଚାର , ସେହି ସେହି ସ୍ଥାନରେ ହାରିଲା କଂଗ୍ରେସ #LokSabhaElections2019 … #ElectionResults2019 #ElectionWithSambad #PriyankaGandhi

୫୪୧ ସିଟର ଫଳାଫଳ ହେଲା ଘୋଷଣା ! ଗୋଟିଏ ସିଟର ଫଳାଫଳ ଆସିବାକୁ ବାକି #ElectionWithSambad #OdishaElections2019 #LokSabhaElections2019

ପ୍ରଚଣ୍ଡ ବିଜୟ ପରେ ଯୋଶୀ-ଆଡଭାନୀଙ୍କ ସହ ସାକ୍ଷାତ କଲେ ମୋଦି ଏବଂ ଶାହ ! ବିଜେପି ପୁରୁଖାଙ୍କ ପାଦ ଛୁଇଁ କଲେ ପ୍ରଣାମ #LokSabhaElections2019 #ElectionResults2019 #ElectionWithSambad #BJP
ରାହୁଲ ଗାନ୍ଧୀଙ୍କ ପରାଜୟ ଉପରେ ପାଟି ଖୋଲିଲେ ମେନକା ଗାନ୍ଧୀ ! କହିଲେ , ପିଲାଙ୍କ ଖେଳ ନୁହେଁ ରାଜନୀତି #LokSabhaElections2019 #ElectionResults2019 #ElectionWithSambad #RahulGandhi #ManekaGandhi

ସଭାପତି ପଦରୁ ଇସ୍ତଫା ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ : "ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଲୋକ ଗ୍ରହଣ କରିଥିବାରୁ ଲୋକଙ୍କୁ ଧନ୍ୟବାଦ । ଯେଉଁମାନେ ମତେ ହରାଇଛନ୍ତି ତାଙ୍କୁ ଶୁଭେଚ୍ଛା ଦେଉଛି । କଂଗ୍ରେସ କର୍ମୀ ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଉଛି" #ElectionWithsambad #NiranjanPatnaik #Conress

ଆଡଭାନୀଙ୍କୁ ଭେଟି ଆଶିର୍ବାଦ ନେବା ପରେ ପୁରୁଖା ନେତା ମୁରଲୀ ମନୋହର ଯୋଶୀଙ୍କୁ ଭେଟିବାକୁ ପହଂଚିଲେ ମୋଦି ଏବଂ ଶାହ #LokSabhaElections2019 #ElectionResults2019 #ElectionWithSambad #BJP

Last Seen Hashtags on Sotwe
flaiteculiando
Seen from Portugal
uflashtv((((()))))****** filter:videos
talkingisalifeline
Seen from United States
wavebarboracay
Seen from United States
irlsubmission
Seen from United States
nolimit(s)()+filter:native_video
Seen from France
ethiopianporn
Seen from France
vívid17
Seen from United States
AlexisFawx
Seen from United Arab Emirates
findompaypig
Seen from Korea
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
