Top Tweets for #ElephantFear
ଉଦଳା ରେଞ୍ଜ ଡିମ୍ବଗଡ଼ିଆ ଗାଁରେ ଦନ୍ତା ଆତଙ୍କ.. ସ୍ଥାନୀୟଲୋକ ଭୟଭୀତ.. ହାତୀଟି ବେଗୁନିଡହା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ରହିଛି...
#Udala #ElephantFear #Odisha #OTV
#ଶିଖରଚଣ୍ଡୀ_ପାହାଡ଼ରେ_ହାତୀ_ଉପଦ୍ରବ
ଶିଖରଚଣ୍ଡୀରେ ଦନ୍ତା ହାତୀର ଉପଦ୍ରବ। ଗତକାଲି ରାତିରୁ ଦୁଇଟି ଦନ୍ତା ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। ତେବେ ଏଥିପାଇଁ ବନ ବିଭାଗ ପକ୍ଷରୁ ଟ୍ରାକିଂ ଆରମ୍ଭ ହୋଇଛି ।
#Bhubaneswar #ShikharChandi #WildElephant #ElephantFear #Odisha #ArgusNews
ସାବଧାନ... ଶିଖରଚଣ୍ଡୀରେ ବୁଲୁଛନ୍ତି ଦୁଇଟି ଦନ୍ତା
#PrameyaNews7 #ElephantFear #elephant #OdishaNews #Sikharchandi
https://t.co/6QW58wEePg
ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ...୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି... ଜନବସତି ମୁହାଁ ନହେବା ଲାଗି ବନ ବିଭାଗର ପାଟ୍ରୋଲିଂ
#Bhubaneswar #ShikharChandi #WildElephant #ElephantFear #OTV
ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ...୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି... ଜନବସତି ମୁହାଁ ନହେବା ଲାଗି ବନ ବିଭାଗର ପାଟ୍ରୋଲିଂ
#Bhubaneswar #ShikharChandi #WildElephant #ElephantFear #OTV
ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାର ଉପଦ୍ରବ, ଭାଙ୍ଗିଲା ଘର, ଖାଇଗଲା ଧାନଚାଉଳ https://t.co/cfelM1m00N
#PrameyaNews7 #ElephantFear #housedestroy #paddydestroy
ବଡ଼ବିଲ ବିଲେଇପଦା ଅଂଚଳରେ ହାତୀ ଉପଦ୍ରବ.. କାଟାମାଟି ଜଙ୍ଗଲରେ ପଶିଲେ ୨୬ଟି ହାତୀ .. ହାତୀ ପଲରେ ରହିଛନ୍ତି ୬ ଦନ୍ତା ଓ ୮ ଛୁଆ ହାତୀ ..ହାତୀ ପଲ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ
#Champua #ElephantFear #Odisha #OTV
ବିଳମ୍ବିତ ରାତିରେ ମାତିଲା ଗୋଠ ଛଡା ଦନ୍ତା, କାନ୍ଥ ତଳେ ଚାପିହୋଇ ୨ ବର୍ଷର ଶିଶୁ ମୃତ https://t.co/kmgzNSJ64i
#PrameyaNews7 #ElephantFear #ChildDeaths #balesore
କାମାକ୍ଷାନଗରରେ ହାତୀ ଆତଙ୍କ, ଭୟଭୀତ ଅବସ୍ଥାରେ ଗାଁ ଲୋକ
#Kamakhyanagr #Elephant #ElephantFear #Odisha #knewsodisha
ବଣାଇ ତାମଡ଼ା ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଆତଙ୍କ... ୧୦ ଦିନ ହେବ ଘର ପାଖ ଗାଁ ଜମିରେ ବୁଲୁଚନ୍ତି ହାତୀପଲ...ସନ୍ଧ୍ୟା ହେଲେ ଘରେ ଘରେ ପଡୁଛି ତାଟିକବାଟ
#ElephantFear #HumanElephantConflict #Bonai #TamraRange #OTV
ଦିଗପହଣ୍ଡି ଅଞ୍ଚଳରେ ହାତୀ ଉପଦ୍ରବ, ରାତିରେ ପଶି ଦଳି ଚାଲିଗଲେ ଫସଲ https://t.co/Jutv6itQFe
#PrameyaNews7 #ElephantFear #digapahandi #Ganjamdistrict
#୨_ଜଣଙ୍କୁ_ମାରିଦେଲା_ହାତୀ
-କୁଚିଣ୍ଡା: ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଦେଲା ହାତୀ
-ଧାନ ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ
-ବାମରା ବନଖଣ୍ଡ ବଡ଼ରମା ରେଞ୍ଜ କୁତବ ଜଙ୍ଗଲରେ ହାତୀ ଆକ୍ରମଣରେ ୨ମୃତ
-ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି
#ElephantAttack #ElephantFear #PrameyaNews7 #BreakingNews
#ଧାନ_ବିଲରେ_୨_ଜଣଙ୍କୁ_ଦଳିଦେଲା_ହାତୀ
କୁଚିଣ୍ଡା: ଧାନ ବିଲରେ ୨ ଜଣଙ୍କୁ ଦଳି ମାରିଲା ହାତୀ
ବାମରା ବନଖଣ୍ଡ ବଡ଼ରମା ରେଞ୍ଜ କୁତବ ଜଙ୍ଗଲରେ ହାତୀ ଆତଙ୍କ
୨ ମୃତକ କୁତବ ଗାଁର ହୋଇଥିବା ସୂଚନା
#2Death #ElephantAttack #ElephantFear #ArgusNews

#୨_ଜଣଙ୍କୁ_ଦଳି_ମାରିଦେଲା_ହାତୀ
-କୁଚିଣ୍ଡା: ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଦେଲା ହାତୀ
-ଫସଲ ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର
-ବାମରା ବନଖଣ୍ଡ ବଡ଼ରମା ରେଞ୍ଜ କୁତବ ଜଙ୍ଗଲରେ ଦଳିଦେଲା
#2Death #ElephantAttack #ElephantFear #OTV

କେନ୍ଦୁଝର ଜିଲ୍ଲାର ଦେଓବନ୍ଧ ଅଞ୍ଚଳରେ ଚାଷୀଙ୍କ ନିଦ ହଜାଉଛନ୍ତି ୩୨ ଟିକିଆ ହାତୀପଲ
#Keonjhar #OdishaNews #ElephantFear
ଅନାବଶ୍ୟକ ଭାବେ ଭିଡ଼ ଜମାଇ ହାତୀଙ୍କୁ ବିରକ୍ତ କରୁଛନ୍ତି ଲୋକେ...ଫଳର ଜନବସତି ମୁହାଁ ହେଉଛନ୍ତି ହାତୀ
#Keonjhar #OdishaNews #ElephantFear
ବୌଦ୍ଧ ବନାଞ୍ଚଳ ବହିରା ସେକ୍ସନ ଡମ୍ବରୁଗଡ଼ ଜଙ୍ଗଲରେ ବୁଲୁଛନ୍ତି ୮ ଟିକିଆ ହାତୀ ପଲ
#Elephant
#Odisha
#ElephantFear
କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଗ୍ରାମରେ ୩୦ ଟିକିଆ ହାତୀପଲଙ୍କ ଉତ୍ପାତ
#elephant
#Odisha
#ElephantFear
#Keonjhar
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.6M followers

Bill Gates 
@billgates
64.9M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers




