Top Tweets for #Elephantfear
-ବ୍ୟାପକ ପନିପରିବା ଫସଲ ଖାଇ ନଷ୍ଟ କରିଛି
-ହାତୀଟି ବହୁ ସମୟ ଧରି ମୁଖ୍ୟ ରାସ୍ତା ଉପରେ ବୁଲିଲା
-ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ, ସ୍ଥାନୀୟ ଲୋକ ଓ ପଥିକଙ୍କ ମଧ୍ୟରେ ଭୟର ବାତାବରଣ
-ପରେ ହାତୀଟି ଏକ ପୋଖରୀ ଭିତରେ କରିଥିଲା ଜଳ କ୍ରୀଡ଼ା
#Athagarh #TuskerTerror #ElephantFear #odishanewsepaper

#ଆତଙ୍କ_ଖେଳାଇଲା_ଗୋଠଛଡ଼ା_ଦନ୍ତା
-ଆଠଗଡ଼ ବନାଞ୍ଚଳ ତିଗିରିଆ ସେକ୍ସନ ଅନ୍ତର୍ଗତ ସୋରିଷପାଳ ସଂରକ୍ଷିତ ଜଙ୍ଗଲରୁ ଚାଲିଆସିଛି
-ହାତୀଟି ପାଞ୍ଚଗାଁ, ନୂଆସଡ଼କ ନିକଟରେ ଆତଙ୍କ ଖେଳାଇଛି
-ନୂଆସଡ଼କ-ଗୋଡ଼ିଝରିଆ ରାସ୍ତାର କଲମୀ ବଗିଚା ନିକଟରେ ହାତୀର ଆତଙ୍କ
#Athagarh #TuskerTerror #ElephantFear #odishanewsepaper

ଚମ୍ପୁଆରେ ୨୫ ଟିକିଆ ହାତୀପଲଙ୍କ ଆତଙ୍କ; ଘର ଭାଙ୍ଗିଲେ, ଧାନ-ଚାଉଳ ଖାଇଲେ...ମନ୍ଦିର ପାଚେରୀ ବି ଛାଡ଼ିଲେନି ହାତୀପଲ
#Keonjhar
#Joda
#ElephantFear
#Odisha
#odishanewsepaper

ଉଦଳା ରେଞ୍ଜ ଡିମ୍ବଗଡ଼ିଆ ଗାଁରେ ଦନ୍ତା ଆତଙ୍କ.. ସ୍ଥାନୀୟଲୋକ ଭୟଭୀତ.. ହାତୀଟି ବେଗୁନିଡହା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ରହିଛି...
#Udala #ElephantFear #Odisha #OTV
#ଶିଖରଚଣ୍ଡୀ_ପାହାଡ଼ରେ_ହାତୀ_ଉପଦ୍ରବ
ଶିଖରଚଣ୍ଡୀରେ ଦନ୍ତା ହାତୀର ଉପଦ୍ରବ। ଗତକାଲି ରାତିରୁ ଦୁଇଟି ଦନ୍ତା ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। ତେବେ ଏଥିପାଇଁ ବନ ବିଭାଗ ପକ୍ଷରୁ ଟ୍ରାକିଂ ଆରମ୍ଭ ହୋଇଛି ।
#Bhubaneswar #ShikharChandi #WildElephant #ElephantFear #Odisha #ArgusNews
ସାବଧାନ... ଶିଖରଚଣ୍ଡୀରେ ବୁଲୁଛନ୍ତି ଦୁଇଟି ଦନ୍ତା
#PrameyaNews7 #ElephantFear #elephant #OdishaNews #Sikharchandi
https://t.co/6QW58wEePg
ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ...୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି... ଜନବସତି ମୁହାଁ ନହେବା ଲାଗି ବନ ବିଭାଗର ପାଟ୍ରୋଲିଂ
#Bhubaneswar #ShikharChandi #WildElephant #ElephantFear #OTV
ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ...୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି... ଜନବସତି ମୁହାଁ ନହେବା ଲାଗି ବନ ବିଭାଗର ପାଟ୍ରୋଲିଂ
#Bhubaneswar #ShikharChandi #WildElephant #ElephantFear #OTV
ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାର ଉପଦ୍ରବ, ଭାଙ୍ଗିଲା ଘର, ଖାଇଗଲା ଧାନଚାଉଳ https://t.co/cfelM1m00N
#PrameyaNews7 #ElephantFear #housedestroy #paddydestroy
ବଡ଼ବିଲ ବିଲେଇପଦା ଅଂଚଳରେ ହାତୀ ଉପଦ୍ରବ.. କାଟାମାଟି ଜଙ୍ଗଲରେ ପଶିଲେ ୨୬ଟି ହାତୀ .. ହାତୀ ପଲରେ ରହିଛନ୍ତି ୬ ଦନ୍ତା ଓ ୮ ଛୁଆ ହାତୀ ..ହାତୀ ପଲ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ
#Champua #ElephantFear #Odisha #OTV
ବିଳମ୍ବିତ ରାତିରେ ମାତିଲା ଗୋଠ ଛଡା ଦନ୍ତା, କାନ୍ଥ ତଳେ ଚାପିହୋଇ ୨ ବର୍ଷର ଶିଶୁ ମୃତ https://t.co/kmgzNSJ64i
#PrameyaNews7 #ElephantFear #ChildDeaths #balesore
କାମାକ୍ଷାନଗରରେ ହାତୀ ଆତଙ୍କ, ଭୟଭୀତ ଅବସ୍ଥାରେ ଗାଁ ଲୋକ
#Kamakhyanagr #Elephant #ElephantFear #Odisha #knewsodisha
ବଣାଇ ତାମଡ଼ା ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଆତଙ୍କ... ୧୦ ଦିନ ହେବ ଘର ପାଖ ଗାଁ ଜମିରେ ବୁଲୁଚନ୍ତି ହାତୀପଲ...ସନ୍ଧ୍ୟା ହେଲେ ଘରେ ଘରେ ପଡୁଛି ତାଟିକବାଟ
#ElephantFear #HumanElephantConflict #Bonai #TamraRange #OTV
ଦିଗପହଣ୍ଡି ଅଞ୍ଚଳରେ ହାତୀ ଉପଦ୍ରବ, ରାତିରେ ପଶି ଦଳି ଚାଲିଗଲେ ଫସଲ https://t.co/Jutv6itQFe
#PrameyaNews7 #ElephantFear #digapahandi #Ganjamdistrict
#୨_ଜଣଙ୍କୁ_ମାରିଦେଲା_ହାତୀ
-କୁଚିଣ୍ଡା: ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଦେଲା ହାତୀ
-ଧାନ ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ
-ବାମରା ବନଖଣ୍ଡ ବଡ଼ରମା ରେଞ୍ଜ କୁତବ ଜଙ୍ଗଲରେ ହାତୀ ଆକ୍ରମଣରେ ୨ମୃତ
-ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି
#ElephantAttack #ElephantFear #PrameyaNews7 #BreakingNews
#ଧାନ_ବିଲରେ_୨_ଜଣଙ୍କୁ_ଦଳିଦେଲା_ହାତୀ
କୁଚିଣ୍ଡା: ଧାନ ବିଲରେ ୨ ଜଣଙ୍କୁ ଦଳି ମାରିଲା ହାତୀ
ବାମରା ବନଖଣ୍ଡ ବଡ଼ରମା ରେଞ୍ଜ କୁତବ ଜଙ୍ଗଲରେ ହାତୀ ଆତଙ୍କ
୨ ମୃତକ କୁତବ ଗାଁର ହୋଇଥିବା ସୂଚନା
#2Death #ElephantAttack #ElephantFear #ArgusNews

#୨_ଜଣଙ୍କୁ_ଦଳି_ମାରିଦେଲା_ହାତୀ
-କୁଚିଣ୍ଡା: ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଦେଲା ହାତୀ
-ଫସଲ ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର
-ବାମରା ବନଖଣ୍ଡ ବଡ଼ରମା ରେଞ୍ଜ କୁତବ ଜଙ୍ଗଲରେ ଦଳିଦେଲା
#2Death #ElephantAttack #ElephantFear #OTV

କେନ୍ଦୁଝର ଜିଲ୍ଲାର ଦେଓବନ୍ଧ ଅଞ୍ଚଳରେ ଚାଷୀଙ୍କ ନିଦ ହଜାଉଛନ୍ତି ୩୨ ଟିକିଆ ହାତୀପଲ
#Keonjhar #OdishaNews #ElephantFear
ଅନାବଶ୍ୟକ ଭାବେ ଭିଡ଼ ଜମାଇ ହାତୀଙ୍କୁ ବିରକ୍ତ କରୁଛନ୍ତି ଲୋକେ...ଫଳର ଜନବସତି ମୁହାଁ ହେଉଛନ୍ତି ହାତୀ
#Keonjhar #OdishaNews #ElephantFear
Last Seen Hashtags on Sotwe
graciebon leak
Seen from New Zealand
morrocanbath
Seen from Saudi Arabia
DefKad
Seen from Turkey
supermandefeated
Seen from Australia
pasutri
Seen from Indonesia
Asmrtingles
Seen from United States
HotwifeCDMX
Seen from Denmark
vengodelpasado
Seen from United States
loviassumi
Seen from Netherlands
SmokinThePurplishLeaf
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers










