Top Tweets for #Explosiveloot
ओडिशा विस्फोटक लूट मामला, मामले में 11 नक्सलियों प��� चार्जशीट दायर
#Odisha #ExplosiveLoot #NaxalCase #ChargeSheetFiled #CrimeNews
#LawAndOrder #BreakingNews #PoliceAction #SecurityAlert #IndiaNews
#WATCH NIA files charge sheet against 11 Maoists for looting explosives in Odisha's Sundergarh
#Nia
#odisha
#explosiveloot
#kalingatv
ମାଇନିଂ କମ୍ପାନୀ ସହ ରହିଛି ମାଓ ଲିଙ୍କ, ୧୦ ଟନ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ତଥ୍ୟ #sanjeebpanda #miningcompany #explosiveloot #prameyanews7 #maoists
#ଜିଲୋଟିନରୁ_ମିଳିଲା_କମ୍ପା���ୀ_ତଥ୍ୟ
ମାଇନିଂ କମ୍ପାନୀ ସହ ରହିଛି ମାଓ ଲିଙ୍କ, ୧୦ ଟନ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ତଥ୍ୟ
#sanjeebpanda #miningcompany #explosiveloot #prameyanews7 #maoists
#ବିସ୍ଫୋରକ_ଲୁଟ୍ #ବାଙ୍କୋ_ଖଣିକୁ_ନୋଟିସ୍
-ରାଉରକେଲା: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣା
-ବାଙ୍କ�� ଖଣିକୁ ନୋଟିସ୍ ଦେଲେ ରାଉରକେଲା ଖଣି ଉପନିର୍ଦ୍ଦେଶକ
-ବାଙ୍କୋ ଖଣିରୁ ୪ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା
#ExplosiveLoot #Rourkela #OTV #BankoStoneMine

ବାଙ୍କୋ ଖଣିରୁ ଲୁଟ ବିସ୍ଫୋରକ ମଧ୍ୟରୁ ୩.୮ ଟନ ଜବତ, ପ୍ରେସ ମିଟ କରି ସୂଚନା ଦେଲେ ପୋଲିସ ଡିଜି ୱ���ଇବି ଖୁରାନିଆ, ୨୭ ତାରିଖରୁ ବିସ୍ଫୋରକ ଖୋଜିବାକୁ ଚାଲିଛି ଅପରେସନ
#explosiveloot #prameyanews7 #sundargarh #banko
-ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ DGPଙ୍କ ସୂଚନା
-ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକରୁ ୩.୮ ଟନ୍ ଜବତ ହୋଇଛି
-୨୭ ତାରିଖ ରାତିରୁ ଆରମ୍ଭ ହୋଇଥିବା ଅପରେସନ୍ ଜାରି ରହିଛି
#DGP #PressMeet #ExplosiveLoot #Badakhabar

-ବିସ୍ଫୋରକ ପଠାଗଲା ବେଳେ SOP ଅନୁସରଣ କରାଯାଇ ନ ଥିଲା
-ଅବଶିଷ୍ଟ ବିସ୍ଫୋରକକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଛି
-ରାଉରକେଲାର ଏକ ପେଟ୍ରୋଲ୍ ପମ୍ପ୍ ନିକଟ ଗାଡ଼ିରୁ ବିସ୍ଫୋରକ ମିଳିଛି
#Odisha #DGP #ExplosiveLoot #OTV
#ହାଇ_ଆଲର୍ଟରେ_ଓଡ଼ିଶା_ଝାଡ଼ଖଣ୍ଡ_ସୀମା
ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା । ଏଯାଏଁ ମିଳିନି ସମ୍ପୂର୍ଣ୍ଣ ଲୁଟ୍ ବିସ୍ଫୋରକ। କୁଆଡ଼େ ଗଲା ଏତେ ସାରା ବିସ୍ଫୋରକ ? ବିସ୍ଫୋରକ ଉଦ୍ଧାର ପାଇଁ ଜୋରଦାର ଚାଲିଛି କମ୍ବିଂ ଅପରେସନ।
#ExplosiveLoot #Maoists #Naxalites #Sundargarh#OTV
ରାଉରକେଲାରୁ ବିସ୍ଫୋରକ ଭର୍ତ୍ତି ୨ଟି ମିନି ଟ୍ରକ ଜବତ, ଜିଲ୍ଲା ବାହାରରୁ ଚାଲାଣ ବେଳେ ବିସ୍ଫୋରକ ଭର୍ତ୍ତି ଟ୍ରକ ଜବତ #rourkela #explosiveloot #prameyanews7
କୁଆଡେ ଗଲା ୧ ଟନ ବିସ୍ଫୋରକ, ମାଓବାଦୀ କେଉଁଠି ଲୁଚାଇଛନ୍ତି ଲୁଟ ହୋଇଥିବା ବିସ୍ଫୋରକ ? ମାଟିତଳୁ ଜବତ ହେଲାଣି ୭୦% ବିସ୍ଫୋରକ କିନ୍ତୁ ବାକି ୩୦% କେଉଁଠି ?
#sundargarh #explosiveloot #prameyanews7 #crpf
#ସତ_ହେଲା_ସନ୍ଦେହ #ନକ୍ସଲ_ହିଁ_ଲୁଟିଥିଲେ_ବିସ୍ଫୋରକ
୩ ଦିନ ପରେ ମିଳିଲା ସୁନ୍ଦରଗଡ ବାଙ୍କ ଖଣିରୁ ଲୁଟ୍ ବିସ୍ଫୋରକ�� ଝାଡଖଣ୍ଡ ସିଂହଭୂମ ତିରିଲପୋଷିରୁ ପ୍ରାୟ ୩ଟନ୍ ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି।
#Naxalites #Maoists #Sundargarh #ExplosiveLoot #Odisha #OTV
#ମାଓବାଦୀ_ହିଁ_ନେଇଥିଲେ_ବିସ୍ଫୋରକ
ଲୁଟର ୪ ଦିନ ପରେ ମିଳିଲା ବିସ୍ଫୋରକ ସାମଗ୍ରୀ, ୭୦% ବିସ୍ଫୋରକ ଜବତ କଲେ ସୁରକ୍ଷା କର୍ମୀ, ୨୭ ତାରିଖରେ ବିସ୍ଫୋରକକୁ ଲୁଟି ନେଇଥିଲେ ମାଓବାଦୀ
#sundargarh #prameyanews7 #explosiveloot #crpf #maoist
ମାଓବାଦୀ ଲୁଟ କରିନେଇଥିବା ବିସ୍ଫୋରକ ଜବତ, ଝାଡ଼ଖଣ୍ଡ ସିମାନ୍ତରୁ ମିଳିଲା ଲୁଟ ବିସ୍ଫୋରକ, ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ
#sundargarh #prameyanews7 #explosiveloot #rourkela #jharkhand #crpf
ସରଣ୍ଡା ଜଙ୍ଗଲରେ ଡଗ ସ୍କ୍ୱାର୍ଡ ସହ ସର୍ଚ୍ଚ ଅପରେସନ, କେଉଁ ବାଟ ଦେଇ ବିସ୍ଫୋରକ ନେଇଥିଲେ ମାଓବାଦୀ ?#prameyanews7 #sarandaforest #prameyanews7 #explosiveloot #crpf #dogsquad #indianarmy
#ବିସ୍ଫୋରକ_ଲୁଟ୍_ଘଟଣାରେ_NIA_ତଦନ୍ତ
NIA Begins Probe into Sundargarh Explosive Loot, Maoist Involvement Suspected ସୁନ୍ଦରଗଡ଼ରେ ୪ ଟନ୍ରୁ ଅଧିକ ବିସ୍ଫୋରକ ଲୁଟ୍ ଘଟଣାରେ NIA ତଦନ୍ତ ଆରମ୍ଭ; ଏଥିରେ ମାୱାଦୀଙ୍କ ହାତ ଥିବା ନେଇ ସନ୍ଦେହ
#Sundargarh #ExplosiveLoot #NIAInvestigation #MaoistThreat #NationalSecurity
ବିସ୍ଫୋରକ ଲୁଟ ଘଟଣାର ତନାଘନା ପାଇଁ ଆସିଲା NIA ଟିମ। ୪ ଟନ୍ ବିସ୍ଫୋରକ ଲୁଟ ଘଟଣାର କରିବ ତନାଘନା। ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରଦାର ଅପେରସନ୍।
#NIA #Explosiveloot #OTV
ସୁନ୍ଦରଗଡ଼ ବିସ୍ଫୋରକ ଲୁଟ ଘଟଣା ; ମିଳିଲା ଟ୍ରକ କିନ୍ତୁ ଜିଲୋଟିନ ଗାୟବ, ବିସ୍ଫୋରକ ଗୋଦାମ ମାଲିକଙ୍କୁ ପଚରାଉଚରା #sundargarh #prameyanews7 #explosiveloot
#ବିସ୍ଫୋରକ୍_ଲୁଟ୍ #ଘଟଣାସ୍ଥଳ_ଗଲେ_ଡିଜିପି
-ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍ ଘଟଣା
-ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ଘଟଣାସ୍ଥଳ ଗଲେ ଡିଜିପି
-ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ଗଲେ
-କାଲି ୩୦ରୁ ୪୦ ମାଓବାଦୀ ଖଣିରେ ବ୍ୟବହୃତ ବିସ୍ଫୋରକ ଲୁଟ୍ କରିଥିଲେ
#Maoist #ExplosiveLoot #Sundargarh #DGP #OTV

Last Seen Hashtags on Sotwe
暴露
Seen from Philippines
fremantle
Seen from United States
expressaopaulista
Seen from United States
Network3
Seen from Ecuador
Thebeeches
Seen from United States
TNRStandsWithTheBanned
Seen from Turkey
SIGNET2024
Seen from Turkey
GuyF
Seen from United States
teenageee
Seen from United States
ankara #trans
Seen from Turkey
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers




