Top Tweets for #FMCollegeIssue
#ରିମାଣ୍ଡରେ_ଯିବେ_ସମୀର_ସାହୁ
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । ତିନିଦିନିଆ ରିମାଣ୍ଡରେ ଯିବେ ସମୀର ସାହୁ । କ୍ରାଇମବ୍ରାଞ୍ଚର ଆବେଦନକୁ ମଞ୍ଜୁର କଲେ କୋର୍ଟ ।
#Balasore #FMCollegeIssue #SamirSahoo
#ସିସିଟିଭି_ଘାଣ୍ଟୁଛି_କ୍ରାଇମବ୍ରାଞ୍ଚ
ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା । କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ, ଆଜି ବି କଲେଜରେ ପହଞ୍ଚିଛି ଟିମ୍ । ସିସିଟିଭି ଫୁଟେଜ ଘାଣ୍ଟୁଛନ୍ତି ଅଧିକାରୀ
#FMCollegeIssue #Odisha #KanakNews
#ବୁମ୍_ଦେଖି_କିଛି_କହିଲେନି_ପିଅନ
ଆଜି FM କଲେଜକୁ ଛାନବିନ୍ କରିବାକୁ ଯାଇଛି ଉଚ୍ଚସ୍ତରୀୟ ତଦନ୍ତ କମିଟି । ଏହି ସମୟରେ ଗଣମାଧ୍ୟମ ବୁମ୍ ଦେଖି ଚୁପ୍ ହୋଇଯାଇଥିଲେ କଲେଜ ପିଅନ ।
#FMCollegeIssue #KanakNews
#ଯାଜପୁରରେ_ଯାତାୟତ_ଠପ
ଯାଜପୁରରେ ବନ୍ଦ ବେଳେ ଥିଲା ଏମିତି ଚିତ୍ର । ସରକାର ବିରୋଧୀ ନାରାବାଜି କଲେ କଂଗ୍ରେସ କର୍ମୀ । ଯାତାୟତ ଠପ ହୋଇଗଲା ।
#Jajpur #OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#ଏଫ୍ଏମ୍_କଲେଜ୍ରେ_କ୍ରାଇମବ୍ରାଞ୍ଚର_ତନାଘନା
ଏଫ୍ଏମ୍ କଲେଜ୍ରେ କ୍ରାଇମବ୍ରାଞ୍ଚ ଟିମ୍ର ତନାଘନା ଆରମ୍ଭ । ଏହି ମାମଲାକୁ ଖୁବ ଗମ୍ଭୀରତାର ସହିତ ନେଇଛି କ୍ରାଇମବ୍ରାଞ୍ଚ ।
#FMCollegeIsssue #BalasoreIncident #Odisha #KanakNews #FMCollegeIssue
#ରାୟଗଡ଼ାରେ_ବନ୍ଦର_ପ୍ରଭାବ
ରାୟଗଡ଼ାରେ ବି ଦେଖିବାକୁ ମିଳିଛି ଓଡ଼ିଶା ବନ୍ଦର ପ୍ରଭାବ । ଏଠାରେ ଯାତାୟତ ଠପ ହୋଇଛି । ଯାତାୟତ ବି ବାଧାପ୍ରାପ୍ତ ।
#Rayagada #OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#ରାସ୍ତା_ଉପରେ_ଚେୟାର_ପକାଇ_ବସିଲେ
ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି ପ୍ରଦେଶ କଂଗ୍ରେସ । ନୂଆପଡ଼ାରେ ରାଜରାସ୍ତାରେ ଚେୟାର ପକାଇ ବସିଲେ କଂଗ୍ରେସ କର୍ମୀ ଓ ସମର୍ଥକ ।
#OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#ସୋନପୁରରେ_ବନ୍ଦର_ପ୍ରଭାବ
ସାରା ରାଜ୍ୟରେ ବନ୍ଦ ପାଳନ କରିଛି ପ୍ରଦେଶ କଂଗ୍ରେସ । ସୋନପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାଧାରଣ ଲୋକେ ପ୍ରଭାବିତ ।
#OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#ଶାନ୍ତିପୂର୍ଣ୍ଣ_ବନ୍ଦ_ପାଳନ
ବାଲେଶ୍ୱର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ବନ୍ଦ ପାଳନ କରିଛି କଂଗ୍ରେସ । କେଉଁଠି ବି ହୋଇନି ହିଂସା ।
#OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#ମଧୁପାଟଣା_ଛକ_ଖାଁ_ଖାଁ
ଚଳଚଞ୍ଚଳ ଥିବା ମଧୁପାଟଣା ଟ୍ରାଫିକ ଛକ ଆଜି ଖାଁ ଖାଁ । କଟକରେ ପଡ଼ିଲା ଓଡ଼ିଶା ବନ୍ଦର ପ୍ରଭାବ । ଗୋଟିଏ ଦୁଇଟି ଗାଡ଼ି ଯାଆଆସ କରୁଛି ।
#Cuttack #OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#ଇଏ_କି_ଶାନ୍ତିପୂର୍ଣ୍ଣ_ବନ୍ଦ_ପାଳନ ?
ଓଡ଼ିଶା ବନ୍ଦ ପ୍ରଭାବରେ ସାଧାରଣ ଲୋକେ ଅଣନିଶ୍ୱାସୀ । ସେପଟେ କଂଗ୍ରେସ କହୁଛି ଆମେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛୁ ।
#OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
#କେନ୍ଦୁଝରରେ_ବନ୍ଦର_ପ୍ରଭାବ
କେନ୍ଦୁଝର ଜିଲ୍ଲରେ ବି ଆଜି ଦେଖିବାକୁ ମିଳିଲା ବନ୍ଦର ପ୍ରଭାବ । ଗଡ଼ିଲାନି ଯାନବାହନ । ଖୋଲିଲାନି ଦୋକାନ ବଜାର । ରାସ୍ତାରୋକ କଲେ ଆନ୍ଦୋଳନକାରୀ ।
#Keonjhar #OdishaBandh #OdishaStrike #Strike #CongressBandh #FMCollegeIsssue #BalasoreIncident #Odisha #KanakNews #FMCollegeIssue
ରାଜଧାନୀ ରାସ୍ତା ଖାଁ ଖାଁ
ଭୁବନେଶ୍ବରରେ ବନ୍ଦର ବଡ଼ ପ୍ରଭାବ
#OdishaBandh #OdishaStrike #Strike #Congress #FMCollegeIssue #BalasoreIncident #Bhubaneswar #Odisha #Sambad

#ପିକେଟିଂ_କଲେ_ରାସ୍ତା_ବନ୍ଦ_କଲେ
ବାଙ୍କୀରେ ବି ଜୋରଦାର ବିକ୍ଷୋଭ । ରାସ୍ତା ଉପରେ ବସିଲେ କଂଗ୍ରେସ କର୍ମୀ...ପିକେଟିଂ କରି ଦୋକାନ ଓ ବଜାର ସବୁ ବନ୍ଦ କରିଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କଲେ ନେତା ଓ କର୍ମୀ
#OdishaBandh #OdishaStrike #Strike #CongressBandh #FMCollegeIssue #BalasoreIncident #Odisha
#ଦେଖାଇ_ହେବା_ପାଇଁ_ଆନ୍ଦୋଳନ
କିଛି ଫାଇଦା ନାହିଁ ଏ ବନ୍ଦର । କାଲି ସରକାର ଭୁଲିଯିବ । ଆମେ ଯାହା କେବଳ ହଇରାଣ ହେଉଛୁ। କାଲିକୁ ଆଉ କିଛି ନଥିବ : ହଇରାଣ ହେଉଥିବା ଯାତ୍ରୀ
#OdishaBandh #OdishaStrike #Strike #CongressBandh #FMCollegeIssue #BalasoreIncident #Odisha #KanakNews
#ଲୋକସେବା_ଭବନ_ଆସିବେ_ସିଏମ୍
ଲୋକସେବା ଭବନକୁ ପ୍ରବେଶ କରୁଛି ଗୋଟିଏ ପରେ ଗାଡ଼ି । ପହଞ୍ଚିଲେ ଉନ୍ନୟନ କମିସନର । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବି ଆସିଲେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
#OdishaBandh #OdishaStrike #Strike #CongressBandh #FMCollegeIssue #BalasoreIncident #Odisha #KanakNews
#ଗୋଲାପ_ନିଅନ୍ତୁ
#ସମର୍ଥନ_ଦିଅନ୍ତୁ
କଂଗ୍ରେସ କର୍ମୀ ମହିଳାଙ୍କୁ ଗୋଲାପ ଫୁଲ ଦେଇ ସମର୍ଥନ ଦେବା ପାଇଁ କଲେ ଅପିଲ୍ । ଓଡ଼ିଶା ବନ୍ଦ ଡାକରାରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଯୋଡିଲେ ହାତ
#OdishaBandh #OdishaStrike #Strike #CongressBandh #FMCollegeIssue #BalasoreIncident #Odisha #KanakNews
ରାଉରକେଲା: ବନ୍ଦର ପ୍ରଭାବ। ବାଇକ ଚାଳକ ମାନେ ରିଂ ରୋଡ଼ରୁ ଗାନ୍ଧୀରୋଡ଼ ନିକଟ ରେଳ ଓଭରବ୍ରିଜର ବିପଦପୂର୍ଣ୍ଣ ପାହାଚ ଦେଇ ତଳକୁ ଓଲ୍ହାଇ ସହର ମଧ୍ୟକୁ ଯାଉଛନ୍ତି ।
#Rourkela #OdishaBandh #OdishaStrike #Strike #Congress #FMCollegeIssue #BalasoreIncident #Odisha #Sambad

ଓଡ଼ିଶା ବନ୍ଦ ପାଇଁ ସାଧାରଣ ଲୋକେ କେତେ ପ୍ରଭାବିତ ? କମେଣ୍ଟ ବକ୍ସରେ ଜଣାନ୍ତୁ ସମସ୍ୟା ଓ ମତ..
#OdishaBandh #OdishaStrike #Strike #Congress #FMCollegeIssue #BalasoreIncident #Odisha #Sambad

#ଆମେ_ଗାଡ଼ି_ଛାଡ଼ିବୁନି
ମୋହନ, ସୂରଜ ଓ ପ୍ରତାପ ବାବୁ ନାଣ୍ଡିବଗୁଲି ଆଜି ପିଇକି ଶୁଅନ୍ତୁ, କାଲି ଇସ୍ତଫା ଦିଅନ୍ତୁ । ରାଜ ରାସ୍ତାରେ ଲଢେଇ ହେବ । କଂଗ୍ରେସ ଛାଡ଼ିବନି...ନ୍ୟାୟ ଦେଇକି ରହିବୁ
#OdishaBandh #OdishaStrike #Strike #CongressBandh #FMCollegeIssue #BalasoreIncident #Odisha #KanakNews
Last Seen Hashtags on Sotwe
minichat filter:videos within_time:16h exclude:nativeretweets min_faves:81
Seen from United States
snapchat
Seen from United States
nalgon
Seen from United States
mullugaymen
ليبيا_24
doriscomegetyourkid
Seen from Canada
minichat() filter:videos since:2026-05-29
Seen from Turkey
anxiouspanda
Seen from Australia
AirliftFund
Seen from United Kingdom
minichat()*+*+*+*+*+*+*+*+*+*+*+*+*+*+*+*+*+*+*+*+*+*+*+*+*filter:native_video
Most Popular Users

Elon Musk 
@elonmusk
241.8M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers






