Top Tweets for #Fakebjp
ମୁଖ୍ୟମନ୍ତ୍ରୀ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କ ଭିତରେ ତାଳମେଳ ଜୋରଦାରିଆ ମ୍ୟାଚ କରୁଛି...
#BJPAntiOdisha #FakeBJP #FraudBJP #drpramodkumarmallick

MMDR ବିଲ, ଓଡ଼ିଶା ବିକାଶ ଉପରେ କରିବ ଶକ୍ତ ପ୍ରହାର।
#BJPAntiOdisha #FakeBJP #FraudBJP #drpramodkumarmallick

ଓଡ଼ିଶାର ଖଣି, ଖାଦାନ ଏବେ ଦିଲ୍ଲୀ ଅଧୀନକୁ ଯିବ। ଏହା ହିଁ ଡବଲ ଇଞ୍ଜିନର ଓଡିଶା ପାଇଁ ଅବଦାନ...
#BJPAntiOdisha #FakeBJP #FraudBJP #GoBackBJP
୨୪ବର୍ଷର ସୁବ୍ୟବସ୍ଥିତ ଶାସନ ପରିଚାଳନାକୁ ମାତ୍ର ୨ବର୍ଷରେ ସର୍ବନାଶ ମୁହାଁ କରିଦେଇଛି ବିଜେପି ସରକାର।
#BJPAntiOdisha #FakeBJP #FraudBJP #GoBackBJP

ବିପର୍ଯ୍ୟୟ ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ, ଯାହାର ଫଳ ଏବେ ଭୋଗୁଛି ଓଡ଼ିଶା
#BJPAntiOdisha #FakeBJP #MissionShaktiOdisha

ବିପର୍ଯ୍ୟୟ ପରିଚାଳନାରେ ମିଶନ ଶକ୍ତିର ସହାଭାଗିତାକୁ ପ୍ରାଥମିକତା ଦେଇଥିଲେ ନବୀନ। କିନ୍ତୁ ଏବେ, ବିଜେପି ସରକାର ମିଶନ ଶକ୍ତିକୁ ପଙ୍ଗୁ କରିଦେଇଛି।
#BJPAntiOdisha #FakeBJP #FraudBJP

MMDR ବିଲ୍ ମାଧ୍ୟମରେ ଓଡ଼ିଶାର ହକ୍କୁ ଦୁର୍ବଳ କରିବାର ଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଓଡ଼ିଶାର ସମ୍ପଦ, ଓଡ଼ିଶାର ଅଧିକାର।ଏଥିପାଇଁ ବିଜେଡିର ସ୍ୱର କଦାପି ଥମିବନି।
#BJDForOdisha #BJDForPeople #BJPAntiOdisha #OdishaFirst #FakeBJP #FraudBJP #GoBackBJP
ଧନ୍ୟ ସେ ଶାସନ, ଧନ୍ୟ ତା’ର ନୀତି!
ଖଣିଜ ସମ୍ପଦ ଓଡ଼ିଶାର,
ହେଲେ ଚାବି ଦିଲ୍ଲୀ ହାତରେ!
#BJPAntiOdisha #FakeBJP #FraudBJP
ଲୋକଙ୍କୁ ଟୋପାଏ ପାଣି ଦଉନ, ନିଜେ କିନ୍ତୁ ମିନେରାଲ ଓ୍ବାଟର ନ ପିଇଲେ ହବନି। ବନ୍ୟାଞ୍ଚଳ ବୁଲିବାକୁ ଆସିଛ ନା ପିକନିକ୍ କରିବାକୁ
#BJPAntiOdisha #FakeBJP


ବନ୍ୟାଞ୍ଚଳ ସମୀକ୍ଷା ତ କେବଳ ଏକ ବାହାନା, ମେନ୍ ଲକ୍ଷ୍ୟ ହେଉଛି ଫଟୋ ଉଠା.... ରିଲିଫ୍ କମ ରିଲ୍ସ ଅଧିକ।#floodinodisha #BJPAntiOdisha #FakeBJP #GoBackBJP #er_gorekha #BCJDODISHA #BJDOdisha

ଯୋଉ ବ୍ୟକ୍ତି ନିଜ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଟେ କରିବାକୁ ୧୨ବର୍ଷ ଲାଗିଗଲା, ସେ କହୁଛି ଓଡ଼ିଶାର ଟେକ ରଖିଛି... ଲଜ୍ୟା ଲାଗୁନି ତମକୁ ପ୍ରଧାନେ??
#DharmendraPradhan #FakeBJP #GobackDharmendraPradhan
ଧର୍ମେନ୍ଦ୍ର ପ୍ରଧାନଙ୍କ ଫୁଟାଣି ଆଜିଯାଏଁ ସଫଳ ହୋଇପାରିଲାନି। ଷ୍ଟ୍ରାଟେଜିକ ଅଏଲ ରିଜର୍ଭ ପ୍ଲାଣ୍ଟ ହୋଇପାରିଲାନି....
#BJPAntiOdisha #FakeBJP #FraudBJP #DharmendraPradhan
ଲୋକଙ୍କ ଦୁର୍ଦ୍ଦିନରେ ଲୋକଙ୍କ ସରକାର କିଭଳି ପ୍ରହସନ କରୁଛି ଦେଖନ୍ତୁ ...
#BJPAntiOdisha #FakeBJP #FraudBJP #GoBackBJP
ଲୋକଙ୍କ ସରକାର, ଲୋକଙ୍କ ଦୁର୍ଦ୍ଦିନରେ କିଭଳି ମଉଜ କରୁଥିଲା ଦେଖନ୍ତୁ...
#BJPAntiOdisha #FakeBJP #FraudBJP #gobackbjp #drpramodkumarmallick

ଓଡ଼ିଶାର ଖଣିଜ ସମ୍ପଦକୁ ଦିଲ୍ଲୀ ବସଙ୍କ ଶରଣରେ ସମର୍ପି ଦେଇଛି ବିଜେପି ସରକାର। ଇଏ ହେଉଛି ଡବଲ ଇଞ୍ଜିନ ଡବଲ ବିକାଶ!!
#BJPAntiOdisha #FakeBJP #FraudBJP #gobackbjp #drpramodkumarmallick
ଓଡିଶା, ନିଜ ଉପରୁ ନିଜର ଅଧିକାର ହରାଇଛି। ବିଜେପି ସରକାର ସବୁକିଛି ଛାରଖାର କରିଦେବାକୁ ଚକ୍ରାନ୍ତ କରିଛି।
#BJPAntiOdisha #FakeBJP #FraudBJP #GoBackBJP
ଟାଟା ପାୱାରର ସ୍ୱାର୍ଥପାଇଁ, ଲୋକଙ୍କ ସ୍ୱାର୍ଥକୁ ପାଦରେ ଦଳି ମକଚି ଦେଲାଣି ବିଜେପି ସରକାର।
#BJPAntiOdisha #FakeBJP #FraudBJP

ଟାଟା ପାୱାର ସହ ମିଶି, କୋଟି କୋଟି ଟଙ୍କାର ସ୍କାମ କରି ଓଡ଼ିଶାବାସୀଙ୍କୁ ଲୁଟିଚାଲିଛି ବିଜେପି।
#ଅପାରଗସରକାର
#ହଟାଅବିଜେପି
#BJPAntiOdisha
#FakeBJP
#FraudBJP

Last Seen Hashtags on Sotwe
omegle((((((())))))) +filter:media()
Seen from United States
志位
Seen from Japan
beatgrizzlies
Seen from United States
유애
Seen from Korea
mardintravesti
Seen from Turkey
omegle filter:videos
omegle nolimit
Seen from Brazil
Calendrier2019
Seen from United States
momson((()))****
Seen from Mexico
momsonn
Seen from Turkey
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.5M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
74.9M followers

Virat Kohli 
@imvkohli
72.6M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.6M followers

Bill Gates 
@billgates
64.9M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers



