Top Tweets for #GoBackBJP
ମହାଦୀପ ଲିଭିଛି, ମହାବିପଦର ସଂକେତ ଦେଉଛି... ମୁଖ୍ୟମନ୍ତ୍ରୀ ମହାଶୟ... ତମ ଅହଙ୍କାର ପାଇଁ ଏସବୁ ହୋଇଛି।
#BJPAntiOdisha #FakeBJP #FraudBJP #GoBackBJP
ଅପାରଗ ସରକାର ପିଲାଙ୍କ ଭବିଷ୍ୟତ କଲା ଛାରକାର । ପିଲାଙ୍କ ତ୍ରୁଟି ପୂର୍ଣ ପଢ଼ା ବହି ଛପାରେ ୩୮୦ କୋଟି ସ୍ୱାହା । ଗଣ୍ଡ ମୂର୍ଖ ଅପାରଗ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଆମର ଦାବି । #er_gorekha #BCJDODISHA #schoolbooks #bjpantistudent #gobackbjp

ପିଲା କହିଲେଣି... "ବହି ସାରା ମାଳ ମାଳ ଭୁଲ, ଆମେ ଯିବୁ କାଇଁ ସ୍କୁଲ "
#BJPAntiOdisha #FakeBJP #FraudBJP #GoBackBJP #gobackbjpsarkar
ପୋଲିସ ଅଛି, ବ୍ୟାରିକେଟ ମଧ୍ୟ ଅଛି.. ତଥାପି ଏ ଅବ୍ୟବସ୍ଥା ହେଉଛି କେମିତି?? ଶ୍ରୀମନ୍ଦିର ସୁରକ୍ଷା ଏବଂ ଶୃଙ୍ଖଳା ପାଇଁ ଏମିତି ପଦକ୍ଷେପ ନେଇଛି ଏ ଅସ୍ମିତା ସରକାର??
#BJPAntiOdisha #FakeBJP #FraudBJP #GoBackBJP
ଓଡିଶା ବିଧାନସଭାର ନକ୍ସା ପୁରା ଚେଞ୍ଜ! #BJPAntiOdisha #FakeBJP #FraudBJP #GoBackBJP #oyeitskrish #MohanMajhi
ମୂର୍ଖ ସରକାର ଜାଣିଶୁଣି ଭୁଲ ବହି ଛାପିଛି ଆଉ ଏବେ ନିଜ ଉପରୁ ଦୋଷ ହଟାଇବାକୁ ଲୋକଦେଖାଣିଆ ପ୍ରହସନ ଆଉ ବାହାସ୍ଫୋଟ ମାରୁଛି!
#BJPAntiOdisha #FakeBJP #FraudBJP #GoBackBJP #oyeitskrish #MohanMajhi
ପ୍ରାଥମିକ ଶିକ୍ଷାରୁ ହିଁ ପିଲାଙ୍କ ଭବିଷ୍ୟତ ନଷ୍ଟ କରିଦେଇଛି ବିଜେପି ସରକାର। ଏଭଳି ମୂର୍ଖ ଦଳ ହାତରେ ଶାସନ ଭାରଦେଇ, ଓଡ଼ିଶା ଆଜି ପସ୍ତାଉଛି।
#BJPAntiOdisha #FakeBJP #FraudBJP #GoBackBJP
@dpradhanbjp You deserve Resign from your Post.
You are the worst Education Minister ever.
#resign #educationminister #gobackbjp #bjphataodeshbachao
@NityanandaBJP Mr. Nityanand always check the comment box, you will find the result of your hardwork
The worst govt #gobackBJP #corruption #badpolitics
ମଣିପୁରଠୁ ବି ବଳିଗଲା ଓଡ଼ିଶାର ଅବସ୍ଥା... ବିଚ ରାସ୍ତାରେ ମହିଳାଙ୍କୁ ଏଭଳି ସମ୍ମାନ ଦେଉଛି ବିଜେପି ସରକାର?
#BJPAntiOdisha #FakeBJP #FraudBJP #GoBackBJP #gobackbjpgovt
ନିଶାମୁକ୍ତିର ଗାଥା ଗାଉଥିବା ଏ ବେଲଜ୍ୟାଦଳକୁ ଚିହ୍ନନ୍ତୁ ଓଡିଶାବାସୀ....
ମ୍ୟାଡ଼ାମ Pravati Parida ସତରେ ତମ ମୁହଁକୁ ଲଜ୍ୟା ନାହିଁ??
👉👉 Wp No-9348809981
#BJPAntiOdisha #FakeBJP #GoBackBJP #ଦୁଇବର୍ଷ_ଓଡ଼ିଶାର_ସର୍ବନାଶ #ରଙ୍ଗବଦଳାସରକାର #OdishaWantsChange #DoubleEngineFailure #୨ବର୍ଷର_ବିଫଳତା
@MahalingMukesh @dpradhanbjp ଜଣେ ଚୋରକୁ ଆଉଜଣେ ଚୋର କିପରି ସହଯୋଗ କରୁଛି, ଏଇଟା ତାର ଜ୍ୱଳନ୍ତ ଉଦାହରଣ।
ଦେଶରେ ବିଜେପି ନେତା ମନଙ୍କ ପାଇଁ କେତେ ଅରାଜକତା, ଭ୍ରଷ୍ଟାଚାର ବଢ଼ି ଚାଲିଛି ସେଇଟା କଣ ତୁମ ଆଖିକୁ ଦେଖା ଯାଉନି ନା ଜାଣିଶୁଣି ଆଖି ବନ୍ଦ କରିଦେଉଛ ..?
ହଁ ନିଜ ଦଳର ନେତା, ସମର୍ଥନ କରିବାକୁ ପଡିବ
ନଚେତ୍ ଭୋଟ ସମୟରେ ଅସୁବିଧା ହେବ
#gobackbjp
ଡବଲ ଇଞ୍ଜିନ ଶାସନରେ, ରକ୍ଷକ ସାଜୁଛି ଭକ୍ଷକ। ସୁରକ୍ଷାକର୍ତ୍ତା ଯଦି ଜୀବନ ନେବ ତେବେ ଲୋକେ ଭରସା କରିବେ କାହାକୁ..?
#BJPAntiOdisha #FakeBJP #FraudBJP #GoBackBJP
କେତେ ଆଉ ନବୀନଙ୍କ କାମରେ ନିଜ ନାଁର ଷ୍ଟିକର ଲଗାଇ ଶ୍ରେୟ ନେଉଥିବ ଏ ସରକାର?
#BJPAntiOdisha #FraudBJP #GoBackBJP #MohanMajhi #OdishaSarkar

ସରକାରରେ ଅଛନ୍ତି ବୋଲି କଣ ଲୋକଙ୍କ ସାମ୍ବିଧାନିକ ଅଧିକାର ବି ଛଡାଇନେବେ ନା କଣ??
#BJPAntiOdisha #FakeBJP #FraudBJP #GoBackBJP #SIR
୨୦୨୪ମସିହାରୁ, ପାରାଦ୍ବୀପ ଠାରେ JSW ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ ନବୀନ। ୨ବର୍ଷ ପରେ, ବିଜେପି ସରକାର ଆଉଥରେ ଭୂମିପୂଜନ ନାଟକ ରଚୁଛି କାହିଁକି??
#BJPAntiOdisha #FakeBJP #FraudBJP #GoBackBJP
>Three biggest mistake in india.
> the destroyed democracy , economy and divided the nation
\#gobackbjp #राष्ट्र_निर्माणाची_तपपूर्ती #savepunjabdogs

ବାଃ.. ବାଃ... ଶକ୍ତିମନ୍ତ୍ରୀ ହେବ ତ ଏମିତି 👍🏻 ଲୋକେ ମରନ୍ତୁ ଗରମରେ ଏମାନେ କିନ୍ତୁ ଅୟେସ କରିବେ ଏସିରେ..
#BJPAntiOdisha #FakeBJP #FraudBJP #GoBackBJP
#ଓଡ଼ିଶଲୋକଦଳ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶା #TapanSahu #kanakbardhansinghdeo #EnergyMinister @KVSinghDeo1 @amesabuodia @odishalokadala @P_Nayak01
Last Seen Hashtags on Sotwe
edirnepasif
Seen from Turkey
teenagee()************************************
Seen from Italy
الينا_انجل_العراقية
Seen from Egypt
รับงานนครศรีธรรมราช
Seen from Thailand
nolimit() +filter:native_video
Seen from Mexico
tgirldick
Seen from Saudi Arabia
女m
Seen from United States
S2t
Seen from United States
ElJuicioDeLosEx
Seen from Italy
FÉNODEUSVIVO
Seen from United States
Most Popular Users

Elon Musk 
@elonmusk
240.6M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.5M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.6M followers

Taylor Swift 
@taylorswift13
81.5M followers

Lady Gaga 
@ladygaga
73M followers

Virat Kohli 
@imvkohli
69.8M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.6M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.7M followers








