Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
⚖️ ନ୍ୟାୟ • ସେବା • ବିକାଶ ❤️ ଜନତା ମୋର ପରିବାର 🇮🇳 ଭାରତ ମୋର ଗର୍ବ
India
Joined June 2026
16
Following
1
Followers
113
Posts
Pinned Tweet
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
25 days ago
୦୯/୦୨/୨୦୨୫ ସକାଳ ୯ଟା… Visakhapatnam ରେ ଥିଲି, ବୋଉ ମୋତେ ଛାଡି ଚାଲିଗଲା 😭 ଘରେ ପହଞ୍ଚିଲା ବେଳକୁ ଆଉ ତାକୁ ଶେଷଥର ବି ଦେଖିପାରିଲିନି… 💔 ଆଜି ବି ତାକୁ ବହୁତ ମନେ ପକାଉଛି 😔 ଶରୀର ନାହିଁ, କିନ୍ତୁ ତାର ଆତ୍ମା ଆଜିବି ମୋ ସହିତ ❤️ Miss You ବୋଉ… 🙏😭 ଥରୁଟିଏ ଫେରିଆସ… 💔
#oyeitskrish
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
about 6 hours ago
୨୦୧୬ରୁ ନିୟମ ସ୍ପଷ୍ଟ ଭକ୍ତମାନେ ବ୍ୟାରିକେଡ଼ ବାହାରୁ ଦର୍ଶନ କରିବେ କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ନିୟମ ସମସ୍ତଙ୍କ ପାଇଁ ସମାନ ତେବେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଅଲଗା ବ୍ୟବସ୍ଥା କାହିଁକି? ସାଧାରଣ ଭକ୍ତ ଦୂରରେ ରହିବେ, ଆଉ କ୍ଷମତାରେ ଥିବା ଲୋକେ ନିୟମ ଉଲ୍ଲଂଘନ କରି ଫଟୋସୁଟ୍ କରିବେ ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ!
See More
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
about 7 hours ago
ଅସ୍ମିତାର ଡେଙ୍ଗୁରା ପିଟୁଥିବା ବିଜେପି ସରକାର, ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ କିପରି ସୁରକ୍ଷା ବ୍ୟବସ୍ଥା କରିଛି, ଟିକେ ନଜର ପକାନ୍ତୁ। କଥାରେ ଅସ୍ମିତା, କିନ୍ତୁ ବ୍ୟବସ୍ଥାରେ ଅବ୍ୟବସ୍ଥା?
#BJPAntiOdisha
#MohanMajhi
#FakeBJP
#Jagannath
#OdiaAsmita
#oyeitskrish
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
about 21 hours ago
କଥାରେ ନାହିଁ ତାଳମେଳ ପିଲାଙ୍କ ଭବିଷ୍ୟତ ସହ ବନ୍ଦ କର ଏ ଭୟଙ୍କର ଖେଳ। ଶିକ୍ଷାରେ ରାଜନୀତି ନୁହେଁ ଦରକାର ଗୁଣାତ୍ମକ ପାଠପଢ଼ା
#FailedBJP
#BJPAntiStudent
#ହଟାଅବିଜେପି
#oyeitskrish
#MohanMajhi
#BJP4IND
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
1 day ago
ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ। ଜୟ ଜଗନ୍ନାଥ। 🙏
#oyeitskrish
#JayJagannath
#puri
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
1 day ago
ପିଲାଙ୍କ ପାଠପୁସ୍ତକରେ ଏବେ ପାଠ ନୁହେଁ, ଝାଲମୁଡ଼ି ବେପାର ର କାହାଣୀ! ଶିକ୍ଷାର ମାନ ବଢ଼ାଇବା ପରିବର୍ତ୍ତେ ଏଭଳି ବିଷୟ ରଖି ସରକାର କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ପିଲାଙ୍କୁ ଉନ୍ନତ ଶିକ୍ଷା ଦରକାର, ଭ୍ରମ ସୃଷ୍ଟି କରୁଥିବା ବିଷୟ ନୁହେଁ।
#oyeitskrish
#MohanMajhi
#BJP4IND
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
2 days ago
ଓଡିଶା ବିଧାନସଭାର ନକ୍ସା ପୁରା ଚେଞ୍ଜ!
#BJPAntiOdisha
#FakeBJP
#FraudBJP
#GoBackBJP
#oyeitskrish
#MohanMajhi
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
2 days ago
ଧନ୍ୟ ହୋ ଡବଲ ଇଞ୍ଜିନ ସରକାର! ୩ୟ ଶ୍ରେଣୀ ବହିରେ ବଲିଉଡ଼ ଗୀତ "ବୁମ୍ବରୋ"। ହଇଓ ଗୁରୁଜୀ! ପିଲା ପାଠ ପଢ଼ିବେ ନା ବୁମ୍ବରୋ ଗାଇବେ? ଶିକ୍ଷାର ମାନ ଏବେ କୁଆଡ଼େ ଯାଉଛି?
#oyeitskrish
#MohanMajhi
#BJP4IND
#FakeBJP
#bjd
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
2 days ago
କହୁ କହୁ ଗୁରୁଜୀ ଖୋଲିଦେଲେ ସବୁ ଗୁମର! ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଯାତ୍ରା କଳାକାର ପିଙ୍କିଙ୍କୁ ନେଇ ଏମିତି ମନ୍ତବ୍ୟ କଲେ ଗୁରୁଜୀ, ଯାହା ଶୁଣି ସମସ୍ତେ ଚମକିଗଲେ। 🎥 ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି। ଆପଣଙ୍କ ମତରେ ଏପରି ମନ୍ତବ୍ୟ ଉଚିତ କି? 💬 କମେଣ୍ଟରେ ନିଜ ମତ ଲେଖନ୍ତୁ ଓ ପୋଷ୍ଟଟି ସେୟାର କରନ୍ତୁ।
See More
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
2 days ago
ଗଲା ଆମ ପିଲାଙ୍କ ଭବିଷ୍ୟତ! 😢 ବହିରେ ଏଭଳି ଗୁରୁତର ଭୁଲ କେବଳ ଛାତ୍ରଛାତ୍ରୀଙ୍କ ନମ୍ବରକୁ ନୁହେଁ, ସେମାନଙ୍କ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରେ ସରକାର ଙ୍କ ଦାୟିତ୍ୱ ହେଉଛି ପିଲାମାନଙ୍କୁ ସଠିକ୍ ଶିକ୍ଷା ଦେବା, କିନ୍ତୁ ବାରମ୍ବାର ଭୁଲ ବହି ଛାପି ସେମାନଙ୍କ ଭବିଷ୍ୟତ ସହ ଖେଳ କରାଯାଉଛି ପିଲାଙ୍କ ଶିକ୍ଷା କୌଣସି ରାଜନୀତିର ବିଷୟ ନୁହେଁ !
See More
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ମୂର୍ଖ ସରକାର ଜାଣିଶୁଣି ଭୁଲ ବହି ଛାପିଛି ଆଉ ଏବେ ନିଜ ଉପରୁ ଦୋଷ ହଟାଇବାକୁ ଲୋକଦେଖାଣିଆ ପ୍ରହସନ ଆଉ ବାହାସ୍ଫୋଟ ମାରୁଛି!
#BJPAntiOdisha
#FakeBJP
#FraudBJP
#GoBackBJP
#oyeitskrish
#MohanMajhi
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ଖେଳିଲେନି ବୈଭବ, ହାରିଗଲା ଭାରତ! 😢🇮🇳 ପ୍ରଥମ T20 ମ୍ୟାଚ୍ରେ ଆୟରଲ୍ୟାଣ୍ଡ ଇତିହାସ ରଚି ଭାରତକୁ 34 ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ 20 ଓଭରରେ 182/9 କରିଥିବା ବେଳେ, ଭାରତ 148 ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
#oyeitskrish
#cricket
oyeitskrish's tweet video.
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟ ଅନୁସାରେ ସୁଜାତା ରାଉତଙ୍କୁ କେଉଁ ସଂଗଠନରେ ସ୍ୱାଗତ କରାଯାଇଛି? A) କଂଗ୍ରେସ B) ବିଜେପି C) ବିଜୁ ଜନତା ଦଳ D) ସିପିଆଇ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟରେ କେଉଁ ଶବ୍ଦଟି ସେବାଭାବକୁ ପ୍ରକାଶ କରୁଛି? A) ସମର୍ପିତ B) ରାଜନୈତିକ C) ପ୍ରଚାର D) ନିର୍ବାଚନ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟର ମୂଳ ବାର୍ତ୍ତା କ'ଣ? A) ଦଳରେ ନୂଆ ସଦସ୍ୟଙ୍କୁ ସ୍ୱାଗତ ଓ ଶୁଭେଚ୍ଛା B) ନିର୍ବାଚନ ପ୍ରଚାର C) ସରକାରୀ ଘୋଷଣା D) ବିରୋଧୀଙ୍କ ସମାଲୋଚନା
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟରେ ସୁଜାତା ରାଉତଙ୍କ ପୂର୍ବ ପରିଚୟ କ'ଣ ଭାବେ ଉଲ୍ଲେଖ ହୋଇଛି? A) ଶିକ୍ଷାବିତ୍ B) ପ୍ରଶାସନିକ ଅଧିକାରୀ C) ଓକିଲ D) ସାମ୍ବାଦିକ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟ ଅନୁସାରେ ସୁଜାତା ରାଉତଙ୍କ ଯୋଗଦାନ କେଉଁ ଦୁଇଟି କ୍ଷେତ୍ରରେ ବିଶେଷ ଉଲ୍ଲେଖ କରାଯାଇଛି? A) କୃଷି ଓ ଶିଳ୍ପ B) ମିଶନ ଶକ୍ତି ଓ ଓଡ଼ିଆ ଭାଷା C) ସ୍ୱାସ୍ଥ୍ୟ ଓ କ୍ରୀଡ଼ା D) ପର୍ଯ୍ୟଟନ ଓ ବାଣିଜ୍ୟ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟରେ ସୁଜାତା ରାଉତଙ୍କୁ ଶେଷରେ କ'ଣ ଜଣାଯାଇଛି? A) ଅଭିନନ୍ଦନ ଓ ଶୁଭେଚ୍ଛା B) ନିର୍ଦ୍ଦେଶ C) ସମାଲୋଚନା D) ସତର୍କବାଣୀ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟରେ ସୁଜାତା ରାଉତଙ୍କୁ କେଉଁ ପଦବୀରେ ସ୍ୱାଗତ କରାଯାଇଛି? A) ମନ୍ତ୍ରୀ B) ସାଧାରଣ କର୍ମୀ C) ସଭାପତି D) ସାଂସଦ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟରେ ସୁଜାତା ରାଉତ କାହାର ସେବା କରିବେ ବୋଲି କୁହାଯାଇଛି? A) କେବଳ ଦଳର B) କେବଳ ସରକାରର C) ବିଜୁ ଜନତା ଦଳ ଏବଂ ଓଡ଼ିଶାବାସୀଙ୍କ D) କେବଳ ମହିଳାମାନଙ୍କ
ᴏʏᴇ ɪᴛ'ꜱ ƙʀɪꜱꫝ
@oyeitskrish
3 days ago
ପୋଷ୍ଟରେ ସୁଜାତା ରାଉତଙ୍କ ବିଷୟରେ କେଉଁ ଗୁଣ ଉପରେ ବିଶ୍ୱାସ ପ୍ରକାଶ କରାଯାଇଛି? A) ସମର୍ପିତ ସେବା B) ବ୍ୟବସାୟିକ ଦକ୍ଷତା C) କ୍ରୀଡ଼ା ନେତୃତ୍ୱ D) ବୈଜ୍ଞାନିକ ଗବେଷଣା
Last Seen Users on Sotwe
#️⃣(ℍ𝕌𝕄𝕋𝕐 𝕔𝕠𝕣𝕖 (•◡•)💫
Seen from
Turkey
ชอบเย็ดรุ่นป้า รุ่นแม่ รุ่นเจ๊ 30+40+50+
Seen from
Thailand
SLOPPY BJS ♥️
Seen from
Indonesia
แอบถ่ายหีเมีย
Seen from
Thailand
omg baby daddy
Seen from
United States
Tài Nguyễn Thành
Seen from
Vietnam
JC Toe
Seen from
United Kingdom
Yk
Seen from
Indonesia
นาย น้อยน้ะ
Seen from
Thailand
ووعلاء
Trends for you
1
Paraguay
Under 10K tweets
2
Brazil
Under 10K tweets
3
Election Day
Under 10K tweets
4
Japan
Under 10K tweets
5
Roberts
Under 10K tweets
6
Jrue
Under 10K tweets
7
#BETAwards
Under 10K tweets
8
#WWERaw
Under 10K tweets
9
Supreme Court
Under 10K tweets
10
SCOTUS
Under 10K tweets
Most Popular Users
1
Elon Musk
@elonmusk
240.6M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.5M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.6M followers
10
Taylor Swift
@taylorswift13
81.5M followers
11
Lady Gaga
@ladygaga
73M followers
12
Virat Kohli
@imvkohli
69.8M followers
13
Kim Kardashian
@kimkardashian
69.8M followers
14
YouTube
@youtube
68.7M followers
15
Bill Gates
@billgates
63.9M followers
16
Neymar Jr
@neymarjr
62.6M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.7M followers
Olivia
Online
✨
⭐
💫