Top Tweets for #FmCollege
୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ, ଦୁଇ କଲେଜରେ ଉତ୍ତେଜନା!ବାଲେଶ୍ୱର FM କଲେଜରେ ଟଙ୍କା ବାଣ୍ଟିବା ଅଭିଯୋଗକୁ ନେଇ ABVP-BCJD ମୁହାଁମୁହିଁ। ନିରାକାରପୁର କଲେଜରେ ନିର୍ବାଚନ ବାତିଲକୁ ବିରୋଧ କରି ରାସ୍ତାରୋକ। ଉଭୟ ସ୍ଥାନରେ ପୋଲିସ ହସ୍ତକ୍ଷେପ।#Odisha #StudentUnionElection #FMCollege #ABVP #BCJD #Balasore #Nirakarpur
ବାଲେଶ୍ୱର FM କଲେଜରେ ବଣ୍ଟା ହେଉଛି କାଗଜ। ଗ୍ରୁପ୍ କରି କିଛି ଛାତ୍ରଙ୍କ ନାଁରେ ଅଭିଯୋଗ କଲେ ଛାତ୍ରୀ
#FakirMohanCollege #ABVP #BCJD #Balasore #Odisha #FMCollege #Odisha #OTV
ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରଙ୍କ ପକେଟ୍ରୁ ବାହାଲିଲା କାଗଜ। ଯାହାକୁ ନେଇ ସାଙ୍ଘାତିକ ଆରୋପ ଲଗାଇଲେ ଛାତ୍ର
#FakirMohanCollege #ABVP #BCJD #Balasore #Odisha #FMCollege #Odisha #OTV
ବାଲେଶ୍ବର FM କଲେଜରେ ଉତ୍ତେଜନା
ବିଜେଡିର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ଉତ୍ତେଜନା
ନିଲମ୍ବିତ ଦଳ ଓ ବିସିଜେଡି ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
#FMCollege #Balasore #BCJD #BJD #StudentPolitics #CampusClash #ArgusNews
बालासोर के FM कॉलेज में चुनाव को लेकर तनाव | Argus Bharat
#Balasore #FMCollege #FMCollegeBalasore #StudentElection #CampusElection #BJD #BJDStudentPolitics #OdishaPolitics #CollegeElection #StudentUnionElection #CampusClash #ElectionTension #BalasoreNews #OdishaNews #StudentPolitics #ArgusBharat

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ https://t.co/yVIa8IkyiA
#FMcollege #Tension #StudentElection #Baleswar #Odisha
#ଏଫ୍ଏମ୍_କଲେଜରେ_ABVP_ଓ_BCJD_ମୁହାଁମୁହିଁ
-FM କଲେଜରେ ABVP ଏବଂ BCJD କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
-ନିର୍ଦ୍ଦିଷ୍ଟ ଗୋଷ୍ଠୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ
-ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ, ଚାଲିଛି ଭୋଟିଂ
#FMCollege #Balasore #ABVP #BCJD #StudentElection #BadaKhabar

ବାଲେଶ୍ବର FM କଲେଜରେ ଉତ୍ତେଜନା
ବିଜେଡିର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ଉତ୍ତେଜନା
ନିଲମ୍ବିତ ଦଳ ଓ ବିସିଜେଡି ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
#FMCollege #Balasore #ArgusNews #StudentPolitics #CampusClash #BJD
ବାଲେଶ୍ୱର ଫକୀର ମୋହନ କଲେଜରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ନେଇ ୨ ଗୋଷ୍ଠୀ ମୁହାଁମୁହିଁ
#FakirMohanCollege #Balasore #MoneyDistributionAllegation #Odisha #FMCollege #CampusViolence #Odisha #OTV
ଚାଲିଛି ଭୋଟ୍। କେମିତି ରହିଛି ଏଫଏମ୍ କଲେଜ୍ କ୍ୟାମ୍ପସର ମାହୋଲ୍। ଦେଖନ୍ତୁ...
#FMCollege #StudentElections #StudentVoting #CollegePolls #CampusElection #PollingDay #FMCollegeElection #OdishaStudentPolls #Odisha #OTV
BCJD Steps Up Campaign at FM College Ahead of Student Union Elections | ଛାତ୍ର ନିର୍ବାଚନ ପାଇଁ FM କଲେଜରେ BCJDର ପ୍ରଚାର ଜୋରଦାର, ଭୋଟରଙ୍କୁ ମନାଇବାକୁ ପ୍ରାର୍ଥୀଙ୍କ ପ୍ରୟାସ #FMCollege #BCJD #StudentUnionElection #StudentElection #CollegeElection #CampusPolitics #StudentPolitics #OdishaStudentElection #FMCollegeElection #StudentCampaign #BalasoreNews #OdishaNews #prameyanews7
ବାଲେଶ୍ବର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି @odishabcjd ପକ୍ଷରୁ ଅଫିସିଆଲ୍ ପ୍ରାର୍ଥୀ ତାଲିକା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।🎓📢
ଛାତ୍ରସମାଜର ବିକାଶ ଓ କଲେଜର ଅଗ୍ରଗତି ପାଇଁ ନୂତନ ନେତୃତ୍ୱ ନେଇ ଉତ୍ସାହ ପ୍ରକାଶ ପାଇଛି।
#FMcollege

#FM_କଲେଜରେ_ହାଇଡ୍ରାମା
ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା । ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୋଲିସ ପ୍ରଶାସନର ଏକତରଫା କାର୍ଯ୍ୟାନୁଷ୍ଠାନକୁ ବିରୋଧ
#nandighoshatv #Odisha #BalasoreNews #FMCollege #FakirMohanCollege #BCJD #StudentElection
#ବାଲେଶ୍ୱର_ଜିଲ୍ଲା_BCJD_ସଭାପତି_ଅଟକ
-ବାଲେଶ୍ୱର ଜିଲ୍ଲା BCJD ସଭାପତି ହରେକୃଷ୍ଣ ପ୍ରଧାନ ଅଟକ
-FM କଲେଜ ହଷ୍ଟେଲ୍କୁ ପ୍ରବେଶ ଉଦ୍ୟମ ଅଭିଯୋଗରେ ଅଟକ
#Balasore #HarekrushnaPradhan #BCJD #FMCollege #Detained #OTV

ନ୍ୟାୟ ମାଗିଲେ ମିଳୁଛି ନିରବତା, କାହା ପାଇଁ ଏ ସରକାରୀ ବ୍ୟବସ୍ଥା ?
ସୌମ୍ୟାଶ୍ରୀଙ୍କୁ ମିଳିଲାନି ନ୍ୟାୟ, ନିଦାବିଷ୍ଣୁ ପ୍ରଶାସନ ଆଉ କେତେ ନେବ ଜୀବନ ?
ବିଜୁ ଛାତ୍ର ଜନତା ଦଳ ଆପଣମାନଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ସଦାସର୍ବଦା ରାଜରାସ୍ତାରେ।
#JusticeForSoumyashree #FMCollege #BCJD #bjd #BJDStandsWithOdisha
ବାଲେଶ୍ୱର ଟାଉନ୍ ହଲ୍ରେ BCJDର ମନ୍ଥନ; FM College ଓ KKS Women’s College ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ରଣନୀତି ପ୍ରସ୍ତୁତି #BCJD #BCJDOdisha #StudentUnionElection #CampusElection #CampusPolitics #BalasorePolitics #FMCollege #KKSCollege #KKSWomensCollege #StudentPolitics #OdishaStudentElection #ElectionCampaign
" ଜବାବ୍ ମାଗୁଛି ଫକିର ମୋହନ କଲେଜ "
ସ୍ୱର୍ଗତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଏବଂ କ୍ୟାମ୍ପସରେ ଭୟମୁକ୍ତ ପରିବେଶ ପାଇଁ @officialbyjd ର ଲଢ଼େଇ ଜାରି ରହିବ।
ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ କୌଣସି ବୁଝାମଣା ନାହିଁ।
#JusticeForSoumyashree #FMCollege #BCJD #StudentSafety
ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଦୁଇ ଅଧ୍ୟାପକଙ୍କ ବଦଳି
#Odisha #NandighoshaTV #Balasore #FMCollege
ପୁଣି ଚର୍ଚ୍ଚାରେ ଏଫ୍.ଏମ୍ କଲେଜ; ଓଡ଼ିଆ ବିଭାଗ ଏଚଓଡି, ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଅଭିଯୋଗ
#FMCollege #Odisha #KanakNews
https://t.co/rcGkKiW0Nb
FM କଲେଜରେ ଓଡ଼ିଆ ବିଭାଗ HOD ଙ୍କ ବିରୋଧରେ ମୁହଁ ଖୋଲିଲେ ଛାତ୍ରଛାତ୍ରୀ | Harassment Allegations Surface Against FM College Odia Department HOD
#FMCollege #OdiaDepartment #HarassmentAccusation #StudentProtest #CampusControversy #OdishaNews #EducationSector #StudentRights #Accountability #CampusUpdates
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers













