Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Headlines34
@headlines34
News and PR Agency in Odisha 919777645334 Facebook-
Bhubaneswar
Joined September 2025
5
Following
11
Followers
418
Posts
Headlines34
@headlines34
1 day ago
ରାଜ୍ୟରେ ଘଟୁଥିବା ହିଂସା ଓ ଗଣଆକ୍ରମଣ ଘଟଣା ପରେ ପ୍ରଶ୍ନ ଉଠୁଛି— "ମୋହନ ମାଝୀ ସରକାରରେ ଆଇନ-ଶୃଙ୍ଖଳା ପରିସ୍ଥିତି କେମିତି ଅଛି?" ଏହା ରାଜନୀତି ନୁହେଁ, ସାଧାରଣ ଲୋକଙ୍କ ସୁରକ୍ଷାର ପ୍ରଶ୍ନ।
#MohanMajhi
#OdishaPolitics
#OdishaNews
#LawAndOrder
#OdiaNews
headlines34's tweet video.
Headlines34
@headlines34
1 day ago
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଘଟଣା ଚର୍ଚ୍ଚାରେ।ଗୁଜବ ଆଧାରରେ ଏନଜିଓ କର୍ମୀଙ୍କ ଉପରେ ଆକ୍ରମଣ ଏବଂ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ ନାରୀ ସୁରକ୍ଷା ଓ ସାମାଜିକ ସଚେତନତାକୁ ନେଇ ପ୍ରଶ୍ନ ଉଠାଇଛି।
#Odisha
#Rayagada
#WomenSafety
#DroupadiMurmu
See More
headlines34's tweet video.
Headlines34
@headlines34
1 day ago
ଗାଁକୁ ଆସୁଛନ୍ତି ସରକାର!ଆସନ୍ତାକାଲିଠୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଆରମ୍ଭ ହେବ ବୃହତ୍ ଜନକଲ୍ୟାଣ ଶିବିର। ✅ ଆୟୁଷ୍ମାନ କାର୍ଡ ✅ ସୁଭଦ୍ରା ଯୋଜନା ✅ କାଳିଆ ଓ କିଷାନ ଯୋଜନା ✅ ଶ୍ରମିକ କାର୍ଡ ✅ ପେନସନ ସେବା ଏବେ ସରକାରୀ ସେବା ସିଧାସଳଖ ଲୋକଙ୍କ ଦୁଆରମୁହଁରେ।
#JanakalyanCamp
#SubhadraYojana
#AyushmanCard
#OdishaNews
See More
headlines34's tweet video.
Headlines34
@headlines34
1 day ago
ଓଡ଼ିଶାରେ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ₹47,600 କୋଟିରୁ ଅଧିକ ବିକାଶ ପ୍ରକଳ୍ପର ଶୁଭାରମ୍ଭ। ବିକାଶ, ଆଦିବାସୀ ସଶକ୍ତିକରଣ ଓ ଆଧୁନିକ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ।
#OdishaDevelopment
#PMModi
#DroupadiMurmu
#Mayurbhanj
#Rairangpur
#NewOdisha
See More
headlines34's tweet video.
Headlines34
@headlines34
1 day ago
ବକେୟା ମଜୁରୀ ଦାବିରେ ଟିଟିଲାଗଡ଼ NH ବାଏପାସ୍ରେ ଶ୍ରମିକଙ୍କ ରାସ୍ତାରୋକ। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ତୀବ୍ର ପ୍ରତିବାଦ, ଯାତାୟାତ ଠପ୍।
#Titlagarh
#OdishaNews
#LabourProtest
#RoadRoko
#WorkerRights
#BreakingNews
#NHBypass
#Balangir
headlines34's tweet video.
Headlines34
@headlines34
2 days ago
ଯୁବକ ଯୁବତୀଙ୍କ ପାଇଁ ବଡ଼ ଖବର। ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ୨,୪୦୦ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍ ଜାରି ହେବ। ୧୫ ଲକ୍ଷ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଲାଭ ମିଳିବ। ପ୍ରଥମ ଚାକିରି ପାଇଥିବା ଯୁବକଙ୍କୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା।
#PMVBRY
#EmploymentNews
#YouthJobs
#NarendraModi
See More
headlines34's tweet video.
Headlines34
@headlines34
2 days ago
ଓଡ଼ିଶାର ନୂଆ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ପରେ ସରକାରଙ୍କ ବଡ଼ ଆକ୍ସନ୍। ୩ ଜଣିଆ କମିଟି ଆରମ୍ଭ କରିଛି ତଦନ୍ତ। ୭ ଦିନ ମଧ୍ୟରେ ଦାୟୀ ବ୍ୟକ୍ତି ଓ ଅବହେଳାର କାରଣ ସାମ୍ନାକୁ ଆସିବ। ପ୍ରଶ୍ନ—ପିଲାଙ୍କ ଭବିଷ୍ୟତ ସହ ଖେଳ ନା ବ୍ୟବସ୍ଥାଗତ ବିଫଳତା?
#OdishaNews
#TextbookError
#EducationNews
#SCERT
#OSEPA
#StudentFuture
See More
headlines34's tweet video.
Headlines34
@headlines34
2 days ago
ରାସନ୍ କାର୍ଡ ତାଲିକାରେ ବଡ଼ ସଫାଈ ଅଭିଯାନ। ୨.୨୧ କୋଟି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପରେ ଏବେ ୩ କୋଟି ନୂଆ ରାସନ୍ କାର୍ଡ ଜାରି କରିବାକୁ ପ୍ରସ୍ତୁତ କେନ୍ଦ୍ର ସରକାର। ଲକ୍ଷ୍ୟ—ଯୋଗ୍ୟ ଗରିବ ପରିବାରଙ୍କ ପାଖରେ ରାସନ୍ ପହଞ୍ଚାଇବା।
#RationCard
#PDS
#IndiaNews
#BreakingNews
#FoodSecurity
#GovernmentUpdate
#NFSA
See More
headlines34's tweet video.
Headlines34
@headlines34
3 days ago
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ ଦିନିଆ ଓଡିଶା ଗସ୍ତ ଆରମ୍ଭ। ମୟୂରଭଞ୍ଜରେ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପ ଉଦଘାଟନରୁ ଆରମ୍ଭ କରି ଦାଣ୍ଡବୋଷରେ PM ମୋଦିଙ୍କ ସହ ବିକାଶ ଓ ରୋଜଗାରକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ଓଡିଶା ପାଇଁ ଏହା ହୋଇପାରେ ଏକ ଐତିହାସିକ ଗସ୍ତ।
#DroupadiMurmu
#NarendraModi
#Odisha
#Mayurbhanj
#OdiaNews
See More
headlines34's tweet video.
Headlines34
@headlines34
3 days ago
Today’s Top News Headlines in one video. Watch the complete daily news capsule covering important updates from Odisha, India, and the world.
#OdishaNews
#OdiaNews
#Headlines34
#BreakingNews
#TodayNews
#NewsUpdate
#OdiaBreakingNews
#indianews
headlines34's tweet video.
Headlines34
@headlines34
3 days ago
ମହିଳା ସଂରକ୍ଷଣ ବିଲ୍ ପୁଣି ସଂସଦରେ ଆସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଲ୍ ପାସ୍ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିବା ସହ ଜନଗଣନା ଓ ଡିଲିମିଟେସନ୍ ପ୍ରକ୍ରିୟା ଦେଶର ରାଜନୈତିକ ସମୀକରଣକୁ ବଦଳାଇପାରେ।
#WomenReservationBill
#IndianPolitics
#Parliament
#WomenInPolitics
See More
headlines34's tweet video.
Headlines34
@headlines34
3 days ago
ମହିଳା ସଂରକ୍ଷଣ ବିଲ୍ ପୁଣି ସଂସଦରେ ଆସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଲ୍ ପାସ୍ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିବା ସହ ଜନଗଣନା ଓ ଡିଲିମିଟେସନ୍ ପ୍ରକ୍ରିୟା ଦେଶର ରାଜନୈତିକ ସମୀକରଣକୁ ବଦଳାଇପାରେ।
#WomenReservationBill
#IndianPolitics
#Parliament
#WomenInPolitics
#BreakingNews
See More
headlines34's tweet video.
Headlines34
@headlines34
3 days ago
ତାମିଲନାଡୁ ବିଧାନସଭାର ପ୍ରଥମ ଦିନରୁ ହିଁ ରାଜନୈତିକ ଝଡ଼। ରାଜ୍ୟପାଳଙ୍କ ଭାଷଣରେ ବିଜୟଙ୍କ ପ୍ରଶଂସା ଓ DMK ଉପରେ ଆକ୍ରମଣ ପରେ ସଦନରୁ ୱାକଆଉଟ୍ କଲେ DMK ବିଧାୟକ। TVK vs DMK ଲଢ଼େଇ ଏବେ ଚର୍ଚ୍ଚାରେ।
#Vijay
#TVK
#DMK
#TamilNaduPolitics
#BreakingNews
#PoliticalUpdate
#AssemblySession
headlines34's tweet video.
Headlines34
@headlines34
3 days ago
କୋଲକାତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ପଶ୍ଚିମବଙ୍ଗ ରାଜନୀତିରେ ବଢ଼ିଲା ଚର୍ଚ୍ଚା। ମମତା ବାନାର୍ଜୀ ଶିବିର ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଥିବା ବେଳେ ବିଧାନସଭାର ରାଜନୈତିକ ସମୀକରଣ ଉପରେ ଏହାର ପ୍ରଭାବ ପଡ଼ିପାରେ
#WestBengalPolitics
#MamataBanerjee
#KolkataHighCourt
#BreakingNews
#PoliticalUpdate
See More
headlines34's tweet video.
Headlines34
@headlines34
3 days ago
ଚୌଦ୍ୱାର-କଟକ ବିଧାନସଭା ରାଜନୀତିରେ ଯୁବନେତା ସନ୍ତୋଷ ମହାନ୍ତିଙ୍କ ଶକ୍ତି ପ୍ରଦର୍ଶନ। ବନ୍ଧୁ ମିଳନରେ ହଜାର ହଜାର ସମର୍ଥକଙ୍କ ସମାଗମ ପରେ ବିଜେପିର ନୂଆ ମୁହଁକୁ ନେଇ ଚର୍ଚ୍ଚା ଜୋର ଧରିଛି।
#SantoshMohanty
#ChoudwarCuttack
#BJP
#OdishaPolitics
#PoliticalUpdate
#OdishaNews
headlines34's tweet video.
Headlines34
@headlines34
3 days ago
G7 Summitରେ ଭାରତର କୂଟନୈତିକ ଶକ୍ତିର ପ୍ରଦର୍ଶନ। ମୋଦୀ-ଟ୍ରମ୍ପ ବୈଠକରେ ସୁରକ୍ଷା, ବାଣିଜ୍ୟ ଓ Indo-Pacific ରଣନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଟ୍ରମ୍ପଙ୍କ ଭାରତ ପ୍ରତି ଖୋଲା ସମର୍ଥନ ଚର୍ଚ୍ଚାରେ। 🇮🇳🤝🇺🇸
#G7Summit
#ModiTrump
#IndiaUS
#Diplomacy
#IndoPacific
#GlobalPolitics
#IndiaRising
#BreakingNews
See More
headlines34's tweet video.
Headlines34
@headlines34
4 days ago
Today’s Top News Headlines in one video. Watch the complete daily news capsule covering important updates from Odisha, India, and the world.
#OdishaNews
#OdiaNews
#Headlines34
#BreakingNews
#TodayNews
#NewsUpdate
#OdiaBreakingNews
#indianews
headlines34's tweet video.
Headlines34
@headlines34
4 days ago
PM ଆବାସ ଅର୍ଥ ବନ୍ଦକୁ ନେଇ ତେଜ ରାଜନୀତି କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ମୋହନ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍। PM ଆବାସ ଅର୍ଥ ବନ୍ଦ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋରଦାର।
#PMAwasYojana
#OdishaPolitics
#PoliticalUpdate
#OdishaNews
#OdiaNews
#BreakingNews
See More
headlines34's tweet video.
Headlines34
@headlines34
4 days ago
G7 Summit: Modi-Trump Meeting. G7 Summitରେ PM Modiଙ୍କ ବଡ଼ ବାର୍ତ୍ତା—ବିଶ୍ୱାସ ସଙ୍କଟ ଦୂର କରିବାକୁ ନୂଆ ସହଭାଗିତା ଆବଶ୍ୟକ। Modi-Trump meeting, AI competition ଓ China strategy ଉପରେ ସାରା ବିଶ୍ୱର ନଜର।
#G7Summit
#ModiTrump
#GlobalPolitics
#AI
#China
#IndiaUSA
#WorldNews
#OdiaNews
See More
headlines34's tweet video.
Headlines34
@headlines34
4 days ago
Food Security ଉପରେ ଭାରତ ଆଶ୍ୱସ୍ତ। El Nino ପ୍ରଭାବ ସତ୍ତ୍ୱେ ଭାରତର ଚାଉଳ ଓ ଗହମର ରେକର୍ଡ ଷ୍ଟକ୍ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିଛି । ସରକାରୀ ଗୋଦାମରେ ବିପୁଳ ମହଜୁଦ ଦେଶକୁ ସମ୍ଭାବ୍ୟ ସଙ୍କଟରୁ ସୁରକ୍ଷା ଦେବ।
#ElNino
#FoodSecurity
#India
#Agriculture
#Rice
#Wheat
#IndiaNews
#OdiaNews
See More
headlines34's tweet video.
Last Seen Users on Sotwe
TheRealLiso
คู่แท้พิจิตร เอ้าดอร์ โชว์เมีย ช่วยคู่ คู่แท้37-34
Anjuli Yadav
Seen from
Netherlands
shemale love boy
Seen from
India
Olgun esmer
Seen from
Turkey
0575Chibi
Seen from
Thailand
♠️媚黑母猪雯瑜♠️
Pacar Binor 💦
Seen from
Indonesia
BY CLUP
Seen from
Turkey
سمسوره 🦋
Trends for you
1
Father's Day
Under 10K tweets
2
Spain
Under 10K tweets
3
Mackie
Under 10K tweets
4
Daddy
Under 10K tweets
5
#HANxTodsSS27
Under 10K tweets
6
Happy Summer Solstice
Under 10K tweets
7
Sly Cooper
Under 10K tweets
8
#ESPKSA
Under 10K tweets
9
Feliz Día del Padre
Under 10K tweets
10
Samoskevich
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.2M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.4M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.1M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫