Top Tweets for #GeetaDash
ନୂଆ ସ୍ୱରରେ ନୂଆ ଛନ୍ଦରେ ଆସିବ ଲକ୍ଷ୍ମୀ ପୁରାଣ; ଦ୍ଵିତୀୟ ସଂକଳନ ନେଇ କ'ଣ କହିଲେ ପ୍ରଖ୍ୟାତ ଗାୟିକା ଗୀତା ଦାଶ...| Eminent Singer Geeta Dash Reveals Details About New Lakshmi Purana #LakshmiPurana #GeetaDash #OdiaCulture #DevotionalSongs #Bhajan #OdiaMusic #JagannathCulture #SpiritualSongs #OdiaTradition #CulturalNews #MusicUpdate #OdishaNews
ଗାୟିକା ଗୀତା ଦାଶଙ୍କ କଣ୍ଠରେ ‘ପତର ପତର ପାନ ପତର’
#OdishaLIVEReels #GeetaDash #OdiaSong #OdiaMusic #ClassicalMusic #OdiaBhajan #Singer
https://t.co/NxGgkuv5nl
ଗୀତା ଦାଶ ଏମିତି ଜଣେ ଗାୟିକା, ଯିଏ ଯେକୌଣସି ଗୀତକୁ ନିଜର ନିଆରା ଅନ୍ଦାଜରେ ଗାଇ ଦେଇପାରନ୍ତି। ଭଜନ, ଆଧୁନିକ, ପଲ୍ଲୀଗୀତ ଏମିତି ବିଭିନ୍ନ ଶୈଳୀର ଗୀତ ସେ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ସ୍ୱରରେ ଲକ୍ଷ୍ମୀ ପୁରାଣ ଏବେ ବି ଘରେ ଘରେ ଗୁଞ୍ଜରିତ ହୋଇଥାଏ।
#GeetaDash #music #Odisha #Ollywood
‘‘ପିଲାବେଳେ ମୁଁ ଭାବୁଥିଲି ଯେ ରେଡିଓ ଭିତରେ କେହି ଜଣେ ଅଛି, ଯିଏ ଗୀତ ଗାଉଛି। ସେଥିପାଇଁ ଥରେ ଘରେ କେହି ନଥିଲା ବେଳେ ରେଡିଓ ଭାଙ୍ଗି ଦେଇଥିଲି। ସେ କଥା ମନେ ପଡ଼ିଲେ ଏବେ ବି ଭାରି ହସ ଲାଗେ’’ - ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଗୀତା ଦାଶ।
#GeetaDash #OdishaLIVEReels #Music
ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଗୀତା ଦାଶ। ଓଡ଼ିଶାଲାଇଭ୍ ସହ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଗୀତା ଦାଶ ତାଙ୍କ ସଙ୍ଗୀତ ଜୀବନର ଯାତ୍ରା, ବ୍ୟକ୍ତିଗତ ଜୀବନ ଏବଂ ଏହାସହ ଜଡ଼ିତ କିଛି ଖଟା ମିଠା ସ୍ମୃତି ବିଷୟରେ କହିଛନ୍ତି।
#OdishaLIVEReels #GeetaDash #OdiaBhajana #OdiaSong #music #OdiaSinger #OdiaVideos
#କୋକୋଲିି (KOKOLI) - Fish out of Water, An AAO Original Award-Winning Odia Film, Teaser out now https://t.co/roHzKkKz5H
#Kokoli #AAONXT #odiafilm #Odiamovie #MotionPoster #GargiMohanty Snehasis Das #DharitriKhandual #LinkanPattanaik #BhaswatiBasu #GeetaDash #ShrikantPattnaik

Last Seen Hashtags on Sotwe
snapchat
Seen from United Kingdom
cozumemekcilerinbirliginde
Seen from United States
bloomandnora
Seen from United States
AfroChampions
Seen from United States
去鸡留蛋
Seen from Canada
työvoimareservi
Seen from United States
MuitaMalhação
Seen from United States
dee_williams
Seen from France
คลองหลวงนัดเย็ด
Seen from Thailand
ディーエイチシー
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers


