Top Tweets for #GreenSticker
#ପ୍ରଶ୍ନକାଳ_ଫାଇନ_ନ_ଦେଲେ_ଗଡିବନି_ଗାଡି
ଦେଖନ୍ତୁ ଆଜି ସନ୍ଧ୍ୟା ୬ଟା ୨୫ରେ
#ArgusNews #Prashanakala #PUCC #greensticker #Fine #RTO #pollution #OdishaNews
ପଲ୍ୟୁସନ ସାର୍ଟିପିକେଟ ଗୋଟେ ସ୍ଥାନରେ, ଗ୍ରୀନ ଷ୍ଟିକର ଗୋଟେ ଯାଗାରେ, କଲବ�� ଲୋକେ | Green Sticker Issue | Pollution Certificate | Cuttak News #pollutioncertificate #cuttacknews #greensticker #prameyanews7
ଭୁବନେଶ୍ୱର RTOରେ ଖୋଲିଲା ଗ୍ରୀନ ଷ୍ଟିକର କାଉଣ୍ଟର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଦେଖାଇଲେ ମିଳୁଛି ଷ୍ଟିକର | PUCC Green Sticker Counter opened at RTO, Bhubaneswar #greensticker #pucc #bhubaneswar #prameyanews7
କେମିତି ପାଇବେ PUCC Green Sticker?
ଯଦି କୌଣସି ପଲ୍ୟୁସନ ଟେଷ୍ଟିଙ୍ଗ ସେଣ୍ଟର ଗ୍ରୀନ ଷ୍ଟିକର ପ୍��ଦାନରେ ଅବହେଳା କରନ୍ତି କିମ୍ବା ଗ୍ରାହକଙ୍କୁ ଷ୍ଟିକର ଦିଅନ୍ତି ନାହିଁ, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର।
#PUCC #GreenSticker #Odisha #PollutionTesting #Dharitri
📲 Follow Dharitri – Odisha’s No. 1 Odia Daily 📰✨
Green Sticker: କେଉଁଠି ମିଳିବ ଗ୍ରାନ ଷ୍ଟିକର୍? ଦ୍ବନ୍ଦ୍ବ ଦୂର କଲା RTO...
#GreenSticker #RTO #OdishaNews
ପଢ଼ନ୍ତୁ ପୂରା ଖବର:
https://t.co/Am73KWhtfb
ଗ୍ରୀନ ଷ୍ଟିକର ପାଇଁ ଗଞ୍ଜାମରେ RTOରେ ଲମ୍ବା ଲାଇନ, ଆବଶ୍ୟକ କରାଜପତ୍ର ଦେଇ ନେଉଛନ୍ତି ଷ୍ଟିକର #greensticker #prameyanews7 #rto #ganjam #chatrapur #pucc
#ଓଡିଶାରେ_ଆଡବାୟା_ଶାସନ_ଚାଲିଛି
ପ୍ରଦୂଷଣ ପ୍ରମାଣପତ୍ର ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ l ଓଡିଶାରେ ଆଡବାୟା ଶାସନ ଚାଲିଛି l ଗ୍ରୀନ ଷ୍ଟିକର ଆଜି ମିଳିବ ବୋଲି ଘୋଷଣା କଲେ, ହେଲେ ଆଜି ଦ୍ବିତୀୟ ଶନିବାର ଛୁଟି l ଏଥିରୁ ଜଣା ପଡୁଛି, ସରକାର କେମିତି ଚାଲିଛି ?
#PUCC #greensticker #OdishaGovt #arunsahoo #Bjd #Odisha #NandighoshaTV
PUCC ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ସୂଚନା ଦେଲେ ପରିବହନ ମନ୍ତ୍ରୀ #pucc #greensticker #prameyanews7 #bibhutibhusanjena #pollutioncertificate
ଆଗେ ପଲ୍ୟୁସନ ସାର୍ଟିଫିକେଟ୍, ଆଉ ଏବେ ଗ୍ରୀନ୍ ଷ୍ଟିକର। ପରିବହନ ବିଭାଗର ନିଇତି ନୂଆ ନିୟମ ଯନ୍ତ୍ରଣାରେ ପେଷି ହେଲେଣି ଗାଡ଼ି ମାଲିକ। ଗୋଟିଏ ପଟେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଲାଇନ୍ ଥମ��ନି ଏବେ ୧୦ରୁ ଆରଟିଓ ଅଫିସରେ ଲାଗିବ ଗ୍ରୀନ୍ ଷ୍ଟିକର ପାଇଁ ଧାଡ଼ି।
#GreenSticker #TransportRules #VehicleOwners #PublicAnger #OTV
ଗ୍ରୀନ୍ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ ; ‘ଷ୍ଟିକର ନାହିଁ ତ ତେଲ ନାହିଁ’, ଏହା ଏକ ଦାୟିତ୍ଵ
#PrameyaNews7 #OdishaNews #PUCC #greensticker
https://t.co/jKnR0OkGKH
ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ। ପ୍ରକ୍ରିୟାକୁ ଆଗକୁ ଆହୁରି ସରଳୀକରଣ କରାଯିବ-ବିଭୂତି ଜେନା, ପରିବହନ ମନ୍ତ୍ରୀ।
#Puc #PUCC #GreenSticker #BibhutiJena #Odisha #OTV
ପ୍ରଥମେ ଟ୍ରାଫିକ ଫାଇନ ତାପରେ PUCC, ଗାଡ଼ିରେ ଗ୍ରୀନ ଷ୍ଟିକର ନଥିଲେ ଖାଲି ହେବ ପକେଟ୍ | Green Striker Of PUC Certificate | No PUC, No Fuel
#trafficfine #pucc #greensticker #vehiclepollution #odishatraffic #odishanews #odishaupdates #vehiclerules #pollutioncertificate #odishatrafficpolice #odishavehiclelaw #roadregulations #odishapolicy #odishaurbanissues #odishatrafficupdate #vehicleregistration #odishagovernment #odishatrafficrule #prameyanews7
#ଗ୍ରୀନ_ଷ୍ଟିକର_ଗାଡ଼ିରେ_ଲଗାଇବା_ବାଧ୍ୟତାମୂଳକ_ନୁହେଁ
ଏଇ ମାସରେ ସମସ୍ତ RTOକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ ।
#NandighoshaTV #greensticker #pollution
ଗ୍ରୀନ ଷ୍ଟିକରକୁ ନେଇ ବଡ ଅପଡେଟ୍, ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ
#GreenSticker #vehiclechecking #pollutioncertificate #OTV
https://t.co/VVxBpP0SDS
ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ | Green Sticker Rule | Pollution Certificate Issue | PrameyaNews7
#greensticker #pollutioncertificate #pucc #prameyanews7
-ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା
-ଏହି ମାସରେ ସମସ୍ତ RTOରେ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ, ଗ୍ରୀନ ଷ୍ଟିକର କେବଳ ଏକ ସୂଚକ
-ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ
#RTO #BibhutiBhushanJena #GreenSticker #PUCC #NoExtraFee #Odisha #Dharitri
👉 Follow Dharitri – Odisha’s No.1 Odia Daily 📰✨

ଏବେ ସବୁଜ ଷ୍ଟିକର୍ ଅଡ଼ୁଆ: ଗୋଟିଏ ନିର୍ଦ୍ଦେଶନାମା, ୨ ପ୍ରକାର ନିର୍ଦ୍ଦେଶ
#Sambad #GreenSticker #RTO #Odisha
https://t.co/wb7gdivce1
ପଲ୍ୟୁସନ୍ ସାର୍ଟିଫିକେଟ ବାଧ୍ୟତାମୂଳକ ଓ ଗ୍ରୀନ ଷ୍ଟିକରକୁ ନେଇ ଅସନ୍ତୋଷ ଝାଡ଼ିଲେ ଲୋକେ। ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ ଏହା ସରକାରଙ୍କର ବେକାର୍ ନିୟମ ବୋଲି କହିଛନ୍ତି ଲୋକେ।
#Pollution #GreenSticker #TrafficRule #PublicAnger #Odisha #OdishaTV #OTV
ଗ୍ରୀନ ଷ୍ଟିକର ନଥିଲେ କଟିବ ଫାଇନ, ମିଳିବନି ପେଟ୍ରୋଲ! ଏହା ମାଗଣା ହେବ ନା ପଇସା ପଡିବ? କେଉଁଠି ଓ କେମିତି ମିଳିବ ଜାଣନ୍ତୁ ପୂରା ତଥ୍ୟ
#PrameyaNews7 #GreenSticker #pucc #Odisha
https://t.co/BCi1SYnkBh
@otvkhabar 😀 Please reward the officer who made this rule. Now getting the #GreenSticker from RTO will take more time and effort than doing the #PUC certificate. Dear @STAOdisha , pls make it simple, find some other way. Do not make people worry about such things 😞 #Odisha @CMO_Odisha
Last Seen Hashtags on Sotwe
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers







