Top Tweets for #GroundIssue
ମାଲକାନଗିରି ଜିଲ୍ଲା, କୁଡ଼ୁମୁଲୁଗୁମ୍ମା ପଞ୍ଚାୟତର ନାଲିଗୁଡା ଗ୍ରାମରେ ଶ୍ରମଜୀବୀ ସଂଗଠନ ପକ୍ଷରୁ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ। ସଂଗଠନ ସୁଦୃଢ଼ୀକରଣ, ପଡ଼ିଆରୁ ବଢ଼ିଆ, ଆମଅଧିକାର ଯାତ୍ରା, ପରମ୍ପରା ବିକାଶ ଯାତ୍ରା ଓ ଗ୍ରାମବାସୀଙ୍କ ଅଧିକାର ସୁରକ୍ଷା ପାଇଁ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ।
#GroundIssue #Khairput

🌿 ମେକl ପଞ୍ଚାୟତର ଦାମାପାଡା ଗ୍ରାମରେ ଶ୍ରମଜୀବୀ ସଂଗଠନ, ମାଥିଲି ବ୍ଲକ ଦ୍ୱାରା #ଆମଅଧିକାରଯାତ୍ରା ବୈଠକ ଅନୁଷ୍ଠିତ। ଗ୍ରାମସଭାର ସଶକ୍ତିକରଣ, ଜଙ୍ଗଲ ଓ ଜମି ଅଧିକାର, ସରକାରୀ ଯୋଜନାର ସୁବିଧା ଏବଂ ସମୁଦାୟ ନେତୃତ୍ୱ ମାଧ୍ୟମରେ ଗ୍ରାମ ବିକାଶ ଉପରେ ଆଲୋଚନା ହୋଇଥିଲା।
#GroundAction #CommunityEmpowerment #GroundIssue

ଶ୍ରମଜୀବୀ ସଂଗଠନ, ମାଥିଲି ବ୍ଲକ ପକ୍ଷରୁ ଟେମୁରୁପାଲ୍ଲି ପଞ୍ଚାୟତର ପୁଜାରୀଗୁଡା ଗ୍ରାମରେ ବୈଠକ ଅନୁଷ୍ଠିତ ହେଲା। ବୈଠକରେ ମହିଳାଙ୍କ ଅଧିକାର, ସାମାଜିକ ସୁରକ୍ଷା, ଜୀବିକା ବିକାଶ ଏବଂ ଦ୍ୱିତୀୟ ଫସଲ ଚାଷ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଆଲୋଚନା କରାଗଲା।
#BrownToGreen #SustainableFarmer #GroundIssue #SecondCrop

📍 ଇଞ୍ଚିମେଟଲା, ଉଣ୍ଡୁରୁକୋଣ୍ଡା ପଞ୍ଚାୟତ, ପଡିଆ ବ୍ଲକ, ମାଲକାନଗିରି। "ପଡିଆରୁ ବଢିଆ" ଓ "ଆମ ଅଧିକାର ଯାତ୍ରା" ଅବସରରେ ଏକ ସଫଳ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। #BrownToGreen #SustainableFarmer #groundissue

📍 ବୁରୁଦାଗୁଡା ଗ୍ରାମ, ଉଣ୍ଡୁରୁକୋଣ୍ଡା ପଞ୍ଚାୟତ, ପଡିଆ ବ୍ଲକ, ମାଲକାନଗିରିରେ "ପଡିଆରୁ ବଢିଆ" ଏବଂ "ଆମ ଅଧିକାର ଯାତ୍ରା" ଅବସରରେ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହେଲା।
ଜନଅଧିକାର, ସରକାରୀ ଯୋଜନା ଓ ସାମାଜିକ ସଚେତନତା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା।
#BrownToGreen #Malkangiri #Odisha #GroundIssue #

📢ଶ୍ରମଜୀବୀ ସଂଗଠନ, ମାଲକାନଗିରି ବ୍ଲକ ପକ୍ଷରୁ ପେଦାବାଡା ପଞ୍ଚାୟତ ଅନ୍ତର୍ଗତ ଗୋଇଗୁଡ଼ା ଗ୍ରାମରେ "ଆମ ଅଧିକାର ଯାତ୍ରା" ବୈଠକ ଅନୁଷ୍ଠିତ ହୋଇଛି। ଲୋକଙ୍କ ଅଧିକାର, ସରକାରୀ ଯୋଜନା ଏବଂ ସଂଗଠିତ ହୋଇ ସମସ୍ୟାର ସମାଧାନ ନେଇ ଆଲୋଚନା କରାଯାଇଛି।
✊ ଅଧିକାର ପାଇଁ ସଂଗଠିତ ହୁଅନ୍ତୁ, ସଶକ୍ତ ସମାଜ ଗଢ଼ନ୍ତୁ।
#PeopleRights #groundissue

ମହିଳା ଶ୍ରମଜୀବୀସଂଗଠନ କାଲିମେଳା ବ୍ଲକ ଦ୍ୱାରା ମାଡ଼ତାଳଗୁଡା ଗ୍ରାମରେ ଆମ ଆଧିକର ଯାତ୍ରା ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଗାଁର ବିଭିନ୍ନ ସମସ୍ୟା ଚିହ୍ନଟ କରି ସମାଧାନ ଉପରେ ଆଲୋଚନା କରାଗଲା l ଦ୍ୱିତୀୟ ଫସଲ ଚାଷ କରିଥିବା ଚାଷୀ ମାନଙ୍କର ତଥ୍ୟ ସଂଗ୍ରହ କରାଗଲା #GroundIssue #GrassrootAction

ମହିଳା ଶ୍ରମଜୀବୀସଂଗଠନ କୋରୁକୋଣ୍ଡା ବ୍ଲକ ଦ୍ୱାରା କେନ୍ଦୁଗୁଡା ଗ୍ରାମରେ ଆମ ଆଧିକର ଯାତ୍ରା ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଗାଁର ବିଭିନ୍ନ ସମସ୍ୟା ଚିହ୍ନଟ କରି ସମାଧାନ ଉପରେ ଆଲୋଚନା କରାଗଲା l ଦ୍ୱିତୀୟ ଫସଲ ଚାଷ କରିଥିବା ଚାଷୀ ମାନଙ୍କର ତଥ୍ୟ ସଂଗ୍ରହ କରାଗଲା #GroundIssue #GrassrootAction

ଶ୍ରମଜୀବୀସଂଗଠନ ଚିତ୍ରକୋଣ୍ଡା ବ୍ଲକ ଦ୍ୱାରା ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଆମ ଆଧିକର ଯାତ୍ରା ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଗାଁର ବିଭିନ୍ନ ସମସ୍ୟା ଚିହ୍ନଟ କରି ସମାଧାନ ଉପରେ ଆଲୋଚନା କରାଗଲା l ଦ୍ୱିତୀୟ ଫସଲ ଚାଷ କରିଥିବା ଚାଷୀ ମାନଙ୍କର ତଥ୍ୟ ସଂଗ୍ରହ କରାଗଲା #GroundIssue #GrassrootAction

ଶ୍ରମଜୀବୀସଂଗଠନ ଖଇରପୁଟ ବ୍ଲକ ଦ୍ୱାରା ରାସବେଡା ପଞ୍ଚାୟତ ଅନ୍ତର୍ଗତ ପାଲକାଗୁଡା ଗ୍ରାମରେ ଆମ ଆଧିକର ଯାତ୍ରା ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଗାଁର ବିଭିନ୍ନ ସମସ୍ୟା ଚିହ୍ନଟ କରି ସମାଧାନ ଉପରେ ଆଲୋଚନା କରାଗଲା l ଦ୍ୱିତୀୟ ଫସଲ ଚାଷ କରିଥିବା ଚାଷୀ ମାନଙ୍କର ତଥ୍ୟ ସଂଗ୍ରହ କରାଗଲା #GroundIssue #GrassrootAction

ଶ୍ରମଜୀବୀସଂଗଠନ ମାଲକାନଗିରି ବ୍ଲକ ଦ୍ୱାରା ପେଦାବାଡା ପଞ୍ଚାୟତ ଅନ୍ତର୍ଗତ ଦୁଗାଲି ଗ୍ରାମରେ ଆମ ଆଧିକର ଯାତ୍ରା ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଗାଁର ବିଭିନ୍ନ ସମସ୍ୟା ଚିହ୍ନଟ କରି ସମାଧାନ ଉପରେ ଆଲୋଚନା କରାଗଲା l ଦ୍ୱିତୀୟ ଫସଲ ଚାଷ କରିଥିବା ଚାଷୀ ମାନଙ୍କର ତଥ୍ୟ ସଂଗ୍ରହ କରାଗଲା #GroundIssue #GrassrootAction

கல்வி நிறுவனத்திற்குள் அடியாட்களுடன் நுழைந்து வேலி அமைக்க முயற்சித்த திமுக பிரமுகர்
#NewsJ #Tiruppur #CollegeCampus #GroundIssue #DMKAtrocities #BankLoanIssue #CCTVFootage
https://t.co/ulNCoJfiQq
தனியார் கல்லூரி வளாகத்தில் அடியாட்களுடன் நுழைந்து வேலி அமைக்க முயற்சி செய்யும் திமுக பிரமுகர்
#NewsJ #Tiruppur #CollegeCampus #GroundIssue #DMKAtrocities
https://t.co/TNtvg7onkW
合同展示会GROUNDISSUE本日で終了いたしました。たくさんの方にご来場いただき、心から感謝しております。ありがとうございました!そして何よりも、このメンバーと一緒にできたことをとても嬉しく思います。
#GROUNDISSUE

nonoのニューラインEmerandのソックス(かわいい)を買いました。
おんなじ柄のiPhoneケース(かわいい)もあるんだけど、決められませんでした。お野菜柄のおようふく(かわいい)も。
#nono
#GROUNDISSUE


Last Seen Hashtags on Sotwe
nolimit()*** +filter:native_video
Seen from Norway
animation yaoi gay
Seen from United States
火爆李老师
Seen from Canada
petite #smalltits #creampie
Seen from United Kingdom
小圈sp
ShinuSyamalan
Seen from United States
xlii() or #exny() or #somno()or #momandson()or #momson() or #nolimit()
Seen from India
慢摇
omegle
Seen from Netherlands
cocacolarenew
Seen from United States
Most Popular Users

Elon Musk 
@elonmusk
240.6M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.5M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.6M followers

Taylor Swift 
@taylorswift13
81.5M followers

Lady Gaga 
@ladygaga
73M followers

Virat Kohli 
@imvkohli
69.8M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.7M followers













