Top Tweets for #Hangingdeath
Corie Walsh’s husband supports her in court after she allegedly hanged their 2-year-old — as she pleads not guilty https://t.co/4hUCcTK47W

बदायूं में फोन पर पत्नी से हुई कहासुनी, कमरे में गया 22 साल का अजय! कुछ देर बा��� फंदे पर मिला शव
#Budaun #SuicideCase #HangingDeath #Bharat24Digital
@budaunpolice @Uppolice

ଜବରଦଖଲ ଉଚ୍ଛେଦର ଦୁଃଖଦ ପରିଣତି! ଜୀବନ ହାରିଲେ ଯୁବକ, ମୃତ୍ୟୁ ପାଇଁ ଦାୟୀ କିଏ?
#OdishaNews #dhenkanal #death #housedemolition #HANGINGDEATH #OTV
https://t.co/MF3Hnou4qg
#ରାଜଧାନୀରେ_ଯୁବତୀଙ୍କ_ଝୁଲନ୍ତା_ମୃତଦେହ
-ଭୁବନେଶ୍ବର: ପାହାଳ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-ମୃତକ ବାସୁଦେବପୁର ଅଞ୍ଚଳର, ଘରୋଇ କଂପାନୀରେ HR ଥିଲେ
-୬ ମାସ ତଳେ ଚାକିରିରୁ ବିଦା କରାଯାଇଥିଲା, ମୃତ୍ୟୁର କାରଣ ଅସ୍ପଷ୍ଟ
#Bhubaneswar #Pahal #HangingDeath #YoungWoman #SuspiciousDeath #Odisha #OTV

#ଝୁଲିପଡ଼ିଲେ_CRPF_ଯବାନ
-କଟକ: CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-ନୂଆବଜାର ଭଡ଼ା ଘରୁ ମୃତଦେହ ଉଦ୍ଧାର କଲା CRRI ଥାନା ପୋଲିସ
-ମୃତ୍ୟ���ର କାରଣ ଅସ୍ପଷ୍ଟ, ପୋଲିସର ଛାନ୍ଭିନ
#Cuttack #CRPFJawan #HangingDeath #SuspiciousDeath #OTV

#ବସ୍ତିରୁ_ମହିଳାଙ୍କ_ଝୁଲନ୍ତା_ମୃତଦେହ_ଉଦ୍ଧାର
-ଭୁବନେଶ୍ୱର: ମହିଳାଙ୍କ ସନ୍ଦେହଜନକ ଝୁଲନ୍ତା ମୃତ���େହ ଉଦ୍ଧାର
-ମଇଁସିଖାଲ ତାରିଣୀ ବସ୍ତିରୁ ଝୁଲନ୍ତା ମୃତଦେହ ଉଦ୍ଧାର
-ମୃତ ମହିଳା ରୋଜାଲିନ ବେହେରା; ପରିବାର ଲୋକଙ୍କ ହତ୍ୟା ଅଭିଯୋଗ
#Bhubaneswar #OdishaNews #SuspiciousDeath #HangingDeath #OTV

#ଘରେ_ନର୍ସଙ୍କ_ଝୁଲନ୍ତା_ମୃତଦେହ
-ଭଦ୍ରକ: ଘର ଭିତରୁ ଅବସ���ପ୍ରାପ୍ତ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-ଟାଉନ ଥାନା ବନ୍ତ ଛକରେ ଥିବା ଘରୁ ମୃତଦେହ ଉଦ୍ଧାର
-ବେକରେ ଚାଦର ବାନ୍ଧି ଜୀବନ ହାରିଥିବା ଅନୁମାନ, କାରଣ ଅସ୍ପଷ୍ଟ
#Bhadrak #RetiredNurse #Suicide #HangingDeath #TownPS #OTV

#ଝୁଲିପଡ଼ିଲେ_ବିଲ୍ଡର୍
-ଭୁବନେଶ୍ବର: ଘର ଭିତରୁ ବିଲଡର୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-ଚନ୍ଦ୍ରଶେଖରପୁ��� ଥାନା ବିଡିଏ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରୁ ଉଦ୍ଧାର
-ମାନସିକ ଅଶାନ୍ତିରୁ ଝୁଲି ପଡ଼ିଥିବା ��ରିବାର ଲୋକଙ୍କ ଅଭିଯୋଗ
-ମୃତଦେହ ଜବତ କରି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ
#Bhubaneswar #HangingDeath #OTV

#ହଷ୍ଟେଲରେ_ଛାତ୍ରୀଙ୍କ_ଝୁଲନ୍ତା_ମୃତଦେହ
ଭୁବନେଶ୍ବର ଉତ୍କଳ ସଂଗୀତ ମହା ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ
ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର, +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ ।
ମୃତ୍ୟୁର କାରଣ ଅସ୍ପଷ୍ଟ, କ୍ୟାପିଟାଲ ଥାନା ପୋଲିସର ଛ���ନ୍ ଭିନ
#Hangingdeath #Bhubaneswar @dcpbbsr @cpbbsrctc #CollegeStudent #Death #PrameyaNews7 #BreakingNews
#ଝୁଲି_ପଡ଼ିଲେ_ଛାତ୍ରୀ!
ଭୁବନେଶ୍ବର ଉତ୍କଳ ସଂଗୀତ ମହା ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ
ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର, +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ ।
ମୃତ୍ୟୁର କାରଣ ଅସ୍ପଷ୍ଟ, କ୍ୟାପିଟାଲ ଥାନା ପୋଲିସର ଛାନ୍ ଭିନ
#Hangingdeath #Bhubaneswar @dcpbbsr @CpbbsrctcPmu #odisha #CollegeStudent #PrameyaNews7 #BreakingNews
#ହଷ୍ଟେଲରେ_ଛାତ୍ରୀଙ୍କ_ଝୁଲନ୍ତା_ମୃତଦେହ
ଭୁବନେଶ୍ବର: ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଝୁଲନ୍ତା ମୃତଦେହ । ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର, +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ, କ୍ୟାପିଟାଲ ଥାନା ପୋଲିସର ଛାନ୍ ଭିନ #Hangingdeath #Bhubaneswar #OTV
#ହଷ୍ଟେଲରେ_ଛାତ୍ରୀଙ୍କ_ଝୁଲନ୍ତା_ମୃତଦେହ
*ଭୁବନେଶ୍ୱର: ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦ���ହ
*ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଝୁଲନ୍ତା ମୃତଦେହ
*ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର, +୨ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ
*ମୃତ୍ୟୁର କାରଣ ଅସ୍ପଷ୍ଟ, କ୍ୟାପିଟାଲ ଥାନା ପୁଲିସର ଛାନ୍ଭିନ #Hangingdeath #Bhubaneswar

#ହଷ୍ଟେଲରେ_ଛାତ୍ରୀଙ୍କ_ଝୁଲନ୍ତା_ମୃତଦେହ
-ଭୁବନେଶ୍ବର: ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
-ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଝୁଲନ୍ତା ମୃତଦେହ
-ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର, +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ
-ମୃତ୍ୟୁର କାରଣ ଅସ୍ପଷ୍ଟ, କ୍ୟାପିଟାଲ ଥାନା ପୋଲିସର ଛାନ୍ଭିନ
#Hangingdeath #Bhubaneswar #OTV

#ଗଛରେ_ପ୍ରେମୀ_ଯୁଗଳଙ୍କ_ଝୁଲନ୍ତା_ମୃତଦେହ
ଗଞ୍ଜାମ ଶେରଗଡ଼ ଅଲାରିଗଡ଼ ଅଞ୍ଚଳର ଘଟଣା ଡିମ୍ବିରା ପାହଡ଼ର ଏକ ଗଛରେ ଝୁଲନ୍ତା ମୃତଦେହ ଉଭୟଙ୍କ ଘର ପାଟପୁର ଅଞ୍ଚଳରେ ହୋଇଥିବା ସୂଚନା
#Ganjam @sp_ganjam #HangingDeath #Death #Digapahandi #PrameyaNews7 #BreakingNews
ଦିଗପହଣ୍ଡି ଗଛରେ ଝୁଲନ୍ତା ଅବସ୍ଥାରେ ୨ ମୃତଦେହ
ପୁରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ
ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ରାସ୍ତା ପାଖ ଜଙ୍ଗଲରୁ ଉଦ୍ଧାର
କିଛି ଦିନ ତଳୁ ଉଭୟେ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା
#HangingDeath #Death #Digapahandi #PrameyaNews7 #BreakingNews

ଗଛରେ ଝୁଲନ୍ତା ଅବସ୍ଥାରେ ୨ ମୃତଦେହ । ପୁରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ ।
ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ରାସ୍ତା ପାଖ ଜଙ୍ଗଲରୁ ଉଦ୍ଧାର । #HangingDeath #OTV
#ଛାତ୍ରୀଙ୍କ_ସନ୍ଦେହଜନକ_ମୃତ୍ୟୁ
ବିଶ୍ବବିଦ୍ୟାଳୟ ହଷ୍ଟେଲ୍ ବାଥରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଭବାନୀପାଟଣା ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ଘଟଣା । ମୃତ ଛାତ୍ରୀ ଜଣକ +୨ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ତୋଫାଲୀ ନାଏକ
#Bhabanipatna #HangingDeath #OTV
ରାଜଧାନୀରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ୟୁନିଟ୍ ୪ ରାମପୁର ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସ୍ବାମୀ କହୁଥିବା ବେଳେ ପ୍ରକୃତରେ କେମିତି ହୋଇଛି ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ । #HangingDeath #Bhubaneswar #OTV
#ୟୁନିଭର୍ସିଟି_ହଷ୍ଟେଲରେ_ଛାତ୍ରଙ୍କ_ମୃତ୍ୟୁ
-ଖୋର୍ଦ୍ଧା: ଡିପ୍ଲୋମା ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-ଘରୋଇ ୟୁନିଭର୍ସିଟି ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ
-ମୃତ ଛାତ୍ର ଛତିଶଗଡ଼ର, ମୃତ୍ୟୁର କାରଣ ଅସ୍ପଷ୍ଟ
#Khorda #HangingDeath #OTV

#କୋଚିଂ_ସେଣ୍ଟର_ହଷ୍ଟେଲରେ_ଛାତ୍ରୀଙ୍କ_ମୃତଦେହ
ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ପଟିଆ ସ୍ଥିତ ଏକ ହଷ୍ଟେଲରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। #Bhubaneswar #HangingDeath #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers






