Top Tweets for #HelplessFamily
#କନ୍ଦାଉଛି_କ୍ୟାନ୍ସର୍
ଭାଙ୍ଗି ପଡ଼ିଛି ହସଖୁସିର ସଂସାର । କ୍ୟାନ୍ସର୍ ସହ ଲଢ଼ୁଛନ୍ତି ରୋଜଗାରିଆ ପୁଅ । ପରିବାର ଚଳିବ କେମିତି ?
#Jajpur #Odisha #KanakNews #HelplessFamily
#ସର���ାର_ମୋତେ_ଉଦ୍ଧାର_କରନ୍ତୁ
ସୁଦାନରେ ଫସିଥିବା ଓଡ଼ିଆ ପୁଅକୁ ଫେରାଇ ଆଣିବାକୁ ଗୁହାରି । ତିର୍ତ୍ତୋଲ କୋଟକଣା ଗାଁର ଆଦର୍ଶ ବେହେରାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ।
#ArgusNews #OdiaPua #jagatshingpur #Helplessfamily #government #Sudan #Odisha
ଅଦିନିଆ ବର୍ଷା ଉଜାଡ଼ିଦେଲା ଘର । ଭଙ୍ଗା ଘରେ ଅସହାୟ ପରିବାର ।
#HelplessFamily #Kendrapada #Odisha
Hon'ble @CMO_Odisha Sir need your kind intervention in this matter with urgency...@dept_ga @SecyChief @SRC_Odisha @PRDeptOdisha @rdmodisha @dmkendrapara
@BDOMahakalapada @TMahakalapada @JanaSunani
#ବନ୍ଧରେ_ଘର_ପଲିଥିନ୍_ତଳେ_ପରିବାର
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । କେନାଲ ବନ୍ଧ ପାଲଟିଛି ଆଶ୍ରୟସ୍ଥଳୀ । ଛିଣ୍ଡା ପଲିଥିନ୍ ତଳେ ଏକାଠି ରହୁଛନ୍ତି ମଣିଷ ପଶୁ । ଗୋପ ବ୍ଲକର ବାସହରା ଅଭୟ ଓ ବିଷ୍ଣୁପ୍ରିୟାଙ୍କ ଦୁଃଖ କାହାଣୀ ।
#HelplessFamily #Gop #Odisha
#ସ୍ତ୍ରୀ_ପୁଅଙ୍କ_ସେବାରେ_ସରୋଜ
ସ୍ତ୍ରୀ ପକ୍ଷାଘାତର ଶିକାର ହୋଇ ୭ ବର୍ଷ ହେବ ଶଯ୍ୟାଶାୟୀ, ପୁଅର ଦୁଇଟିଯାକ କିଡନୀ ନଷ୍ଟ । ସକାଳ ହେଲେ ସ୍ତ୍ରୀ, ପୁଅଙ୍କ ସେବାରେ ସରୋଜ, ଆହା କହିବାକୁ କେହି ନାହିଁ, ସାହା ହେବାକୁ ବି କେହି ନାହିଁ… #Puri #HelplessFamily #SeeksHelp #SpecialStory #KanakNews @MohanMOdisha @MahalingMukesh
#ରାହା_ଖୋଜୁଛନ୍ତି_ଲକ୍ଷ୍ମୀପ୍ରିୟା
ବାପାଙ୍କ ଅନ୍ତେ ଦୁଇ ପିଲାଙ୍କ ପାଇଁ ସାହାରା ଥିଲେ ମାଆ,ସେ ବି ଶଯ୍ୟାଶାୟୀ,ଭଙ୍ଗା ଘରେ ମାଆର ସେବା ଶୁଶ୍ରୁସା କରୁଛି କୁନି ଝିଅ,ରାହା ଖୋଜୁଛନ୍ତି ସାଲେପୁରର ଲକ୍ଷ୍ମୀପ୍ରିୟା,
#HelplessFamily #Salepur
Please look into it.@CMO_Odisha
@gapg_dept @HFWOdisha @CuttackDM @PRDeptOdisha
#ରାହା_ଖୋଜୁଛନ୍ତି_ଲକ୍ଷ୍ମୀପ୍ରିୟା
ବାପାଙ୍କ ଅନ୍ତେ ଦୁଇ ପିଲାଙ୍କ ପାଇଁ ସାହାରା ଥିଲେ ମାଆ । ସେ ବି ଶଯ୍ୟାଶାୟୀ । ଭଙ୍ଗା ଘରେ ମାଆର ସେବା ଶୁଶ୍ରୁସା କରୁଛି କୁନି ଝିଅ । ରାହା ଖୋଜୁଛନ୍ତି ସାଲେପୁରର ଲକ୍ଷ୍ମୀପ୍ରିୟା ।
#HelplessFamily #Salepur
ବ୍ରେନ ଷ୍ଟ୍ରୋକରେ ଶିକାର ହୋଇ ମେଡ଼ିକାଲ ବେଡରେ ପଡ଼ିଛି ସ୍ବାମୀ, ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା
#HelplessFamily #Needypeople #Brainstroke #Balasore #ETVBharat #ETVBharatOdisha @DBalasore @CMO_Odisha https://t.co/KszWW8DfLp
#ଅର୍ଥ_ସାଜିଛି_ବାଧକ
ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ଜାଗା I ସବୁ ଆଡୁ ନିରାଶ ହୋଇ ଶେଷରେ ପ୍ରଶାସନ ନିକଟରେ ସହାୟତର ହାତ ବାଡେଇବା ପାଇଁ ଗୁହାରି କରିଛନ୍ତି ପରିବାର ଲୋକେ I
#Helplessfamily #Chitrakonda #Malkangiri
ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ
#HelplessFamily #GovtAssistance #BalasoreNews #Odisha #RabindraJena #ETVBharat #ETVBharatOdisha @DBalasore @CMO_Odisha
https://t.co/cgNHHr80hM
‘#ଆମେ_ବହୁତ_କଷ୍ଟରେ_ଅଛୁ’
ରାଜ୍ୟରେ ଲାଗି ରହିଛି ଶୀତର ଲହରୀ। ଛାତ ଘରେ ଥିବା ଲୋକ ଶୀତର ପ୍ରକୋପରେ ଥରୁଛନ୍ତି। ହେଲେ ଜରିପାଲ ତଳେ ଜୀବନ କାଟୁଛନ୍ତି ଭୂମିହୀନ ନଟ ବେହେରାଙ୍କ ପରିବାର...
#Odisha #OTV #Helplessfamily
#ଗରିବକୁ_ପଲିଥିନ୍_ଭରସା
ଗରିବ ହିତାଧିକାରୀଙ୍କୁ ମିଳୁନି ସହାୟତା । ବେସାହାରା ହୋଇ ପଲିଥିନ୍ ତଳେ ଜୀବନ ଜୀଉଁଛନ୍ତି ସୁବର୍ଣ୍ଣପୁର ବହିରଖମନ ଗାଁର ଦୁଇ ଭାଇ ଭଉଣୀ । ଘର ପାଇଁ ଆବେଦନ କରି ବି ନିରାଶ ।
#Sonepur #HelpLessFamily
ଅଚଳ ହୋଇପଡ଼ିଛି ପୂରା ଶରୀର.. ଏପଟେ ଅସହ୍ୟ ଯନ୍ତ୍ରଣା ସହ��ହେଉନି..ସ୍ତ୍ରୀ ପିଲାଙ୍କ ମୁହଁକୁ ଦେଖିଲେ ଛାତି ଫାଟିଯାଉଛି..ମେରୁଦଣ୍ଡ ଭଲ କରିଦିଅ ବୋଲି ହାତ ଯୋଡ଼ି କରୁଛନ୍ତି ଗୁହାରି.. #Jajpur #HelplessFamily #SpecialStory #Odisha #OTV
#ଶୁଣ_ସରକାର
#ଦୃଷ୍ଟିହୀନ_ଝିଅକୁ_ନେଇ_କୁଆଡେ_ଯିବି?
ଦୃଷ୍ଟିହୀନ ଝିଅକୁ ନେଇ ପର ଦାଣ୍ଡରେ ଦିନ କାଟୁଛି ଅସହାୟ ମା । କଥା କହିଲା ବେଳକ��� କୋହ ଅଟକାଇ ପାରୁନାହାନ୍ତି ମା, ନିବେଦନ । ସହାୟତା ପାଇଁ କରୁଛନ୍ତି ନିବେଦନ ।
#HelpLessFamily #Kendrapada @Naveen_Odisha
@PradeepJenaIAS @dmkendrapara
Last Seen Hashtags on Sotwe
incestoconmamà
kpoptownTH
Seen from United States
seks
Seen from Turkey
minichat()snapchat() +filter:native_video
Seen from Turkey
เตะไข่
Seen from Thailand
เย็ดนักเรียน
Seen from Thailand
JustforStudy
Seen from United States
minichat((((((()))))))* filter:native_video
Seen from Australia
sio
Seen from Mexico
AgentInterface
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





