Top Tweets for #HiTechMedical
#ଶ୍ରବଣ_ହରାଇଥିବା_ପିଲାଙ୍କ_ପାଇଁ_ନୂଆ_ଆଶା
#HiTechMedical #CochlearImplant #ENTOdisha #ChildHearingCare
ଗୁରୁତର ଶ୍ରବଣ ହରାଇଥିବା ପିଲାଙ୍କ ପାଇଁ ଆଶାର ଆଲୋକ! ହାଇ-ଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ କର୍ଣ୍ଣ, ନାସା ଓ ଗଳା ବିଭାଗ ଏକ ବର୍ଷରେ ୧୦ଟି କ୍ଲିୟର ଇଂପ୍ଲାଣ୍ଟ ସର୍ଜରୀ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ଗ୍ରହଣ ଖଣ୍ଡିଆ ପିଲାଙ୍କୁ ମାଗଣା ଚିକିତ୍ସା, ହାଇଟେକ ମେଡିକାଲ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ | Hi-Tech Medical's Mission Smile #hitechmedical #prameyanews7 #missionsmile
ହାଇଟେକରେ ନୋ ଟୋବାକୋ ଡେ' ପାଳିତ, ଲୋକଙ୍କ ମଧ୍ୟରେ ବାଣ୍ଟିଲେ ସଚେତନତା ବାର୍ତ୍ତା | No-Tobacco Day, Hi-Tech Medical
#hitechmedical #prameyanews7 #notobaccoday
#ଶୋକରେ_ବୁଡିଲା_ବଅଙ୍ଗ_ଗାଁ
୨ୟ ଥର ପାଇଁ ଶବ ଶୋଭାଯାତ୍ରାର ଆୟୋଜନ ହୋଇଛି। ଏଥର କିନ୍ତୁ କୋକେଇରେ ଶୋଇଥିବା ମଣିଷଟା ସତ ସତିକା ଦିଲ୍ଲୀପ ସାମନ୍ତରାଏ। DNA ଟେଷ୍ଟ ରିପୋର୍ଟ ଏ କଥା ପ୍ରମାଣିତ କରିଛି । ଦିଲ୍ଲୀପଙ୍କ ପରିବାରକୁ ଆସିଛି ମୃତଦେହ । ଆଉ ତା ପରେ ଇଏ ତା ମା’ଙ୍କ ସ୍ଥିତି…
#Odisha #DillipSamantray #HitechMedical #OTV
#ହାଇଟେକ୍_ଦ୍ୱନ୍ଦ୍ୱ
ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ ଟ୍ରାଜେଡି । ଜ୍ୟୋତିରଂଜନ ମଲ୍ଲିକଙ୍କ ମରଶରୀରକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି ।..
#HiTechMedical #Bhubaneswar #Cuttack #Odisha #OTV #JyotiranjanMallick
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିର DNA ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଗଲେ ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ ।..
#HitechMedical #Bhubaneswar #OTV
ହାଇଟେକ୍ ଟ୍ରାଜେଡି: ମୃତ ଦିଲୀପଙ୍କ ଶବ ନେଲେ ପରିବାର ଲୋକେ । DNA ରିପୋର୍ଟ ଆସିବା ପରେ ଦିଲୀପଙ୍କ ଶବକୁ ଗ୍ରହଣ କଲେ ପରିବାର । DNA ରିପୋର୍ଟରୁ ମୃତକ ଦିଲୀପ ସାମନ୍ତରାୟ ବୋଲି ସ୍ପଷ୍ଟ କରିଥିଲା ପୋଲିସ
#HiTechMedical
ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡି, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ || Hitech Medical Blast Row
#hitechmedical #medicalcollege #blast #explosion #dilip #prameyanews7
ହାଇଟେକ୍ ହସ୍ପିଟାଲ ପ୍ରସଙ୍ଗରେ ବିଜେପିର ପ୍ରେସମିଟ୍ । ହସ୍ପିଟାଲରେ ବର୍ଣ୍ଣ ୟୁନିଟ ନଥିବା ବେଳେ କେମିତି ଚିକିତ୍ସା ହେଉଥିଲା ବୋଲି ପ୍ରଶ୍ନ ଉଠାଇଲା ବିଜେପି ।..
#HitechMedical #Bhubaneswar #OTV
#ବିଚାର_ବିଭାଗୀୟ_ତଦନ୍ତ_ହେଉ_ବିଜେପି
ହାଇଟେକ୍ ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି
ହାଇଟେକ୍ରେ ୨୦% ପୋଡ଼ିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ
୯୦% ପୋଡ଼ିଥିବା ରୋଗୀଙ୍କ ଚିକିତ୍ସା କିଭଳି ହେଉଥିଲା- ଅନୀଲ ବିଶ୍ବାଳ
#HitechMedical #Bhubaneswar #Odisha

- ସ୍ବାସ୍ଥ୍ୟ ବିଭାଗ, ଶ୍ରମ କମିଶନର କାହିଁକି ଚୁପ୍ ଅଛନ୍ତି- ଅନୀଲ ବିଶ୍ବାଳ
- ‘ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଦିଆଯାଉ, କମିଶନ ତଦନ୍ତ କରନ୍ତୁ’
- ତିରୁପତି ପାଣିଗ୍ରାହୀ ବିଜେଡି ସଦସ୍ୟ ବୋଲି ଆଇନରୁ ଉପରେ କି- ଅନୀଲ
#HitechMedical #Bhubaneswar #OTV
- ‘ସୁସ୍ଥ ହୋଇ ଭେଣ୍ଟିଲେଟରରୁ ବାହାରିଥିବା ରୋଗୀ କିଭଳି ମରିଗଲେ’
- ‘ଏହି ଘଟଣାରେ କେବଳ ଅବହେଳା ହୋଇନି, ଷଡ଼ଯନ୍ତ୍ର ହୋଇଥାଇପାରେ’
- ‘ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ, ମାମଲା ହେଉ’
#HitechMedical #Bhubaneswar #OTV
#ବିଚାର_ବିଭାଗୀୟ_ତଦନ୍ତ_ହେଉ- ବିଜେପି
- ହାଇଟେକ୍ ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି
- ‘ହାଇଟେକ୍ରେ ୨୦% ପୋଡ଼ିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ’
- ୯୦% ପୋଡ଼ିଥିବା ରୋଗୀଙ୍କ ଚିକିତ୍ସା କିଭଳି ହେଉଥିଲା- ଅନୀଲ ବିଶ୍ବାଳ
#HitechMedical #Bhubaneswar #OTV

#ଆଉ_କେତେ_ଦୁଃଖ_ପାଇବ_ମାଆ..
ପୁଅ ମରିଗଲା, ହେଲେ ଶେଷ ସଂସ୍କାର ପାଇଁ ମିଳୁନି ଶବ । କାନ୍ଦି କାନ୍ଦି ନୟାନ୍ତ ହେଲେଣି ଦିଲ୍ଲୀପଙ୍କ ମାଆ । ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ମାମଲାରେ ଏଯାଏଁ ହଟୁନି ଦ୍ୱନ୍ଦ୍ୱ #Mother #HiTechMedical #Odisha #KanakNews
#ପୁଅର_ମୃତଦେହ_ନେବାକୁ_ମୁଣ୍ଡ_ପିଟୁଛି_ମା'
ସେମାନେ କହିଲେ ଏ ଆମ ପୁଅ ନୁହଁ, ତୁମ ପୁଅ ତୁମେ ନେଇକି ଯାଅ। କିନ୍ତୁ ଏମାନେ କାହିଁକି ଛାଡ଼ୁନାହାନ୍ତି। ସେମାନେ ଯଦି ମୋ ପୁଅକୁ ନ ଛାଡ଼ିବେ ମୁଁ ଆତ୍ମହତ୍ୟା କରିବି: ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମା’।
#HiTechMedical #Bhubaneswar #OTV #DillipSamantRay
ହାଇଟେକ୍ ଟ୍ରାଜେଡିର ଅନ୍ତ ପାଇଁ ମୃତକଙ୍କ ହେବ ଡିଏନଏ ଟେଷ୍ଟ । ତୃତୀୟ ମୃତଦେହକୁ ଚିହ୍ନଟ କରିବାକୁ ହେବ ଡିଏନଏ ପରୀକ୍ଷା କରାଯିବ । ଅନ୍ୟପଟେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମସ ପଠାଯାଇଛି ।..
#HitechMedical #Odisha #OTV
ହାଇଟେକ୍ ଟ୍ରାଜେଡିର ଅନ୍ତ ପାଇଁ ମୃତକଙ୍କ ହେବ ଡିଏନଏ ଟେଷ୍ଟ । ତୃତୀୟ ମୃତଦେହକୁ ଚିହ୍ନଟ କରିବାକୁ ହେବ ଡିଏନଏ ପରୀକ୍ଷା । ଏଥିପାଇଁ ଡିଏନଏ ସାମ୍ପଲ ଦିଲ୍ଲୀ ପଠାଯାଇଛି । ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିବ ।..
#HiTechMedical #Bhubaneswar #OTV
ହାଇଟେକ୍ ହସ୍ପିଟାଲ ମୃତଦେହ ଦ୍ୱନ୍ଦ୍ୱ ପାଇଁ ଦାୟୀ କିଏ ? ତୃତୀୟ ବ୍ୟକ୍ତିଙ୍କ ମୃତଦେହ କେଉଁ ନାଁରେ ହସ୍ତାନ୍ତର କରିବ ହସ୍ପିଟାଲ ?
#HiTechMedical #Bhubaneswar #OTV
#ଆମେ_ସେ_କଥାକୁ_କେୟାର_କରୁନୁ
ଚିକିତ୍ସା ଉପରେ ଆଗକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ହାଇଟେକ୍ ମେଡିକାଲର ସିଇଓ। ପୀଡିତ ତଥା ମୃତକଙ୍କୁ ସହାୟତାର ହାତ ବଢାଇବ କି ନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ମାଡାମ୍ କ’ଣ କହୁଛନ୍ତି ଶୁଣନ୍ତୁ।
#hitechmedical #YouthDeath #controversy #Bhubaneswar #Odisha #OTV
- ଏମ୍ସ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି- ADCP
- 'DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯାଇଛି'
- 'ଅତି କମ୍ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ'
#HitechMedical #Bhubaneswar #Odisha
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers




