Top Tweets for #HiTechTragedy
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଓ ମୃତଦେହ ଚିହ୍ନଟରେ ଦ୍ୱନ୍ଦ୍ୱ ଘଟଣା । ଦିଲୀପ ସାମନ୍ତରାୟଙ୍କ ଗାଁକୁ ଯାଇ ପୁଅର ଅସ୍ଥି ସଂଗ୍ରହ କଲେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ବାପା।
#Bhubaneswar #HiTechTragedy #OTV
#୧୦_ଦିନ_ପରେ_ବି_ହଟୁନି_ହାଇଟେକ୍_ସସପେନ୍ସ
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣକୁ ଦଶ ଦିନ ପୂରିଲା। ହେଲେ ଏବେ ବି ନା ମୃତକଙ୍କ ପରିଚୟକୁ ନେଇ କୁହେଳିକା ହଟୁଛି, ନା ଦୁଶ୍ଚିନ୍ତାରୁ ମୁକୁଳି ପାରୁଛନ୍ତି ଉଭୟ ମୃତକ ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର।
#Bhubaneswar #HiTechTragedy #OTV
-'ମୃତକଙ୍କ ଚିକିତ୍ସା ଠିକ୍ ଭାବେ ହୋଇଛି ନା ନାହିଁ ତଦନ୍ତ ହେବ'
-ସତର୍କତା ଅବଲମ୍ବନ ହୋଇଥିଲା ନା ନାହିଁ ତଦନ୍ତ ହେବ କହିଲେ ସିଇଓ
#HiTechTragedy #HitechCEO #OTV
#ସରକାର_ତଦନ୍ତ_କରିବେ- ହାଇଟେକ୍ ସିଇଓ
-ହାଇଟେକ୍ ବିସ୍ଫୋରଣ ଘଟଣାରେ ସିଇଓ ସ୍ମିତା ପାଢ଼ୀଙ୍କ ପ୍ରତିକ୍ରିୟା
-ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ହେବ, ଏଥିପାଇଁ ନୋଟିସ୍ ହୋଇଛି'
-'ବିସ୍ଫୋରଣ କିଭଳି ହେଲା, ଦାୟୀ କିଏ ସେନେଇ ତଦନ୍ତ ହେବ'
#HiTechTragedy #HitechCEO #OTV

#ହାଇଟେକ୍_ମେଡିକାଲରେ_ଚାଲିଛି_କଣ ?
ବିସ୍ଫୋରଣ ମାମଲାରେ କେବେ କାହାକୁ ଜୀବିତ କହୁଛନ୍ତି, ପୁଣି କେବେ ମୃତ ଦର୍ଶାଉଛନ୍ତି । ୯୫ ପ୍ରତିଶତ ଗ୍ୟାରେଣ୍ଟି ଦେଇ ଯେଉଁ ଦିଲୀପ ସାମନ୍ତରାୟଙ୍କୁ ଜୀବିତ ବୋଲି ଦର୍ଶାଇଥିଲା ମେଡିକାଲ୍, ୨୪ ଘଣ୍ଟା ଭିତରେ ସେହି ଦିଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ବଢ଼ିଛି ବିବାଦ ।
#HiTechTragedy #OTV
ହାଇଟେକ୍ ଟ୍ରାଜେଡି: ଦିଲୀପଙ୍କୁ ମୃତ ଘୋଷଣା ପରେ ବଢ଼ିଲା ବିବାଦ, DNA ଟେଷ୍ଟ ଭରସା ଦେଇ ମେଡିକାଲ ଓ ପୋଲିସ ଚୁପ୍
#Odisha #Bhubaneswar #HiTechHospital #HiTechTragedy #OTV https://t.co/CNp5LCds9r
Dillip Samantray Dies: ଦିଲ୍ଲୀପଙ୍କ ପରିବାରର ଅଭିଯୋଗ, ବଦନାମ ଭୟରେ ମାରିଦେଲେ !
#DillipSamantray #HiTechTragedy #Bhubaneswar
https://t.co/l2RvX9D8JP
ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !
#HiTechTragedy #DillipSamantrayDies #Breaking
https://t.co/I7x27s0tIH
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers

