Top Tweets for #InterviewWithModi
ମୁଁ ରିମୋଟ୍ରେ ଚାଲିବା ଭଳି ବ୍ୟକ୍ତି ନୁହେଁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଟିଭିକୁ ସାକ୍ଷାତକାର ଦେଇ ଏପରି କହିଥିଲେ। #Odisha #Election2024 #PMModi #NarendraModi #InterviewWithModi https://t.co/JOEyIseF61
‘ଆୟୁଷ୍ମାନ ଭାରତ ଲାଗୁ ନହେବା ଓଡ଼ିଶାବାସୀଙ୍କ ସହ ଅନ୍ୟାୟ । ଲୋକଙ୍କ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଜରୁରୀ । ୱାନ୍ ନେସନ, ୱାନ୍ ରାସନ କାର୍ଡ ବ୍ୟବସ୍ଥା ବି ଦରକାର । ବ୍ୟକ୍ତିଗତ ପ୍ରତିଷ୍ଠା ଲୋଭରେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉନି ।’
#NarendraModi #InterviewWithModi #PMModiInterview #MegaExclusiveInterview
#ମୋଦିଙ୍କ_ସହ_ଓଟିଭିର_ସ୍ୱତନ୍ତ୍ର_ସାକ୍ଷାତକାର ।
‘ମୁଁ ଦେଖିଲି ଓଡ଼ିଶା ଲୋକ କିଛି ଭିନ୍ନ ସନ୍ଧାନରେ ଅଛନ୍ତି । ନିର୍ବାଚନୀ ସଭାରେ ଦେଖିଲି ଲୋକେ ନିର୍ଣ୍ଣୟ କରିସାରିଲେଣି । ଯେବେ ଲୋକ ନିର୍ଣ୍ଣୟ କରିଥିବା ଦେଖିଲି, ଶପଥ ତାରିଖ କହିଲି ।’
#NarendraModi #InterviewWithModi #PMModiInterview #MegaExclusiveInterview #OTV
‘ଓଡ଼ିଶାରେ BJP ସରକାର ନିଶ୍ଚିତ’
#NarendraModi #InterviewWithModi #PMModiInterview #MegaExclusiveInterview #OTV

-ଓଡ଼ିଶା ସମୃଦ୍ଧ କିନ୍ତୁ ଲୋକ ଗରିବ ବୋଲି କହିଲେ ମୋଦି
-ଗୋଟିଏ ସମୃଦ୍ଧ ଦେଶକୁ ଯାହା ଦରକାର, ସବୁ ଏଇଠି ଅଛି
-ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ
-ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ଆକାଂକ୍ଷା ପୂରଣ କରିବୁ
#NarendraModi #InterviewWithModi #PMModiInterview #MegaExclusiveInterview #OTV
-ଚିଟ୍ଫଣ୍ଡ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ମୋଦି
-ଏନେଇ ସିବିଆଇ ପୂରା ଆକ୍ଟିଭ୍ ଅଛି, ତଦନ୍ତ କରୁଛି
-କେନ୍ଦ୍ରୀୟ ସଂସ୍ଥା ସ୍ବୟଂକ୍ରିୟ, ସେଥିରେ ଆମେ ହସ୍ତକ୍ଷେପ କରୁନୁ
-ଆମର ମତ, ଗରିବଙ୍କ ଟଙ୍କା ଫେରସ୍ତ ହେବା ଦରକାର
#NarendraModi #InterviewWithModi #PMModiInterview #MegaExclusiveInterview #OTV

* OTVକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ୍ସକ୍ଲୁସିଭ୍ ସାକ୍ଷାତକାର
* ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଡ଼ା ମନ୍ତବ୍ୟ
* ଓଡ଼ିଶା ସାରା ଦେଶକୁ ସ୍ୱାଭିମାନ ଶିଖାଇଛି
* ଦେଶର ସ୍ୱାଭିମାନ ଜାଗ୍ରତ ପାଇଁ ଓଡ଼ିଆ ଅସ୍ମିତା ବଡ଼ ଦାୟିତ୍ୱ ତୁଲାଇଛି #NarendraModi #InterviewWithModi #Odisha

-ୱାନ୍ ନେସନ, ୱାନ୍ ରାସନ କାର୍ଡ ବ୍ୟବସ୍ଥା ବି ଲାଗୁ ଦରକାର
-ବ୍ୟକ୍ତିଗତ ପ୍ରତିଷ୍ଠା ଲୋଭରେ ଏହି ଯୋଜନାକୁ ଲାଗୁ କରାଯାଉନି
#NarendraModi #InterviewWithModi #PMModiInterview #MegaExclusiveInterview #OTV

-ବ୍ୟକ୍ତିଗତ ପ୍ରତିଷ୍ଠା ଲୋଭରେ ଏଠି କିଛି ଯୋଜନା ଲାଗୁ ହେଉନି
-ଆୟୁଷ୍ମାନ ଭାରତ ଲାଗୁ ନହେବା ଓଡ଼ିଶାବାସୀଙ୍କ ସହ ଅନ୍ୟାୟ
-ଲୋକଙ୍କ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଲାଗୁ ଜରୁରୀ
#NarendraModi #InterviewWithModi #PMModiInterview #MegaExclusiveInterview #OTV

ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ମୋଦି
-ରତ୍ନଭଣ୍ଡାର ଚାବି ହଜିଯିବା ଆଶ୍ଚର୍ଯ୍ୟଜନକ ବିଷୟ
-ତଦନ୍ତ କମିଶନର ରିପୋର୍ଟ ବି ସାର୍ବଜନୀନ କରାଗଲା ନାହିଁ
-ଏସବୁ ଦେଖିଲେ ଲାଗୁଛି, କିଛି ତ ଗଡ଼ବଡ଼ି ରହିଛି
-ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସାରା ଦେଶବାସୀଙ୍କ ଭକ୍ତିଭାବ ରହିଛି
#InterviewWithModi #PMModiInterview

-‘ଓଡ଼ିଶାର ପ୍ରତି ଘର କଳା, ପରମ୍ପରାର ଏକ ଭଣ୍ଡାର’
-‘କିଛି ବର୍ଷ ହେଲାଣି କୋଟେରୀ କବ୍ଜା କରି ଦେଇଛନ୍ତି’
-‘ସରକାରରେ ବସିଥିବା ଲୋକ ଏସବୁକୁ ଅଣଦେଖା କରୁଛନ୍ତି’
-‘ଦେଶକୁ ଆଲୋକିତ କରିବା ତାକତ ଥିବା ଓଡ଼ିଶା ଲୋକ କିନ୍ତୁ ଅନ୍ଧାରରେ’
-‘ଓଡ଼ିଶାକୁ ଦକ୍ଷ ଶାସକ ନମିଳିଲେ ଅଫିସର ବି କାମ କରିବେନି’
#NarendraModi #InterviewWithModi

OTVକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ୍ସକ୍ଲୁସିଭ୍ ସାକ୍ଷାତକାର
-ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଡ଼ା ମନ୍ତବ୍ୟ
-ଓଡ଼ିଶା ସାରା ଦେଶକୁ ସ୍ୱାଭିମାନ ଶିଖାଇଛି
-ଦେଶର ସ୍ୱାଭିମାନ ଜାଗ୍ରତ ପାଇଁ ଓଡ଼ିଆ ଅସ୍ମିତା ବଡ଼ ଦାୟିତ୍ୱ ତୁଲାଇଛି
#NarendraModi #InterviewWithModi #PMModiInterview #MegaExclusiveInterview

#ଓଡ଼ିଶା_ଲୋକଙ୍କୁ_ନୂଆପଣ_ଦରକାର
ଓଡ଼ିଶା ଲୋକ ସ୍ଥିର କରିସାରିଛନ୍ତି ତାଙ୍କୁ ପରିବର୍ତ୍ତନ ଦରକାର ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଓଟିଭିର ସିନିୟର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ରଙ୍କ ମେଗା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ । ଆଜି ରାତି ୧୦ଟାରେ...
#NarendraModi #InterviewWithModi #PMModiInterview #MegaExclusiveInterview
-ଦେଖିଲି ଓଡ଼ିଶା ଲୋକ କିଛି ଭିନ୍ନ ସନ୍ଧାନରେ ଅଛନ୍ତି- ମୋଦି
-ଓଡ଼ିଶାକୁ ନୂଆ ନେତୃତ୍ବ ଦରକାର ଥିବା ଅନୁଭବ ହେଲା
-ନିର୍ବାଚନୀ ସଭାରେ ଦେଖିଲି ଲୋକେ ନିର୍ଣ୍ଣୟ କରିସାରିଲେଣି
-ଯେବେ ଲୋକ ନିର୍ଣ୍ଣୟ କରିଥିବା ଦେଖିଲି, ଶପଥ ତାରିଖ କହିଲି
#NarendraModi #InterviewWithModi #PMModiInterview #MegaExclusiveInterview #OTV

-ସଂଗଠନ, ନିର୍ବାଚନ ଲଢ଼ିବା ଓ ଲଢ଼େଇବାର ଅନୁଭବ ରହିଛି
-ଲୋକଙ୍କ ସହ ସବୁବେଳେ ମିଶି କି ରହିବା ଲୋକ ମୁଁ- ମୋଦି
-ମୁଁ ରିମୋଟ୍ ବ୍ୟବସ୍ଥାରେ ଚାଲିବା ଭଳି ବ୍ୟକ୍ତି ନୁହେଁ- ମୋଦି
-ଓଡ଼ିଶାକୁ ବାରମ୍ବାର ଯିବା ଆସିବା ଭିତରେ ମୁଁ କିଛି ଦେଖିଲି
#NarendraModi #InterviewWithModi #PMModiInterview #MegaExclusiveInterview #OTV

OTVକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ୍ସକ୍ଲୁସିଭ୍ ସାକ୍ଷାତକାର
-ମୁଁ ରିମୋଟ୍ରେ ଚାଲିବା ଭଳି ବ୍ୟକ୍ତି ନୁହେଁ କହିଲେ ପ୍ରଧାନମନ୍ତ୍ରୀ
-ଓଡ଼ିଶାରେ ବିଜେପି ସରକାର ନେଇ ଦୃଢ଼ୋକ୍ତି କାହିଁକି ପ୍ରଶ୍ନରେ ଉତ୍ତର
-ରାଜନୀତିରେ ମୋର ଲମ୍ବା ଅନୁଭବ ରହିଛି- ପ୍ରଧାନମନ୍ତ୍ରୀ
#NarendraModi #InterviewWithModi #PMModiInterview
ଓଡ଼ିଆ ଅସ୍ମିତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଓଟିଭିର ସିନିୟର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ରଙ୍କ ମେଗା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ । ଆଜି ରାତି ୧୦ଟାରେ...
#NarendraModi #InterviewWithModi #PMModiInterview #MegaExclusiveInterview #OTV
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଓଟିଭିର ସିନିୟର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ରଙ୍କ ମେଗା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ । ଆଜି ରାତି ୧୦ଟାରେ...
#NarendraModi #InterviewWithModi #PMModiInterview #MegaExclusiveInterview #OTV
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଓଟିଭିର ସିନିୟର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ରଙ୍କ ମେଗା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ। ଆଉ କିଛି ସମୟ ପରେ...

Last Seen Hashtags on Sotwe
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.7M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.6M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.9M followers

CNN 
@cnn
61.8M followers

X 
@x
60.8M followers