Top Tweets for #Jagara
More #ThunderCats references, this time for #Jagara:
1) We get a new Gyroscope regulator!
2) And yes, she does smile!
3) And she does pose with the Sword of Omens!
4) And she blasts powerful blue energy beams!!
Order her from @super7store here: https://t.co/h7dlsJh82C

ସୁନା ବେଶରେ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣି,ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି #babaakhandalamani #bhadrak #jagara #mahasivratri #shorts #sunabesha
#ଶିବମୟ_ସାରା_ସଂସାର
ମହାଶିବରାତ୍ରି ପାଇଁ ସବୁଠି ଭକ୍ତିମୟ ପରିବେଶ । ଓଁ ନମଃ ଶିବାୟ ମନ୍ତ୍ରରେ ପ୍ରକମ୍ପିତ ସାରାସଂସାର । ଶୈବପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଦୀପ ଜାଳି ମନାସୁଛନ୍ତି ମାନସିକ, ମହାଦୀପ ଉଠିବାକୁ ଅପେକ୍ଷା
#Odisha #KanakNews #Jagara #mahashivratri
#ଆଜି_ଶିବଙ୍କ_ପାଖରେ_କଣ_କଣ_ଲାଗି_କରାଯାଏ ?
ଆଜି ପରା ଜାଗର...ଆମେ ରହିବା ଉଜାଗର । ଜାଳିବା ଦୀପ, କରିବା ପ୍ରାର୍ଥନା
#jagara #mahashivratri #Odisha #KanakNews
#ଆସ_ମନ୍ଦିର_ଯିବା_ଗୁଆଘିଅ_ଦୀପ_ଜାଳିବା
ମନ୍ଦିର ସାମନାରେ ବାଜୁଛି ଡମ୍ବରୁ । ସଂଧ୍ୟା ନଇଁବା ପରେ ଦୀପ ଜାଳି କରୁଛନ୍ତି ପୂଜାର୍ଚ୍ଚନା....ଦୃଶ୍ୟ ବାଲେଶ୍ୱର ଝାଡ଼େଶ୍ୱର ମନ୍ଦିରର
#Balasore #Odisha #KanakNews #jagara
#ଜାଗର_ଦିନ_କାହିଁକି_୧୦୮_ବେଲପତ୍ର_ଚଢ଼ାଯାଏ ?
ଜାଗର ଦିନ ୧୦୮ ବେଲପତ୍ର ଚଢ଼ାଇବା ପାଇଁ ସମସ୍ତଙ୍କର ଇଚ୍ଛାଥାଏ । ହେଲେ କାହିଁକି ୧୦୮ ବେଲପତ୍ର ଚଢ଼ାଯାଏ ?
#Jagara #Odisha #KanakNews
ପବିତ୍ର ମହାଶିବରାତ୍ରି ର ହାର୍ଦ୍ଦିକ ଅଭିନନ୍ଦନ ।। ହର ହର ମହାଦେବ ।।
#mahashivratri #jagara #babaloknath #jagannahdham #OmNamahShivaya

#ମହା_ଶିବରାତ୍ରୀ
ଓଁ ନମସ୍ତେ ଭଗବାନ ରୁଦ୍ର
ଭାସ୍କରାମିତ ତେଜସେ ।
ନମୋ ଭବାୟ ଦେବାୟ
ରସାୟାମ୍ବୁମୟାତ୍ମନେ ||
ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ #mahasivaratri #jagara #babadhabaleswar #DhabaleswarTemple #prameyaodia #prameyadigital


ସଜେଇ ହୋଇଛି ଲୋକନାଥ ପୀଠ,ଦର୍ଶନ ପାଇଁ ଲାଇନରେ ଭକ୍ତ #lokanathtemple #puri #jagara #mahasivratri #devotee #shorts
#ଚଳଚଞ୍ଚଳ_ବାବା_ଧବଳେଶ୍ଵରଙ୍କ_ପୀଠ
ଆଜି ମହାଶିବରାତ୍ରୀ ଵା ଜାଗର ପର୍ବ । ସେଥିପାଇଁ ବେଶ ଚଳଚଞ୍ଚଳ କଟକର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠ । ରାତ୍ର ୪ ଟାରୁ ପହଡ଼ ଖୋଲାଯିବା ସହ ସମସ୍ତ ନୀତିକାନ୍ତି ସମାପନ ପରେ ବାବାଙ୍କୁ ସ୍ୱତନ୍ତ୍ର କେତକୀ ଫୁଲ ଲାଗି କରାଯାଇ ଦ୍ୱାର ଫିଟା ଯାଇଥିଲା ।
#Mahasivaratri #Jagara #Atagada #DhabaleswarTemple #Odisha #NandighoshaTV
#ଆଜି_ମହାଶିବରାତ୍ରି
ଆଜି ମହାଶିବରାତ୍ରି । ଏଥିପାଇଁ ସଜେଇ ହୋଇଛି ଶୈବପୀଠ । ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର, ପୁରୀ ଶ୍ରୀଲୋକନାଥ ଓ କପିଳାଶ ଶ୍ରୀଚନ୍ଦ୍ରଶେଖରଙ୍କ ପୀଠରେ ଭକ୍ତଙ୍କ ଭିଡ଼ । ଜାଗର ଜାଳି ମହାଦେବଙ୍କୁ ଆରାଧନା କରିବେ ଶ୍ରଦ୍ଧାଳୁ ।
#Mahasivaratri #Jagara #Odisha #NandighoshaTV
#ବାବାଙ୍କ_ଦର୍ଶନ_ପାଇଁ_ଶ୍ରଦ୍ଧାଳୁଙ୍କ_ଭିଡ
ପବିତ୍ର ମହାଶିବରାତ୍ରି ପାଇଁ ସଜେଇ ହୋଇଛି ବାବା ଆଖଣ୍ଡଳମଣୀଙ୍କ ପୀଠ । ସକାଳୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।
#Mahasivaratri #Jagara #AkhandalamaniTemple #Aradi #Odisha #NandighoshaTV
ଓଁ ନମଃ ଶିବାୟ ll 🙏
ପବିତ୍ର ମହାଶିବରାତ୍ରି ତଥା ଜାଗର ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ I #NamitaAgrawal #Jagara #MahaSibaRatri

ଜାଗର ଯାତ୍ରାର ଶୁଭେଚ୍ଛା🙏
ଭୋଳାବାବାଙ୍କ କୃପା ସଭିଙ୍କ ଉପରେ ଥାଉ🙏
#Jagara #Shivaratri #HarHarMahadev #Shubhapallaba #ଶୁଭପଲ୍ଲବ


🕉️ ପବିତ୍ର ମହା ଶିବରାତ୍ରି (ଜାଗର) 🕉️
ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସମସ୍ତଙ୍କୁ ମହା ଶିବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!
ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଏହି ପବିତ୍ର ଦିନଟି ସମସ୍ତଙ୍କ ପାଇଁ ଜ୍ଞାନ ଓ ଆଲୋକ ନେଇ ଆସୁ।
#MahaShivaratri #Jagara #LordShiva #ParadipPortAuthority #ପାରାଦୀପବନ୍ଦରପ୍ରାଧିକରଣ

#ରାତି_ପାହିଲେ_ଜାଗର
ରାତି ପାହିଲେ ଜାଗର । ଶିବମୟ ହେବ ସାରା ସଂସାର । ଓଁ ନମଃ ଶିବାୟରେ କମ୍ପିବ ସମ୍ପୂର୍ଣ୍ଣ ପରିବେଶ । ଆଜିଠୁ ଚଳଚଞ୍ଚଳ ଶୈବପୀଠ
#Jagara #Odisha #KanakNews #Bhubaneswar
Most Popular Users

Elon Musk 
@elonmusk
240.6M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.6M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.5M followers

Lady Gaga 
@ladygaga
73.1M followers

Virat Kohli 
@imvkohli
69.9M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.7M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers












