Top Tweets for #JalaChhatra
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଏମସି ପକ୍ଷରୁ କୁର୍ମିତାର ଖଣି ଅଞ୍ଚଳର ରନ୍ତାଠାରେ 'ଜଳଛତ୍ର କାର୍ଯ୍ୟକ୍ରମ' ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ଶ୍ରମିକ, ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କୁ ପାନୀୟ ଜଳ ଏବଂ ସର୍ବତ ବଣ୍ଟନ କରାଯାଉଛି।
ଜନସେବା ଓ ସାମାଜିକ ଦାୟିତ୍ୱ ପ୍ରତି ଓଏମସି ସଦା ପ୍ରତିଶ୍ରୁତିବଦ୍ଧ।
#Jalachhatra #OMC

Attended the inauguration of the Jalachhatra camp at Nandankanan, Raghunathpur. Appreciations to the organizers let’s serve water to people and animals in this heat.
#SocialService #Jalachhatra #SummerCare

ବୌଦ୍ଧ ଜିଲ୍ଲା #ବାଉଁଶୁଣୀ ଠାରେ ଆଜି ପର୍ଯ୍ୟନ୍ତ ଜଳଛତ୍ର ନ ହେବା ଏକ ନିନ୍ଦନୀୟ କଥା। ଏଠାରେ ତୁରନ୍ତ ଜଳଛତ୍ର ଖୋଳିବାକୁ @dmboudh ଙ୍କୁ ବିନମ୍ର ଅନୁରୋଧ।
@CMO_Odisha @SRC_Odisha @PRDeptOdisha @BdoBoudh #Baunsuni #Jalachhatra

Take necessary steps based on newspaper. @CMO_Odisha @PRDeptOdisha @RabiNaikBJP @dmboudh #JalaChhatra

ଜୟ ଓଡ଼ିଶା ଦ୍ଵାରା ପରିଚାଳିତ ଭ୍ରାମ୍ୟମାଣ ଜଳଛତ୍ର, ଆଜି ଭୁବନେଶ୍ବରର ସହିଦ ନଗର ଅଞ୍ଚଳରେ ବୁଲି ଲୋକଙ୍କୁ ପିଇବା ପାଣି ଯୋଗାଉଥିବାର କିଛି ଦୃଶ୍ୟ।
#WeServeForPeople
#Jalachhatra
#JaiOdisha
#YouCanRelyWithUs

ଜୟ ଓଡ଼ିଶା ଦ୍ଵାରା ପରିଚାଳିତ ଭ୍ରାମ୍ୟମାଣ ଜଳଛତ୍ର, ଆଜି ଭୁବନେଶ୍ବରର ଅଶୋକ ନଗର ଅଞ୍ଚଳରେ ବୁଲି ଲୋକଙ୍କୁ ପିଇବା ପାଣି ଯୋଗାଉଥିବାର କିଛି ଦୃଶ୍ୟ।
#WeServeForPeople
#Jalachhatra
#JaiOdisha
#YouCanRelyWithUs

ଆରକ୍ଷୀ ଆୟୁକ୍ତ ଡକ୍ଟର ସୁରେଶ ଦେବଦତ୍ତ ସିଂହ, ଭାରତୀୟ ପୋଲିସ ସେବା ଏହାର ଉଦ୍ଘାଟନ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ କରିଥିଲେ 🥛🧋 ।
#Jalachhatra #Panasankranti #Jalasevasibira #odianababarsha #PoliceSevaBhavan

ଜୟ ଓଡ଼ିଶା ଦ୍ଵାରା ପରିଚାଳିତ ଭ୍ରାମ୍ୟମାଣ ଜଳଛତ୍ର, ଆଜି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବୁଲି ଲୋକଙ୍କୁ ପିଇବା ପାଣି ଯୋଗାଉଥିବାର କିଛି ଦୃଶ୍ୟ।
#WeServeForPeople
#Jalachhatra
#JaiOdisha
#YouCanRelyWithUs

Day 3 of #Jalachhatra at Govt. ITI Nayagarh was led by Fitter 1st-year trainees under Mr. Mrutunjay Barik. Er. Kanti Ranjan Sahoo praised their effort in serving cold panna to all in the scorching heat.
@SDTEOdisha
@skilled_odisha
@DTET_Odisha
@TataSTRIVE

Together, we continue to walk on the path of Dharma, celebrating our heritage and serving society with pride.
#RamNavami2025 #AHAM #MahaveerSena #Jalachhatra #Cuttack #JaiShriRam #SanatanDharma #MediaCoverage (4/4)
Paradip Saksharata Samiti, the social arm of @paradipport started #JalaChhatra near Allahabad Bank ATM at Paradip. Shri URM Raju, Secretary, PPA inaugurated the Free Water Kiosk in presence of Capt. A C Sahoo, Dy. Conservator & other Sr. officials. It will run till end of summer.

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ SRCଙ୍କ ନିର୍ଦ୍ଦେଶ ।
#HeatWave #JalaChhatra
ଭୁବନେଶ୍ୱର ୱାର୍ଡ-33ର କର୍ପୋରେଟର ଧରିତ୍ରୀ ଜେନା ଓ ପୂର୍ବତନ କର୍ପୋରେଟର ସୁରେଶ ଜେନାଙ୍କ ପକ୍ଷରୁ ଝାରପଡା ଗଣେଶ ମଣ୍ଡପ ଛକଠାରେ ରୌଦ୍ରତାପରୁ ଟିକେ ଆଶ୍ବସ୍ତି ପାଇଁ ପଥଚାରୀଙ୍କ ନିମନ୍ତେ ଏକ ଜଳଛତ୍ରକୁ ଶୁଭାରମ୍ଭ କଲୁ l
#JalaChhatra

Earlier in the day, Hon’ble Tourism Minister Aswini Kumar Patra inaugurated the #JalaChhatra set up by Odisha Tourism & OTDC at Janpath where visitors can avail free drinking water.
A total of 30 ‘Jala Chhatras’ will be made operational across Odisha for a period of 60 days.

ବର୍ତ୍ତମାନ ଓଡ଼ିଶାରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି , ଏବଂ +୨ ଦ୍ଵିତୀୟବର୍ଷ ଛାତ୍ର ଛାତ୍ରୀମାନଙ୍କର ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ନିକଟରେ ଏକ ଜଳଛତ୍ରର ଶୁଭାରମ୍ଭ କଲୁ ।
#jalachhatra

#Jalachhatra programe organized by K.S.Nagar Police Station,Ganjam👌....A lot of thnx to all staff.
@sp_ganjam
@DGPOdisha
@odisha_police
ମୟୂରଭଞ୍ଜ ଜାମଦାର ନିଆରା ଜଳଛତ୍ର । ଜଙ୍ଗଲୀ ରାସ୍ତାରେ ଗଛରେ କାଠ, ଛଣ, ମାଠିଆ, ସୁରେଇରେ ହୋଇଥିବା ଏ ଜଳଛତ୍ର ରାସ୍ତାରେ ଯାଉଥିବା ସମସ୍ତ ପଥିକଙ୍କ ଶୋଷ ମେଣ୍ଟାଉଛି, ଖୁସି କରୁଛି #Jalachhatra #HeatWave @Mayurbhanj @DM_Mayurbhanj


Loving Sairam..
With Divine Blessings of Swami, “Jala Chhatra” drinking warter seva was started on 15.04.2021 By Salandi bypass Bhajan Centre of Bhadark Samithi of Bhadrak-1 Sai District.
#jalachhatra
-Media Team

Loving Sairam..
With Divine Blessings of Swami, “Jala Chhatra” drinking warter seva was started on 15.04.2021 By Ghanteswar Samithi of Bhadrak-2 Sai District.
#jalachhatra
-Media Team

Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers














































