Top Tweets for #JalaSathi
#ଧାରଣାରେ_ଜଳସାଥୀ
ଜଳସାଥୀଙ୍କ ଆନ୍ଦୋଳନ; ଦାବି ପୁରଣ ପାଇଁ ରାଜଧାନୀରେ ଗର୍ଜିଲେ
#Bhubaneswar #jalasathi #protest #OdishaTV #OTV
Ensuring participatory development, #Odisha Govt has engaged members of @mission_shakti groups under #Jalasathi programme, a #5T initiative. Jalasathis facilitate effective drinking water supply management in urban areas & are expanding their livelihood opportunities.
No Drinking water supply to Naharakanta, Bhubaneswar (Ward no 4) since last 48 hours. Helpline is helples. JE not picking phone, #Jalasathi not aware about the matter.
@OdishaWatco @MayorofBBSR @bmcbbsr @sambad_odisha @CMO_Odisha @MoSarkar5T @BSCL_BBSR
The #Jalasathi for Bhubaneswar ward no 25 is useless. She knows but not able to help. #WaterSupply #Odisha @BDas18 @DasNavin2615
@OdishaWatco no #water supply in N3 area, IRC village for last 2 days. #Bhubaneswar ward no. 25 #Odisha. Pls restore supply immediately. @HUDDeptOdisha @MoSarkar5T @CMO_Odisha
https://t.co/asyLiaimEn
Expanding livelihood opportunities of @mission_shakti members, #Odisha's '#Jalasathi' initiative is giving further impetus to economic empowerment of women in urban areas. The Govt is launching programmes keeping in view the overall socio-economic development of every individual.

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଉତ୍ତମ ପରିଚାଳନା ଯୋଗୁଁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ହେଉଛି ସୁଦୃଢ। ୭୪୦ଜଣ ଜଳସାଥୀ ��.୪୦ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ୮୫ଟି ସହରରେ ୧୦୦% ପାଇପ ଜଳ ବ୍ୟବସ୍ଥା ସୁନିଶ୍ଚିତ ହୋଇଛି। #Odisha #Jalasathi

ସହରାଞ୍ଚଳରେ ଲୋକମାନଙ୍କୁ ବ���ଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାରେ ଜଳସାଥୀମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ସରକାର ଓ ଉପଭୋକ୍ତାଙ୍କ ମଧ୍ୟରେ ସେମାନେ ବିଶ୍ବାସର ସେତୁ ସାଜିଛନ୍ତି। #5T ଅଧୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ମା’ ଓ କିନ୍ନରଙ୍କୁ ସ୍ବାବଲମ୍ବୀ କରିବା ସହ ନୂଆ ପରିଚୟ ଦେଉଛି। #Jalasathi
ଜଳସାଥୀମାନଙ୍କ ଯାତାୟତ ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍���ମରେ ଘୋଷଣା କରିଛନ୍ତି। ଏଥିସହ ଉତ୍ତମ ଜଳଯୋଗାଣ କ୍ଷେତ୍ରରେ ରାଜ୍ୟର ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଜଳସାଥୀମାନଙ୍କୁ ଦେଇଛନ୍ତି। #Jalasathi

85 #Towns Of #Odisha Fully Covered With #PipedWaterScheme: #Naveen
#JalaSathi #SHGs #thirdgendercommunity
https://t.co/OvKtKn8SYv
#Jalasathi ଙ୍କ ପାଇଁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ହୋଇପାରିଥିବା ବେଳେ ଏହାକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଜଳସାଥୀଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନର ଘୋଷଣା କରିଛନ୍ତି।
ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ୧୧୪ଟି ସହରରୁ ୮୫ଟିରେ ୧୦୦% ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ୮.୪୦ ଲକ୍ଷ ଉପଭୋକ୍ତା ଏହାଦ୍��ାରା ଉପକୃତ ହେଉଛନ୍ତି। ଜଳସାଥୀମାନେ ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରି ରୋଜଗାରକ୍ଷମ ସହ ସଶକ୍ତ ହୋଇପାରୁଛନ୍ତି। #Jalasathi

୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ @thesakala https://t.co/dI7xVNoGVl #Jalasathi #NaveenPatnaik @CMO_Odisha @OdishaWater @PRDeptOdisha
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଜଳସାଥୀଙ୍କ ଯାତାୟତ ପାଇଁ ସରକାର ଦେବେ ସାଇକେଲ ।
#Jalasathi #Odisha #Watco #NaveenPatnaik #NandighoshaTV

#ରାଜ୍ୟସରକାରଙ୍କ_ଜଳସାଥୀ_କାର୍ଯ୍ୟକ୍ରମ
ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ । ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସାଥୀ ତଥ୍�� ପୁସ୍ତିକା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ବୋଧନ ।
@CMO_Odisha
@MissionShakti
#Jalasathi

ଜଳସାଥୀ କାର୍ଯ୍ୟକ୍ରମରେ ସାମିଲ ହେ���େ ମିଶନଶକ୍ତି ମହିଳା । ଜଳସାଥୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା ।
@CMO_Odisha
#Jalasathi #MissionShakti
ଜଳସାଥୀଙ୍କ ଦକ୍ଷତା ବୃଦ୍ଧି ଓ ସଶକ୍ତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସାଥୀ ତଥ୍ୟ ପୁସ୍ତିକା ଉନ୍ମାେଚନ କଲେ ମୁଖ୍ୟମନ୍ତ୍ରୀ ।
#MissionShakti #Watco #5T #Jalasathi #NandighoshaTV

ସହରାଞ୍ଚଳରେ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜଳସାଥୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଉଦଘାଟନ କରିବାକୁ ଯାଉଛନ୍ତି।
#Jalasathi
#Odisha

Strengthening our #Jalasathi partners for effective Drinking Water Supply Management in urban areas has always been in prime-focus under #5T Governance Mantra.

ଘର୍ ଘର୍ ଯାଇକରି ପାଏନ୍ ଚେକ୍ କରୁଛନ୍ ଆର୍ ବିଲ୍ ମାଗୁଛନ୍ ସମ୍ବଲପୁରର୍ ଜଳସାଥି...
https://t.co/bC9kcbB5PY
#Sambalpur #JalaSathi #WaterSupply #news @HUDDeptOdisha

କାଏଁଯେ ଘର୍ ଘର୍ ବୁଲୁଛନ୍ ଜଳସାଥୀ ମହିଲାମାନେ?
https://t.co/60qPFDTfNr
#Odisha #Paharaa #Rourkela #JalaSathi

Last Seen Hashtags on Sotwe
นายแบบชักว่าว
Seen from Thailand
GayCest
Seen from United States
دياثتكم
Seen from Switzerland
nfnm
Seen from Turkey
momson filter:videos
Seen from Switzerland
egirl
Seen from Colombia
เปิดนม
Seen from Thailand
fotomantan
Seen from United States
roids
Seen from United States
正太
Seen from United States
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers















