Top Tweets for #KAPILASH
କପିଳାସ ପୀଠରେ ହଜାର ହଜାର କାଉଡିଆଙ୍କ ସମାଗମ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ କଲେ ଜଳଲାଗି ।
#Dhenkanal
#Kapilash
#BabaChandrasekhar
#HarHarMahadev
#ShravanSomwar
#odishanewsepaper

ଢେଙ୍କାନାଳରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ଵାଗତ || Dharmendra Pradhan || Shaheed Baji Rout
#TirangaYatra #DharmendraPradhan #ShaheedBajiRout #OdishaNews #Bhuban #Dhenkanal #Kapilash #RudraNarayanPani #PatriotsOfIndia #latestnews #newstoday
କପିଳାସ ପୀଠରେ କାଉଡ଼ିଆଙ୍କ ସମାଗମ...ହର ହର ମହାଦେବ ଧ୍ୱନିରେ କମ୍ପୁଛି ଶୈବପୀଠ..
#Sambad #FirstMondayOfShravan #Kapilash #HarHarMahadev #OmNamahShivaya #LordShiva #ହରହରମହାଦେବ #Odisha

#କପିଳାସରେ_ପ୍ରକୃତିର_କରାଳ_ରୂପ
କପିଳାସରେ ବି ପ୍ରବଳ ବର୍ଷା । ପ୍ରକୃତି ଦେଖାଇଲା କରାଳ ରୂପ, ମନ୍ଦିର ପରିସରରେ ପ୍ରବଳ ପାଣି
#kapilash #Odisha #Dhenkanal #KanakNews
ଲଗାଣବର୍ଷାରେ ଉପୁଡ଼ିଲା ବିରାଟକାୟ ଗଛ। କପିଳାସ ବାରବାଙ୍କ ଘାଟି ରାସ୍ତାର ଦ୍ୱିତୀୟ ବାଙ୍କରେ ଉପୁଡ଼ିବାରୁ ଚନ୍ଦ୍ରଶେଖରଜୀଉଙ୍କ ପୀଠ ରାସ୍ତାରେ ଶ୍ରଦ୍ଧାଳୁ ଓ ଯାତ୍ରୀ ଅଟକ। ଅଗ୍ନିଶମ ବିଭାଗ ପକ୍ଷରୁ ଗଛକଟା ଓ ରାସ୍ତା ସଫା କାମ ଜାରି।
#kapilash #dhenkanal #heavyrain #treeuprooted
Mismanagement at #Kapilash Temple on #MahaShivaratri; Nabin Nanda seeks probe and action.
#Odisha #TNI #Insight #TheNewsInsight @NabinNanda
https://t.co/wEqTYdN55F
#ବିଶ୍ୱସ୍ତରୀୟ_ହେବ_କପିଳାସ
କପିଳାସରେ ହେବ ରୋପ୍ ୱେ, ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ପାଇଁ ପ୍ରସ୍ତୁତ ହେଲାଣି ଡିପିଆର
#KanakNews #Kapilash #Dhenkanal
ଜାଗର ପାଇଁ ଢେଙ୍କାନାଳ କପିଳାଶରେ ଭକ୍ତଙ୍କ ଭିଡ଼ । ନାଗାଭରଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର।
#Kapilash #Dhenkanal #Mahashivratri #Jagar #OdishaTemples #HarHarMahadev #OTV
#କପିଳାସରେ_ସ୍ବାଭାବିକ_ହେଲା_ନୀତିକାନ୍ତି
ଉପଜିଲ୍ଲାପାଳଙ୍କ କ୍ଷମାପ୍ରାର୍ଥନା ଏବଂ ପ୍ରତିଶ୍ରୁତି ପରେ ହଟିଲା ସେବାୟତଙ୍କ ଧାରଣା । ପୁଣି ୨୦ରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।
#Kapilash #Dhenkanal #Odisha #KanakNews
#କପିଳାସରେ_ନୀତିକାନ୍ତି_ବନ୍ଦ
ମହାଶିବରାତ୍ରିରେ ସେବାୟତଙ୍କ ମନମାନି : ଢେଙ୍କାନାଳ କପିଳାସ ଶୈବପୀଠରେ ନୀତିକାନ୍ତି ବନ୍ଦ କଲେ ସେବାୟତ #KanakNews #kapilash #Odisha
#ଭୋର_୪ଟା_ପରେ_ମହାଦୀପ_ଉଠିବ
ମହାଶିବରାତ୍ରି ପାଇଁ ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଭୋର ସାଢେ ୪ଟାରେ ଉଠିବ ମହାଦୀପ । ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ଆଶା
#Kapilash #Odisha #Jagara #KanakNews
ଆଜି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି। ମହାଦେବଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।
#kapilash #temple #dhenkanal #PrithivirajHarichandan

ଅଛୁଆଁ ହୋଇଗଲା ବୋଲି ନେଲାନି ମା', ଇଚ୍ଛା ନଥିବା ସତ୍ତ୍ୱେ ଶେଷରେ କପିଳାସ ଗଲା ହାତୀଛୁଆ
#Elephant #Kapilash #PrameyaNews7
Chandrashekhar Mahadev Temple on Kapilash Hill, Dhenkanal, Odisha – a 13th-century marvel at 2,239 ft, nestled in lush forests with deep spiritual roots !
#OdishaTemples #Kapilash #Dhenkanal #ShivaWorship

A ride to the hill where the supreme lord stays
#Kapilash

One km stretch of the proposed six-lane Capital Region Ring Road to pass through the #Kapilash wildlife sanctuary core. Experts raise alarm as the area remains a flashpoint for man-animal conflict | #Odisha
https://t.co/nzeO5mbuEW
@NewIndianXpress @XpressOdisha @Siba_TNIE

କପିଳାସ ପୀଠର ବିକାଶ ନିମନ୍ତେ ପ୍ରସ୍ତୁତି ବୈଠକ
#Kapilash #Dhenkanal #DhenkanalUpdate
https://t.co/t70fNxsRud
#ଭୋର୍ରୁ_କପିଳାସରେ_ଉଠିଲା_ମହାଦୀପ
ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଆଜି ଭୋର୍ରୁ ଉଠିଲା ମହାଦୀପ । ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଲା ସମଗ୍ର ଅଞ୍ଚଳ । ଦେଖନ୍ତୁ ମହାଦୀପ ଉଠିବା ବେଳର ଅପୂର୍ବ ଦୃଶ୍ୟ ।
#Mahashivratri #Kapilash #MahaShivaratri #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.3M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.5M followers

Taylor Swift 
@taylorswift13
83.4M followers

Lady Gaga 
@ladygaga
74.9M followers

Virat Kohli 
@imvkohli
72.5M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.5M followers

Bill Gates 
@billgates
64.8M followers

Selena Gomez 
@selenagomez
62.5M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers



























