Top Tweets for #KORAPUT
#ପ୍ଲାଷ୍ଟର_ଅଫ୍_ପ୍ୟାରିସ୍_ମୂର୍ତ୍ତିର_ଡିମାଣ୍ଡ_ବେଶି
ବୈପାରିଗୁଡ଼ା ବଜାରରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତିର ଭିଡ଼ । ଶୃଙ୍ଖଳା ରକ୍ଷା ��ରିବା ପାଇଁ ପ୍ରଶାସନ ଏବଂ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ
#Koraput #Odisha #Ganesh
ମୁଖ୍ୟମନ୍ତ୍ରୀଙ୍କ ଆବୁଧାବି ଗସ୍ତକୁ ନେଇ କଂଗ୍ରେସର ତୀବ୍ର ପ୍ରଶ୍ନ! MMDR, ଖଣି ସମ୍ପଦ, କୋରାପୁଟର ବକ୍ସାଇଟ୍, ପରିବେଶ, ଖଣି ଚୋରି �� ବାଲି ଚୋରିକୁ ନେଇ ସିଦ୍ଧାର୍ଥ ରାଉତରାୟଙ୍କ ବଡ଼ ଅଭିଯୋଗ। ଖଣି ମାଫିଆଙ୍କୁ ଚିହ୍ନଟ କରିବାକୁ ଆହ୍ୱାନ #OdishaPolitics #MMDR #Congress #SiddharthRoutaray #Koraput #MiningMafia #Odisha
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।
#BhimaBhoiSamarthyaAbhiyan #SSEPD #Odisha #Koraput #Nandapur #DisabilityInclusion #Empowerment #OdishaDevelopment #2YearsofLokankaSarakar #BikasharaDharaOdishaSara
@CMO_Odisha @NityanandaBJP @MSJEGOI @siepodisha @state_scpd @dmkoraput @DssoKoraput @koraputdm

#Koraput MP #SaptagiriUlaka Wins #SansadRatnaAward2026 for Rural Development Leadership
Read More: https://t.co/rJjU58kWyO
Public-Interest Call 4 @koraput_ulb @dr_kcmahapatra @SecyChief
@HUDDeptOdisha @CMO_Odisha @dmkoraput urgently intervene in Koraput’s unplanned development, protect public interest, and hold anyone violating rules legally accountable.
#Koraput #PublicInterest #Odisha
ତେନ୍ତୁଳିଗୁମ୍ମା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପରିସରରେ ବୁଲିଲା ବୁଲଡୋଜର ; ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଗଲା ବେଆଇନ ଘର | Bulldozer Action at Tentuligumma Ayushman Arogya Kendra, Illegal House Demolished #Koraput #Tentuligumma #BulldozerAction #IllegalConstruction #IllegalHouse #EncroachmentDrive #AyushmanArogyaKendra #OdishaAdministration #KoraputNews #DemolitionDrive #HealthCentre #OdishaNews
ବାଇକରେ ଆସି ଅଚାନକ ସ୍କୁଲରେ ପହଁଚିଲେ କୋରାପୁଟ ବିଧାୟକ, ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ..
#KoraputMLA #Koraput #SchoolVisit #SurpriseVisit #OdishaPolitics #EducationNews #SchoolIssues #StudentIssues #TeacherIssues #MLANews #KoraputNews #OdishaEducation #News7Odia
The Joint Coordination Committee (JCC) representing all core Block Extension Officers—GPDO, BSSO, WEO, & IoS/MI of #Koraput Block, #Koraput of Odisha submitted a Joint Memorandum to the Govt through the BDO.
📷 Key Demands:
📷 Entry Pay Revision to #Level_10 (Grade Pay ₹4600) 📷 Health Cover (GJAY) & Field Protection Protocols 📷#OdishaBlockOfficers #PayParityLevel10 #JCCDemands
@MohanMOdisha
@SecyChief
@CMO_Odisha
@SSEPD2
@stscdev
@Food_Odisha
@PRDeptOdisha
@_anugarg
@otvkhabar
@kanak_news
@GovernorOdisha
@sambad_odisha
@samajalive
@DharitriLive1
@NandighoshaTV
@Naveen_Odisha

The Joint Coordination Committee (JCC) representing all core Block Extension Officers—GPDO, BSSO, WEO, & IoS/MI of #Bandhugaon Block, #Koraput of Odisha submitted a Joint Memorandum to the Govt through the BDO.
📷 Key Demands:
📷 Entry Pay Revision to #Level_10 (Grade Pay ₹4600) 📷 Health Cover (GJAY) & Field Protection Protocols 📷#OdishaBlockOfficers #PayParityLevel10 #JCCDemands
@MohanMOdisha
@SecyChief
@CMO_Odisha
@SSEPD2
@stscdev
@Food_Odisha
@PRDeptOdisha
@_anugarg
@otvkhabar
@kanak_news
@GovernorOdisha
@sambad_odisha
@samajalive
@DharitriLive1
@NandighoshaTV
@Naveen_Odisha

କୋରାପୁଟ ଜିଲ୍ଲାରେ ଗଂଜେଇ ମାଫିଆଙ୍କ ଆର୍ଥିକ କାରବାରର ନୂଆ ଫଣ୍ଡା। ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଦେଇ ଚାଷୀଙ୍କଠୁ ଗଂଜେଇ କିଣୁଛନ୍ତି ମାଫିଆ
#GanjaMafia #KoraputPolice #GanjaSmuggling #BankAccounts #Koraput #OdishaTV #OTV
ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା, ଯୁବକଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା
#Koraput #CannabisMafia
https://t.co/xBdq5P77g1
କଲରାପତରିଆ ବାଘ ଛାଲ ଜବତ, କାର ସହ ଜଣେ ଗିରଫ
#Sambad #Koraput #LeopardSkinSeized #Odisha
https://t.co/htr7Uq5Uuh
ଜୟପୁରରେ ଗୁଜରାଟ DRI ଟିମ୍ର ବଡ଼ ଧରଣର ଚଢ଼ାଉ....ଡିଲ୍ ବେଳେ କଲରାପତରିଆ ବାଘ ଛାଲ ସହ ଜବତ କଲା। ଜୟପୁର ଡିଏଫଓ ପ୍ରଶାନ୍ତ କୁମାର ପଟେଲ କ’ଣ କହିଛନ୍ତି ଶୁଣନ୍ତୁ ।
#Jeypore #Koraput #DRIRaid #LeopardSkin #WildlifeCrime #ForestDepartment #OTV
ଉପାନ୍ତରେ ବାଟ ହୁଡ଼ିଛି ବିକାଶ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ବଡାପାଡୁ ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ଜରୁରୀ ସମୟରେ ପହଞ୍ଚିପାରୁନି ଆମ୍ବଲାନ୍ସ
#nandighoshatv #Odisha #koraput
ଜୟପୁରରେ ଗୁଜରାଟ DRI ଟିମ୍ର ବଡ଼ ଧରଣର ଚଢ଼ାଉ...ଡିଲ୍ ବେଳେ କଲରାପତରିଆ ବାଘ ଛାଲ ସହ ଜବତ କଲା କାର୍।
#DRIRaid #LeopardSkinSeized #WildlifeCrime #Jeypore #Koraput #Odisha #DRIGujarat #WildlifeProtectionAct #OTV
ବ୍ଲକ କାର୍ଯ୍ୟାଳୟ ପ୍ରକୋଷ୍ଠ ଭିତରେ ପଶି ଏଡିଓଙ୍କୁ ଆକ୍ରମଣ ଅଭିଯୋଗ। ଘଟଣାକୁ ନେଇ ବ୍ଲ�� କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ନିନ୍ଦା। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି।
#Boipariguda #Koraput #Odisha #BlockOffice #Attack #ArgusNews
#ଧରାପଡ଼ିଲା_ବାଘଛାଲ_ରାକେଟ୍ !
ବାଘଛାଲ କାରବାର ବେଳେ ମାଡ଼ି ବସିଲା ଗୁଜରାଟର DRI ଟିମ୍। କୋରାପୁଟ ଜିଲ୍ଲା ଜୟପୁରରୁ ଚଢ଼ାଉ କରି କଲରା ପତରିଆ ବାଘର ଛାଲ ଜବତ କରାଯାଇଛି।
#Koraput #Jeypore #TigerSkin #WildlifeCrime #DRI #Odisha #ArgusNews #WildlifeProtection
Last Seen Hashtags on Sotwe
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.2M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers











