Top Tweets for #KalandiSamal
ବିଜେପି ପୂର୍ବତନ ରାଜ୍ୟସଭାପତି ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଓ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସହିତ
#BJPOdisha #BJPLeaders #kalandisamal

ସମ୍ବଲପୁରରୁ କୁଚିଣ୍ଡା ଯିବା ବାଟରେ ଅଭିଭୂତ କରୁଥିଲା ଆକାଶରୁ ଝରୁଥିବା ବର୍ଷା ଓ ଜଙ୍ଗଲ ଭିତରେ ପ୍ରକୃତିର ଶୋଭା I
#sambalpur #kalandisamal

ସମ୍ବଲପୁର ସିଟି ଷ୍ଟେସନଠାରେ ବିଜେପି ଜିଲ୍ଲା ଉପସଭାପତି ନମ୍ରସକାନ୍ତ ପଟ୍ଟନାୟକ ଓ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଗୁରୁଦୀପ ସିଂ ଙ୍କ ସହିତ I
#BJPOdisha #sambalpur #kalandisamal

ସମ୍ବଲପୁର ଜିଲ୍ଲା ବିଜେପି ଉପ ସଭାପତି ସୁଶାନ୍ତ ପୁରୋହିତ, ଅଶ୍ୱିନୀ କୁମାର ସ୍ୱାଇଁ, ନମ୍ରସକାନ୍ତ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ସମୀର କୁମାର ବାବୁଙ୍କ ସହିତ ସାଙ୍ଗଠନିକ ଆଲୋଚନା ହେଲା I
#sambalpur #BJPOdisha #kalandisamal

ସମ୍ବଲପୁରୀ ଭାଷା ଆର୍ ପରମ୍ପରାର୍ ପ୍ରତୀକ୍ ଗୁରୁ ସତ୍ୟନାରାୟଣ ବୋହିଦାରଙ୍କୁ ଜନ୍ମ ଜୟନ୍ତୀନେ କୋଟି କୋଟି ପ୍ରଣାମ୍ ସାଙ୍ଗେ ସମକୁ ସମ୍ବଲପୁରୀ ଦିନ୍ର ହାର୍ଦ୍ଦିକ ଶୁଭେଚ୍ଛା
#sambalpuridina #satyanarayanbohidar #kalandisamal

ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ 'ସୁନାବେଶ' ର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଜୟ ଜଗନ୍ନାଥ🙏
#SunaBesha #Rathayatra2026 #JaiJagannatha #RathaJatra2026 #kalandisamal

ପବିତ୍ର ବାହୁଡ଼ା ଯାତ୍ରାର ପାବନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#BahudaYatra #JayJagannath #kalandisamal

ବିଶିଷ୍ଟ ସ୍ଥପତି ଶିଳ୍ପୀଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କୁ "ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲୁ I
#bookslovers #kalandisamal

ସିଦ୍ଧ ପୁରୁଷ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଜନ୍ମ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି I
ଭୁବନେଶ୍ୱର,ଡମଣାସ୍ଥିତ ଶ୍ରୀ ଶ୍ରୀ ମା ଆନନ୍ଦ ଆଶ୍ରମରେ ପିଲାମାନଙ୍କ ଗହଣରେ ପୂଜ୍ୟ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳିତ I
#tribute #debendrapradhan #kalandisamal
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ନେତ୍ରୋତ୍ସବ ଓ ନବଯୌବନ ଦର୍ଶନର ଶୁଭ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।
#JayJagannath #rathyatra #kalandisamal


ସୃଷ୍ଟିକର୍ତ୍ତାଙ୍କ ଅପୂର୍ବ ସୃଷ୍ଟି..
#kalandisamal

ଡ଼ଃ ବସନ୍ତ କୁମାର ପଣ୍ଡାଙ୍କୁ "ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲି I
#kalandisamal

ପିଲାଦିନରୁ ସଂଘ ବିଚାର ପରବାରରେ ବିଭିନ୍ନ ଦାୟିତ୍ୱ ତୁଲାଇଥିବା ବର୍ଷୀୟାନ କାର୍ଯ୍ୟକର୍ତ୍ତା ସତ୍ୟନାରାୟଣ ସାହୁ ଙ୍କୁ ତାଙ୍କ ବାସଭବନରେ ବରିଷ୍ଠ ନେତା ସମୀର ମହାନ୍ତି ଙ୍କ ସହିତ ଭେଟି ଅନେକ ପ୍ରେରଣାଦାୟୀ କଥା ଶୁଣିଲୁ I
#kalandisamal

1980ମସିହା କଂଗ୍ରେସ ଶାସନରେ ହୋଇଥିବା ଛବିରାଣୀ ହତ୍ୟାକାଣ୍ଡ ଏବେ ବି ପ୍ରସଙ୍ଗ ହୋଇ ରହିଛି l ତାଙ୍କ ସ୍ୱାମୀ ନିର୍ଭିକ ସାମ୍ବାଦିକ ସ୍ୱର୍ଗତ ନବ କିଶୋର ମହାପାତ୍ର ଙ୍କ ଏକାଦଶାହରେ ବରିଷ୍ଠ ନେତା ସମୀର ମହାନ୍ତି, ସୁରେଶ କୁମାର ସାହୁ ଙ୍କ ସହିତ ଶ୍ରଦ୍ଧାଞ୍ଜଳି ଦେଲି I
#condolences #kalandisamal

ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ସନ୍ଥପଡା ଶକ୍ତିକେନ୍ଦ୍ର ଅନ୍ତର୍ଗତ ଦାସନାଳୀ ଠାରେ ମନ୍ଦିରରେ ପୂଜାର୍ଚ୍ଚନା, ବୃକ୍ଷ ରୋପଣ ଓ ଫଳ ବିତରଣ |
#BJPOdisha #kalandisamal


କୁଚିଣ୍ଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ବିଜେପିର ପ୍ରଥମ କାର୍ଯ୍ୟକର୍ତ୍ତା ମହେନ୍ଦ୍ର ପଟେଲଙ୍କୁ ଭେଟିଲୁ
#BJPOdisha #kalandisamal

ରେଙ୍ଗାଲି ବିଧାନସଭା ଅନ୍ତର୍ଗତ କନକିଣ୍ଡା ପଞ୍ଚାୟତରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଜୟକାନ୍ତ ସାହୁଙ୍କୁ ତାଙ୍କ ବାସଭବନରେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଓ ପୂର୍ବତନ ବିଧାୟକ ନାଉରୀ ନାଏକ ଙ୍କ ସହିତ ଭେଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନାର ପୁସ୍ତକ ଅର୍ପଣ କଲୁ |
#BJPOdisha #kalandisamal

ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ହେଲା I ଆଲୋଚନା ବେଳେ ବିଶ୍ୱ ଓଡ଼ିଆ ପରିବାରର ସୁରେଶ କୁମାର ସାହୁ, ଗବେଷକ ଅଜିତ ଦାସ ଓ ବିମଳ ସାମଲ ଉପସ୍ଥିତ ଥିଲେ I
#odia #language #Literature #Odisha #kalandisamal

Last Seen Hashtags on Sotwe
pakistan gay porn
Seen from Egypt
AmbergrisSeizure
Seen from United States
hangingwedgie
Seen from United States
thundr
Seen from United States
livebarbar
Seen from Germany
anxiouspanda
Seen from Switzerland
702freaks
Seen from United States
fitnessmutt
Seen from United Kingdom
moroccan gay
Seen from Turkey
pintoawards podolatria
Seen from Brazil
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers










