Top Tweets for #Kantilo
The Nilamadhab Temple in Kantilo, Nayagarh, is a sacred Vishnu shrine tied to Lord Jagannath’s ancient origins. Its black stone idol, once worshipped as Indranila by a Sabara chief, radiates history & serenity.
#NilamadhabTemple #Kantilo #Nayagarh #OdishaHeritage #Odisha

@ajitpra40974344 @TPCentralOdisha This is the Power of @TPCentralOdisha No wind, no rain. But no power. @CMO_Odisha @TataPower Superb. This is the talent of Engineers in @TPCentralOdisha #kuha #kantilo #sundarpada #odisha #Bhubaneswar
#ଶ୍ରୀଜଗନ୍ନାଥଙ୍କ_ଆଦିପୀଠରେ_ଦେଶର_ପ୍ରଥମ_ନାଗରିକ
ନୟାଗଡ କାଳିଆପଲ୍ଲୀରେ ଭାରତ ବିଶ୍ବାବସୁ ଶବର ସମାଜର ପ୍ରତିଷ୍ଠା ଦିବସରେ ସାମିଲ ହୋଇ ଏଭଳି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
#PresidentOfIndia #DroupadiMurmu #Kantilo #NilamadhabaTemple

#ଏଇ_ଶିଆଳି_ଲତାରେ_ଶୋଇଥିଲେ_ଶ୍ରୀକୃଷ୍ଣ
ନୟାଗଡ଼ କଣ୍ଟିଲୋର ଶବର ପଲ୍ଲୀରେ ଥିବା ଏଇ ଶିଆଳି ଲତାରେ ଶୋଇଥିଲେ ଶ୍ରୀକୃଷ୍ଣ। ଶୁଣନ୍ତୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅଜଣା ଅଛପା କଥା...
#JayJagannath #NilaMadhaba #Kantilo #Nayagarh #Odisha #OTV
President Droupadi Murmu Performs Puja at Kantilo Nilamadhav | ନୀଳମାଧବଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
#presidentdroupadimurmu #kantilo #nilamadhaba #presidentofindia #jagannath_sanskruti #cmmohanmajhi #odagaon #ladubaba #odishavisit #pujaksamaj #prameyanews7
#ବିଶ୍ବାବସୁ_ସମ୍ପ୍ରଦାୟର_ଯଜ୍ଞରେ_ପୂର୍ଣ୍ଣାହୂତି_ଦେଲେ_ରାଷ୍ଟ୍ରପତି
ନୟାଗଡ଼ରେ ପ୍ରଭୁ ନୀଳମାଧବଙ୍କୁ କଲେ ଦର୍ଶନ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବିଶ୍ବାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗଦେଲେ ମହାମହିମ ।
#PresidentOfIndia #DroupadiMurmu #OTV #Kantilo #NilamadhabaTemple
କଣ୍ଟିଲୋର ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏବେ ପୀଠର ବିକାଶ ହେବ ବୋଲି ଆଶାବାଦୀ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର କର୍ମକର୍ତ୍ତା !
#Kantilo #NilamadhabaTemple #Odisha #OTV
କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରି ଭୁବନେଶ୍ୱର ଫେରିଲେ ରାଷ୍ଟ୍ରପତି
#PresidentDroupadiMurmu #Kantilo #Nilamadhaba https://t.co/JYWKovSKo3
#ଫଟୋରେ_ଖବର
ନୟାଗଡ଼ରେ ବିଶ୍ବାବସୁ ଶବର ସମାଜର ପ୍ରତିଷ୍ଠା ଦିବସରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରି ନେଲେ ଆଶିଷ...
#PresidentOfIndia #DroupadiMurmu #OTV #Kantilo #NilamadhabaTemple

ନୟାଗଡ ଜିଲ୍ଲାର କଣ୍ଟିଲୋ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ...
#OdishaCM #MohanCharanMajhi #Kantilo #Nayagarh
#PHOTOS | President #DroupadiMurmu offers prayers at Nilamadhab Temple at Kantilo in Nayagrah district earlier today
Governor Dr Hari Babu Kambhampati, Odisha Assembly Speaker Surama Padhy and Chief Minister Mohan Charan Majhi also present
#Odisha #Kantilo #NilamadhabTemple

ନୟାଗଡ ଜିଲ୍ଲାର କଣ୍ଟିଲୋ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମପତି !
#KambhampatiHariBabu #OTV #Kantilo #NilamadhabaTemple
ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଭୁବନେଶ୍ୱର ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !
#PresidentOfIndia #DroupadiMurmu #OTV #Kantilo #NilamadhabaTemple
#ଜୟ_ଜଗନ୍ନାଥ...
ନୟାଗଡ ଜିଲ୍ଲାର କଣ୍ଟିଲୋ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ! ଶୁଣନ୍ତୁ କଣ କହୁଛନ୍ତି...
#MohanCharanMajhi #OTV #Kantilo #NilamadhabaTemple
#ଜୟ_ଜଗନ୍ନାଥ...#ଜୟ_ନୀଳମାଧବ...
କାଳିଆପଲ୍ଲୀ ଗାଁରେ ଥିବା ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟ ଜଗନ୍ନାଥ.. ଜୟ ନୀଳମାଧବ.. ଜୟ ବିଶ୍ୱାବସୁ କହିଲେ ରାଷ୍ଟ୍ରପତି !
#PresidentOfIndia #DroupadiMurmu #OTV #Kantilo #NilamadhabaTemple
ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀରେ ଶବର ସମ୍ପ୍ରଦାୟ ଦ୍ୱାରା ଚାଲିଛି ମହାଯଜ୍ଞ !
#PresidentOfIndia #DroupadiMurmu #OTV #Kantilo #NilamadhabaTemple
କଣ୍ଟିଲୋର ନୀଳମାଧବ ପୀଠରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାହାକୁ ନେଇ ବେଶ୍ ଖୁସି ସେବକ !
#PresidentOfIndia #DroupadiMurmu #OTV #Kantilo #NilamadhabaTemple
ନୟାଗଡ଼ ଜିଲ୍ଲା କଣ୍ଟିଲୋର ନୀଳମାଧବଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାମନ୍ତ ମାଟିକୁ ରାଷ୍ଟ୍ରପତି ଆସୁଥିବାରୁ ଆମେମାନେ ବେଶ୍ ଖୁସି !
#PresidentOfIndia #DroupadiMurmu #OTV #Kantilo #NilamadhabaTemple
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !
#PresidentOfIndia #DroupadiMurmu #OTV #Kantilo #NilamadhabaTemple
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.7M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers

















