Top Tweets for #Kaudia
#ଶ୍ରାବଣ_ଶେଷ_ସୋମବାର
ଶ୍ରାବଣ ଶେଷ ସୋମବାରରେ ମନ୍ଦିରରେ କାଉଡିଆଙ୍କ ଭିଡ । ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ରାଜ୍ୟର ପ୍ରମୁଖ ଶୈବ ପୀଠ ଗୁଡିକରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।
#ShravanSomvar #BolBam #Kaudia #ShivaTemple #Jalabhishek #Odisha #ArgusNews
କୁଆଖାଇ ନଦୀ ତୁଠରେ ପୋଲିସ ପକ୍ଷରୁ ପହରା, ରାଜଧାନୀରେ କାଉଡିଆଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା #bhubaneswar #kaudia #prameyanews7 #bolbam #kuakhairiver
-ଅନୁଗୁଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଆଣିବାକୁ ଯାଇ ୨ କାଉଡ଼ିଆ ଭାସିଗଲେ
-ଜଣେ କାଉଡ଼ିଆଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି
-ଅନ୍ୟ ଜଣେ କାଉଡ଼ିଆ ନିଖୋଜ ଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
#Kaudia #Kanwariya #Angul #Odisha #OdishaNews #Dharitri
📲 Follow Dharitri – Odisha’s No.1 Odia Daily 📰✨

#ନାଳରେ_ଭାସିଗଲେ_୨_କାଉଡ଼ିଆ
-ଅନୁଗୁଳ: ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ
-ଜଳାଭିଷେକ ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଭାସିଗଲେ
-ଜଣେ କାଉଡ଼ିଆ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର, ଅନୁଗୁଳ ମେଡିକାଲରେ ଭର୍ତ୍ତି
-ଆଉ ଜଣେ ନିଖୋଜ, ଅଗ୍ନିଶମ ଟିମ୍ ଦ୍ବାରା ଉଦ୍ଧାର କାମ ଜାରି
#Angul #Odisha #Kaudia #Kanwariya #Bolbam #Jalabhishek #LingaraNala #RescueOperation #MissingPerson #FireService #Shravan #Odisha #OTV

ପାଣି ଉଠାଇବାକୁ ଯାଉଥିଲେ କାଉଡ଼ିଆ, ରାସ୍ତାରେ ଓଲଟିଲା ଗାଡ଼ି ; ୧୫ ଆହତ
#PrameyaNews7 #OdishaNews #GanjamNews #Kaudia
https://t.co/LdfmlzB9hU
Kandhamal | କାଉଡିଆଙ୍କ ବେଶରେ ଗଞ୍ଜେଇ ଚାଲାଣ, ୬୦ କିଲୋ ଗଞ୍ଜେଇ ସହ ଉତ୍ତରପ୍ରଦେଶର ୨ ଯୁବକ ଗିରଫ | PrameyaNews7 #kandhamal #ganjaseized #prameyanews7 #kaudia #uttarpradesh
ଉତ୍ତରପ୍ରଦେଶରେ କାଉଡିଆଙ୍କ ଉପରେ ଫୁଲ ବର୍ଷା #Shorts #UttarPradesh #Kaudia #flowerpetalShowered #News7Odia
କାଉଡିଆଙ୍କ ପ୍ରତି ଏପରି ବ୍ୟବହାର ଗ୍ରହଣୀୟ କି ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ଅନେକ ଲୋକେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।
#Sambad #Kaudia #ViralVideo #PublicOutrage #BolBam #ShravanSomwar
କେନ୍ଦୁଝରର ସର୍ବପୁରାତନ ଶୈବପୀଠ ବାବା କୁଶଳେଶ୍ବର ମନ୍ଦିରରେ ଜଳାଭିଷେକ ପାଇଁ କଉଡିଆ ଭକ୍ତଙ୍କ ପ୍ରବଳ ଭିଡ
#BolBam #Keonjhar #Kaudia #shravanmonth #odishanewsepaper
ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଆରଡିପୀଠ । ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପ୍ରବଳ କାଉଡିଆଙ୍କ ଭିଡ଼
#Aradi #akhandalamanitemple #Kaudia #devotees #srabansombar #NandighoshaTV
Lokanath Pitha | ଶ୍ରାବଣ ଶେଷ ସୋମବାର : ପୁରୀ ଲୋକନାଥ ପୀଠରେ ଜଳ ଲାଗି ପାଇଁ ସବୁ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ.. #sravansombar #kaudia #jalalagi #PrameyaNews7 #lokanathpitha #puri #breakingnews #devotional
ବାବା ଆଖଣ୍ଡଳମଣୀଙ୍କ ପୀଠକୁ ଆସୁଥିବା କାଉଡିଆଙ୍କ ପାଦ ସେବା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ | Suryabanshi Suraj
#suryabanshisuraj #prameyanews7 #kaudia #akhandalamanitemple #bhadrak
#ଭେଳାବାବା_ପାର୍_କରେଗା
ଶେଷ ସୋମବାରରେ ଜଳଲାଗି କରିବେ କାଉଡ଼ିଆ । ନଦୀପଠାରେ କରୁଛନ୍ତି ପୂଜାର୍ଚ୍ଚନା
#baliguda #kaudia #bolbom #harharmahadev #devotees #NandighoshaTV
#Jharkhand | 18 Kaudia (Bol Bom)devotees died and several others injured as their bus collided with a truck in Deogarh area: Sources
#FatalAccident #Jharkhand #Kaudia #ArgusNews

#Rayagada: A Kaudia (Bol Bom devotee) reportedly died drowning in Mahendratanaya river in Gunupur area. Deceased identified as Kana Badadalai of Jhalar Singh block under Nuagada block.
#Gunpur #Kaudia #BolBomDevotee #MahendraTanayaRiver

ଶ୍ରାବଣ ମାସ ତୃତୀୟ ସୋମବାର, ଚନ୍ଦନେଶ୍ୱର ପୀଠରେ ପାଣି ଢ଼ାଳୁଛନ୍ତି କାଉଡିଆ #ShravanMonth #Kaudia #prameyaNews7 #BreakingNews #HarharMahadev #LordShiva #Chandaneswar
ଶ୍ରାବଣ ମାସ ତୃତୀୟ ସୋମବାର, ଚନ୍ଦନେଶ୍ୱର ପୀଠରେ ପାଣି ଢ଼ାଳୁଛନ୍ତି କାଉଡିଆ #ShravanMonth #Kaudia #prameyaNews7 #BreakingNews #HarharMahadev #LordShiva #Chandaneswar
#ଏ_କଣ_ହେଲା..!
ରାସ୍ତାରେ ଗଡ଼ିଲେ କାଉଡ଼ିଆ । କିଏ ପାଣି ଢ଼ାଳୁଛି ତ କିଏ କ୍ଷୀର ଢାଳୁଛି..ହେଲେ ଭକ୍ତ ତା ଭକ୍ତିରେ ଗଡ଼ି ଚାଲିଛି। ଶହେ କି ଦୁଇ ଶହ ମିଟର ନୁହେଁ ବରଂ ଦୁଇ କିଲୋମିଟର ଗଡ଼ି ଗଡ଼ି ଗଲେ ଶିବାଳୟ। କଳାହାଣ୍ଡି ଧର୍ମଗଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।
#BolabamPilgrimage #DevoteeFervour #Kaudia #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers







