Top Tweets for #KiitIssues
KIIT Suicide Row: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ
#Odisha #kiituniversity #KIITIssues #NHRC #OTV https://t.co/3CQhRDwL3l
‘#କ୍ୟାମ୍ପସରେ_ଚାଲିଥିଲା_ରେସିଜିମ୍’
କାହିଁକି ରଦ୍ଦ ନହେବ କିଟର ଡିମ୍ଡ ୟୁନିଭର୍ସିଟି ଷ୍ଟାଟସ୍ ? ବିଶ୍ୱ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଥିବା କାଣ୍ଡ ପାଇଁ କିଟ୍ ବିରୋଧରେ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।
#KIITIssues #DeemedUniversity #BijayPatnaik #Bhubaneswar #OTV
KIIT ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଦେଲେ ପ୍ରତିଶ୍ରୁତି । ଆଲୋଚନାରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ACS ଉପସ୍ଥିତ ।
#CMMohanMajhi #Nepal #Externalminister #KiitIssues #OTV
କିଟ୍ରେ ଛାତ୍ରୀ ମୃତ୍ୟୁକୁ ନେଇ ରାଜରାସ୍ତାରେ କଂଗ୍ରେସର ଆନ୍ଦୋଳନ । କିଟ୍ ଓ ଅଚ୍ୟୁତଙ୍କ ପାଇଁ ଓକିଲାତି କରୁଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ । ପତ୍ନୀ କିଟ୍ରେ ମ୍ୟାନେଜମେଣ୍ଟ ପ୍ରଫେସର ଥିବାରୁ ଓକିଲାତି କରୁଛନ୍ତି କି ଦେବାଶିଷ ?
#CongressProtest #DebasisPatnaik #KiitIssues #Bhubaneswar #OTV
#ସରକାର_କଠୋର_ଆକ୍ସନ_ନିଅନ୍ତୁ- ବିଜୟ
କିଟ୍ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । କିଟ୍ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ । ଏହା ସାଧାରଣ ଘଟଣା ନୁହେଁ, ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦତ ହୋଇଛି କହିଲେ ବିଜୟ ।
#BijayPatnaik #KIITUniversity #KIITIssues #OTV
ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ
#kiitissues #kiituniversity #kiit #achyutasamant #OTV
https://t.co/ljVO5irg4r
KIIT Controversy: କିଟ୍ ପ୍ରସଙ୍ଗ: ମୁହଁ ଖୋଲିଲେ ବିଜେଡି ବିଧାୟକ, କହିଲେ...
#Bhubaneswar #kiituniversity #kiitissues #GaneswarBehera #OTV https://t.co/K51chwTMFG
ନେପାଳର ବିଦ୍ୟାର୍ଥୀ ମାନଙ୍କ ସହ ରହିଛି ABVP। ଆମେ ଆଜି ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛୁ। ଓଡ଼ିଶା ସରକାର ନେପାଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିଛନ୍ତି। ଆମେ ସେମାନଙ୍କୁ ଅନୁରୋଧ କରୁଛୁ ଫେରିଆସି ପାଠପଢ଼ାରେ ଯୋଗଦିଅନ୍ତୁ’ - AVBP କର୍ମକର୍ତ୍ତା #KIITIssues #AVBP #Bhubaneswar #OTV
‘ବିଦେଶର ନିରୀହ ଛାତ୍ରଛାତ୍ରୀଙ୍କ ପାଇଁ ଆମେ ଏଠି ଛିଡ଼ା ହୋଇଛୁ । ଦରକାର ପଡ଼ିଲେ ସାରା ଓଡ଼ିଶାରୁ ଆମ ଭାଇମାନଙ୍କୁ ଏକାଠି କରିବୁ । କିଟ୍ ରେ ପଶିବୁ ଦରକାର ପଡ଼ିଲେ ଅଚ୍ୟୁତ ସାମନ୍ତଙ୍କୁ ଘୋଷାଡ଼ି ଆଣିବୁ। ’ - ବଜରଙ୍ଗ କର୍ମୀ
#Protest #KiitIssues #KIITUniversity #Bhubaneswar #OTV
କିଟ୍ରେ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ।
#Protest #KIITIssues #KIITUniversity #Bhubaneswar #OTV
‘ଛାତ୍ରଛାତ୍ରୀଙ୍କ କ୍ୟାରିୟର ବା ମାନସିକତାକୁ ନେଇ କୌଣସି ପ୍ରକାର ନିର୍ଯ୍ୟାତନା-ଆଘାତ ଦିଆଯାଇପାରିବ ନାହିଁ । ଉଚ୍ଚସ୍ତରୀୟ କମିଟି ଠାରୁ ଉଚ୍ଚରେ କେହି ନୁହଁନ୍ତି...ସେମାନେ ଯାହାକୁ ଚାହିଁବେ ଡାକିବେ..ଆଉ ପଚାରିବେ ।’ - ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ମନ୍ତ୍ରୀ
#SuryabanshiSuraj #KiitIssues #Bhubaneswar #OTV
‘ଅଚ୍ୟୁତ୍ ସାମନ୍ତଙ୍କୁ ଗିରଫ କର । ତାଙ୍କ କଳା ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛୁ’: ଆନ୍ଦୋଳନକାରୀ
#Protest #KiitIssues #KIITUniversity #Bhubaneswar #OTV
‘ଅଚ୍ୟୁତ୍ ସାମନ୍ତ ହିଁ ଉତ୍ତରଦାୟୀ । ସେ ପ୍ରତିଷ୍ଠାତା...ଚାହିଁଥିଲେ ଏସବୁ ବନ୍ଦ କରିପାରିଥାନ୍ତେ ।’ ପ୍ରତିବାଦକୁ ଓହ୍ଲାଇଲା ବଜରଙ୍ଗ ଦଳ ।
#Protest #BajarangDal #KiitIssues #Bhubaneswar #OTV
#ଯେତେବଡ଼_ଲୋକ_ହେଲେ_ବି_ଦଣ୍ଡ_ଦିଆଯିବ’
‘ଗତକାଲି ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ଆସିଛନ୍ତି । ଦୋଷୀ ଯେତେବଡ଼ ଲୋକ ହେଲେ ବି ଦଣ୍ଡ ଦିଆଯିବ । ଛାତ୍ର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କଥା ବି ତଦନ୍ତ କରାଯିବ ।’ - ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ
#KIITIssues #PrithvirajHarichandan #Investigation #Bhubaneswar #OTV
Last Seen Hashtags on Sotwe
yaoi #manato
Seen from Vietnam
anxiouspanda
Seen from United States
fridaynight
Seen from Pakistan
twins
Seen from Greece
candid () +filter:native_video
Seen from Sweden
户外露出任务
Seen from United States
xlii #exny #nolimit() +filter:native_video
Seen from United States
snapchat(((())))+filter:videos
Seen from United States
นัดเย็ดสุพรรณ
Seen from Thailand
MGAI
Seen from Austria
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
