Top Tweets for #KotiaIssue
GHAMASAN | ମାନିଲା ବଙ୍ଗ ମାନୁନି ଆନ୍ଧ୍ର | June 10, 2026 | PrameyaNews7 #GHAMASAN #AndhraPradesh #WestBengal #BorderDispute #OdishaNews #BreakingNews #PoliticalNews #KotiaIssue #IndiaNews #latestnewsupdates
‘#କୋଟିଆ_ଏବେ_ଆମର’
ମା’ ନଦେଲେ ମାଉସୀର ସହାୟତା ନିଅନ୍ତି। ସେମିତି ପୂର୍ବ ସରକାରର କିଛି କରିପାରିଲେନି ବୋଲି ସେମାନେ ଆନ୍ଧ୍ରର ସହାୟତା ନେଇଛନ୍ତି। ଆମେ କୋଟିଆପାଇଁ ଉଦ୍ୟମ ଆରମ୍ଭ କରିଦେଇଛୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କ’ଣ କହିଛନ୍ତି ଶୁଣନ୍ତୁ।
#KotiaIssue #OdishaVsAndhra #RegionalPolitics #JagannathCulture #Bhubaneswar #OTV
କୋଟିଆ ପରେ ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି, ଯୁମଡାଙ୍ଗ ଗାଁକୁ ଆନ୍ଧ୍ର ନିଜ ଅକ୍ତିଆରରେ ନେବାକୁ ପ୍ରୟାସ....After Kotia, Andhra Eyes Swabhiman Area Attempt to Bring Yumadang Village Under Its Control Odisha–Andhra Dispute
#kotiaissue #swabhimanarea #yumadangvillage #andhraodishadispute #territorialconflict #odishanews #breakingnews #odishaupdate #borderdispute #lawandorder #odishacommunity #politicalcontroversy #governmentupdate #regionalconflict #odishacase #prameyanews7
ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ, ଇସର୍ଭେ ବାହାନାରେ ଓଡ଼ିଶାରେ ପଶୁଛି
#kotia #Kotiaissue #Odisha #AndhraPradesh #OTV
https://t.co/UYNdhIL7Ho
କୋଟିଆବାସୀ ଆମ ସାଥିରେ ଅଛନ୍ତି । ଆମେ ଦୃଢ଼ ବିଶ୍ୱାସୀ ଅଛୁ କୋଟିଆବାସୀ ଆମ ସହ ରହିବେ । କେହି ଡରେଇ ଧମକେଇ ଆମ ଲୋକଙ୍କୁ ନେଇ ପାରିବେ ନାହିଁ । - ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ
#OdishaPolitics #PrithivirajHarichandan #KotiaIssue #Odisha #LawMinister #OTV
#କୋଟିଆରେ_ଆନ୍ଧ୍ରର_ଷଡ଼ଯନ୍ତ୍ର_ଫେଲ୍
ପୁଣି କୋଟିଆରେ ପଶି ଆନ୍ଧ୍ରଅଧିକାରୀଙ୍କ ଓଡ଼ିଶା ବିରୋଧୀ କାମ । କୋଟିଆବାସୀଙ୍କୁ ଓଡ଼ିଶା ବିରୋଧରେ ଉସୁକାଉଥିବା ଅଭିଯୋଗ ।
#ArgusNews #Koraput #Potangi #Kotiaissue #Andhra
ସ୍ୱାଧୀନତା ଦିବସରେ କୋଟିଆ ପ୍ରସଙ୍ଗରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କୋଟିଆ ଆନ୍ଧ୍ର ମୁହାଁ ନୁହେଁ ବରଂ ଓଡ଼ିଶା ମୁହାଁ | Kotia News #prameyanews7 #KotiaBelongsToOdisha #SureshPujariStatement #BorderDispute #OdishaPride #KotiaIssue #PoliticalUpdate
କହୁଥିଲେ ଆମେ ସରକାରକୁ ଆସିଲେ, କୋଟିଆ ବିବାଦ ସପ୍ତାହରେ ସମାଧାନ କରିଦେବୁ, ଏବେ ତ ୧୪ ମାସ ହେଲାଣି, ଯଦି ଆମେ ୨୪ ବର୍ଷ ଭିତରେ କୌଣସି ପେପର ଦେଇ ପାରିନୁ, ସିଏ କୋଉ ପେପର ରଖିଛନ୍ତି ଦେଇକି ସମାଧାନ କରନ୍ତୁ | Pramila Mallik
#pramilamallik #kotiaissue #prameyanews7 #bjdvsbjp
#ପ୍ରଶ୍ନକାଳ_କୋଟିଆ_ତନାଘନା
ଦେଖନ୍ତୁ, ଆଜି ସନ୍ଧ୍ୟା ୬ ଟା ୨୫ ରେ
#ArgusNews #Prashnakala #BJPGovt #KotiaIssue
#ଆଜି_ବସିବ_କୋଟିଆ_ବୈଠକ
କୋଟିଆ ବିବାଦର ସମାଧାନ ନେଇ ବଡ଼ ବୈଠକ
କୋଟିଆ ପାଇଁ ଗଠିତ ନୂଆ କମିଟିର ଏହା ପ୍ରଥମ ବୈଠକ
ରାଜ୍ୟ ସରକାର ଗଠନ କରିଛନ୍ତି 16 ଜଣିଆ କମିଟି
ବୈଠକରେ ଉପସ୍ଥିତ ରହିବେ କମିଟିର ସମସ୍ତ ସଦସ୍ୟ
#ArgusNews #KotiaIssue @sureshkpujari
Kotia Committee And Politics || ସମାଧାନ ହେବ କି କୋଟିଆ ସମସ୍ୟା?
#KotiaIssue #OdishaPolitics #BorderDispute #KotiaCommittee #SolutionSought #OdishaNews #PoliticsInOdisha #AndhraOdisha #KotiaPolitics #BJPGovt #MohanSarkar #BJD #Congress #CMMohanMajhi #PrameyaNews7
#କୋଟିଆ_ପାଇଁ_ସରକାରଙ୍କ_ଚିନ୍ତା_ନାହିଁ
ବାରମ୍ବାର ମୁଁ ବିଧାନସଭାରେ କୋଟିଆ ପ୍ରସଙ୍ଗ ଉଠାଉଛି । ହେଲେ ଶୁଣିବାକୁ ନାରାଜ ଏ ସରକାର : ରାମଚନ୍ଦ୍ର କାଡାମ
#KotiaIssue #RamchandraKadam #KanakNews
କୋଟିଆକୁ ନେଇ ତେଜିଲା ରାଜନୀତି । ପ୍ରମିଳା କହିଲେ, କେନ୍ଦ୍ର ମଧ୍ୟସ୍ଥତା କରି ତୁଟାଉ ବିବାଦ । ଧର୍ମେନ୍ଦ୍ରଙ୍କ ଜବାବ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବା । #KanakNews #Odisha @dpradhanbjp @pramila_mallick #KotiaIssue
https://t.co/W28gdAR9KH

#ମୁଁ_ଥରେ_ନୁହେଁ_ବାରମ୍ବାର_କହିବି_ଗୋ_ବ୍ୟାକ୍...
ଆନ୍ଧ୍ର ଗୋ ବ୍ୟାକ ଏକ ସାଙ୍କେତିକ ଶବ୍ଦ । ଯଦି କିଏ ଓଡିଶା ସୀମାରେ ଛିଡା ହୋଇ କହିବ ଏଇଟା ଓଡିଶାର ନୁହେଁ ଆନ୍ଧ୍ରର, ମୁଁ ଥରେ ନୁହେଁ ବାରମ୍ବାର କହିବି ଗୋ ବ୍ୟାକ ଓଡିଶା ବିରୋଧୀ ଶକ୍ତି ଗୋ ବ୍ୟାକ: କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ @dpradhanbjp ଜୀ। #KotiaIssue
କୋଟିଆକୁ ନେଇ ପୁଣି ଘନେଇଲା ବିବାଦ... ଚରମ ଅବହେଳାର ଆକ୍ଷେପ କରି ବର୍ଷିଲେ ବିଜେପି ବିଧାୟକ, ଉତ୍କଳ ଦିବସରେ ଧର୍ମେନ୍ଦ୍ରଙ୍କ ଆନ୍ଧ୍ର ଗୋ-ବ୍ୟାକ୍ ନାରାକୁ ନେଇ ପଡ଼ୋଶୀ ରାଜ୍ୟର ବିରୋଧ
#KotiaIssue #UtkalDibas #BJP #BJD #Odisha #OTV
କୋଟିଆ ଅଞ୍ଚଳବାସୀଙ୍କୁ ଯେଉଁ ସୁବିଧା ପହଞ୍ଚିବା କଥା, ତାହା ପହଞ୍ଚିପାରୁନାହିଁ... ସେଥିପାଇଁ ବାଧ୍ୟ ହୋଇ ଆନ୍ଧ୍ର ଉପରେ ନିର୍ଭରଶୀଳ କୋଟିଆବାସୀ... ତଥାପି ରାଜ୍ୟ ସରକାରଙ୍କ ଚେତା ଫେରିନାହିଁ: ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ
#KotiaIssue #BJP #BJD #Odisha #OTV
#କୋଟିଆରେ_ଉତ୍କଳ_ଦିବସ_ରାଜନୀତି
ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଉତ୍କଳ ଦିବସ ପାଳନ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେପି ଓ ବିଜେଡି
#BJP #BJD #KotiaIssue #Odisha #OTV
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers




